ଆଫଗାନିସ୍ତାନ ଛାଡିଲେ ବ୍ରିଟିଶ ସେନା

କାବୁଲ,୨୯ ।୮: ଆଫଗାନିସ୍ତାନ ଉପରେ ତାଲିବାନ କବଜା କରିବା ପରେ ସେଠାରେ ଥିବା ବ୍ରିଟିଶ ସେନାଙ୍କୁ ସରକାର ଫେରାଇ ନେଇଛନ୍ତି । ବ୍ରିଟେନ ସେନା ଯୁଦ୍ଧଗ୍ରସ୍ତ ଆଫଗାନିସ୍ତାନରେ ବିଗତ ଦୁଇ ଦଶକ ହେବ ଥିଲେ । ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଏଭଳି କଠିନ ପରିସ୍ଥିତିରେ ସେଠାରୁ ଲୋକମାନଙ୍କୁ ବାହାରକୁ ବାହାର କରିବାରେ ବ୍ରିଟେନ ସେନା ସହଯୋଗ କରିଥିବାରୁ ସେମାନଙ୍କ ବୀରତା ପାଇଁ ଦେଶ ଗର୍ବ କରେ ବୋଲି କହିଛନ୍ତି । ସୂଚନାଯୋଗ୍ୟ ଆରମ୍ଭରୁ ବ୍ରିଟେନ ସରକାର ଦୁଃଖ ପ୍ରକାଶ କରିଥିଲେ କି ଆଫଗାନିସ୍ତାନ ଛାଡିବାକୁ ଚାହୁଁଥିବା ସମସ୍ତ ବ୍ୟକ୍ତି ସେଠାରୁ ବାହାରି ଆସିବା ସମ୍ଭବ ନୁହେଁ । ବୋରିସ ଜନସନ ସେନାଙ୍କ ଉଦ୍ଦେଶ୍ୟରେ ଭିନ୍ନ ଭିନ୍ନ ଲେଖା ଲେଖି ସେମାନଙ୍କର ପ୍ରଶଂସା କରିଛନ୍ତି । ଆଫଗାନିସ୍ତାରୁ ଲୋକମାନଙ୍କୁ ବାହାରକୁ ବାହାର କରିବାରେ ତାଙ୍କର ‘ଅପରେଶନ ପିଟିଂ’ର ସଫଳତାକୁ ନେଇ ସେ ସେନାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବୋରିସ ଜନସନ ଆହୁରି ମଧ୍ୟ ସେନାଙ୍କୁ କହିଛନ୍ତି ଆପଣ ଆପଣଙ୍କ ବୀରତ୍ୱକୁ ନେଇ ଗର୍ବ କରିବା ଉଚିତ ।


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନ୍‌ଙ୍କ ରୁବଲ ରଣନୀତି

ମସ୍କୋ/କିଭ୍‌, ୨୮ା୪: ଆମେରିକା ଓ ପାଶ୍ଚାତ୍ୟର କଟକଣାରେ ପ୍ରଭାବିତ ରୁଷିଆର ଅର୍ଥନୀତିକୁ ସଜାଡ଼ିବା ପାଇଁ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ମସ୍କୋର ମୁଦ୍ରା ରୁବଲ ମୂଲ୍ୟ ବୃଦ୍ଧିକୁ...

ସୌଦିରେ କୋରଡ଼ା ମାଡ଼ ବନ୍ଦ: ସୁପ୍ରିମ୍‌ କୋର୍ଟ ରାୟ

ରିୟାଦ୍‌,୨୫।୪: ସୌଦିରେ ଏଣିକି ଅପରାଧୀଙ୍କୁ ଆଉ କୋରାଡ଼ା ମାଡ଼ ଦିଆଯିବା ଦଣ୍ଡାଦେଶ କରାଯିବ ନାହିଁ। ଏନେଇ ସୌଦିର ସୁପ୍ରିମ୍‌ କୋର୍ଟ ଏକ ରାୟ ଦେଇଛନ୍ତି। ଏହା...

ଶିଖ୍‌ ପରେ ଜଣେ ଖ୍ରୀଷ୍ଟିଆନଙ୍କୁ ହତ୍ୟା

ଇସଲାମାବାଦ,୧ା୪: ଶନିବାର ପାକିସ୍ତାନର ଉତ୍ତର-ପଶ୍ଚିମ ଅଞ୍ଚଳରେ କିଛି ଅଜ୍ଞାତ ବ୍ୟକ୍ତିଙ୍କ ଦ୍ୱାରା ଜଣେ ଖ୍ରୀଷ୍ଟିଆନ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ପୋଲିସ କହିଛି ଯେ,...

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ପୂର୍ବତନ ସେନା ଅଧିକାରୀ

ଓ୍ବାଶିଂଟନ,୨୪।୬: ଆସନ୍ତା ୨୦୨୦ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ହେବାର ଅଛି। ଏବେ ଏହି ଦୌଡ଼ରେ ଜଣେ ପୂର୍ବତନ ସେନା ଅଧିକାରୀ ସାମିଲ ହୋଇଥିବା କୁହାଯାଉଛି। ଡେମୋକ୍ରାଟିକ୍‌...

ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ ନେଇ ସତର୍କ ସୂଚନା ଜାରି…

ଇସଲାମାବାଦ,୬।୧୦ : ପାକିସ୍ତାନ ସରକାର ସମଗ୍ର ଦେଶରେ ଆତଙ୍କବାଦୀ ଆକ୍ରମଣ ନେଇ ଆଲର୍ଟ ଜାରି କରିଛନ୍ତି। ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି ଏବଂ ଅତ୍ୟଧିକ ସଜାଗ...

ଅନଲାଇନ୍‌ ଗେମ୍‌ ଖେଳୁ ଖେଳୁ ଲିକ୍‌ ହେଲା ଚାଇନାର ଶକ୍ତିଶାଳୀ ଟ୍ୟାଙ୍କର ଗୁପ୍ତ ତଥ୍ୟ…

ବେଜିଂ, ୮।୬ : ଚାଇନାରେ ଅନଲାଇନ ଗେମ୍‌ ଖେଳିବାକୁ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସଭିଏଁ ପସନ୍ଦ କରିଥାନ୍ତି। ବିଶେଷକରି ସାମରିକ ଯୁଦ୍ଧ...

ବାବର କ୍ରୁଜ ମିଶାଇଲର ସଫଳ ପରୀକ୍ଷଣ କଲା ପାକିସ୍ତାନ

ଇସଲାମାବାଦ,୨୨ ।୧୨: ପାକିସ୍ତାନ ସ୍ୱଦେଶ ନିର୍ମିତ ବାବର କ୍ରୁଜ ମିଶାଇଲର ଅପଡେଟ ଭର୍ସନର ସଫଳ ପରୀକ୍ଷା ମଙ୍ଗଳବାର କରିଛି । ଏହା ୯୦୦ କିଲୋମିଟର ଦୂର...

ଚଢ଼ାଉରୁ ବର୍ତ୍ତିବା ପାଇଁ ‘କିଲ୍‌ ସ୍ବିଚ୍‌’

ସାନ୍‌ ଫ୍ରାନ୍ସିସ୍‌କୋ/ନୂଆଦିଲ୍ଲୀ, ୧୨ା୭ : ବିଭିନ୍ନ ଦେଶରେ କ୍ୟାବ୍‌ ସର୍ଭିସ୍‌ ଦେଉଥିବା କମ୍ପାନୀ ଉବର ବିରୋଧରେ ସାଂଘାତିକ ତଥ୍ୟ ସାମ୍‌ନାକୁ ଆସିଛି। ଇଣ୍ଟରନ୍ୟାଶନାଲ କନ୍‌ସୋର୍ସିୟମ୍‌ ଅଫ୍‌...

Advertisement
Archives

Model This Week