ମାଳଦ୍ୱୀପରେ ଛୁଟି କାଟୁଛନ୍ତି କିଆରା-ସିଦ୍ଧାର୍ଥ

ବଲିଉଡ୍‌ର ଆଗଧାଡ଼ିର ଅଭିନେତ୍ରୀ କିଆରା ଆଡଭାନି ଓ ସିଦ୍ଧାର୍ଥ ମଲହୋତ୍ରା ଏ ପର୍ଯ୍ୟନ୍ତ ରିଲେଶନଶିପ ସମ୍ପର୍କରେ ମୁହଁ ଖୋଲି ନାହାନ୍ତି। କିନ୍ତୁ ସବୁ କିଛି ପ୍ରକାଶ କରୁଛି ଦୁହିଁଙ୍କ ଫଟୋ। ୨୦୨୧ ନୂଆ ବର୍ଷ ଛୁଟି କାଟିବା ପାଇଁ ମାଳଦ୍ୱୀପ ଯାଇଛି ଏହି ଯୋଡ଼ି।

ଦୁଇ ବଲିଉଡ୍‌ ଷ୍ଟାରଙ୍କୁ କୌଣସି ଫଟୋରେ ଏକାଠି ଦେଖିବାକୁ ମିଳୁନାହିଁ। ହେଲେ ଫ୍ୟାନଙ୍କୁ ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଛି ଉଭୟଙ୍କ ଫଟୋ। କିଆରାଙ୍କୁ ବ୍ୟାକଲେଶ ସୁଇମସୁଟ୍‌ରେ ଦେଖିବାକୁ ମିଳୁଥିବାବେଳେ ସିଦ୍ଧାର୍ଥ ବ୍ଲୁ ସୁଇମିଂ ଶଟର୍‌ସରେ ନଜର ଆସୁଛନ୍ତି। କିଆରା ନିଜର ଅତ୍ୟନ୍ତ ଫଟୋରେ କ୍ୟାପଶନରେ ଲେଖିଛନ୍ତି, ୨୦୨୧କୁ ଅପେକ୍ଷା।

ଗତବର୍ଷ ଦୁହେଁ ଛୁଟି କାଟିବା ଲାଗି ଆଫ୍ରିକାନ ସଫାରି ଯାଇଥିଲେ। ମୁମ୍ବାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଏହାପର ଠୁ ଉଭୟେ ରିଲେଶନଶିପ୍‌ରେ ଥିବା ଚର୍ଚ୍ଚା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଖତ୍‌ରୋ କେଁ ଖିଲାଡି-୧୨’ରେ ନଜର ଆସିବେନି ମୁନାୱାର

ଲୋକପ୍ରିୟ ରିଆଲିଟି ଶୋ’ ‘ଲକ ଅପ’ର ବିଜେତା ମୁନାୱାର ଫାରୁକି ରିଆଲିଟି ଶୋ’ଖତ୍‌ରୋ କେଁ ଖିଲାଡି’ରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଥିଲା। ଯାହାକୁ ନେଇ...

ଅଧାଘଣ୍ଟା କାନ୍ଦିଥିଲେ ସଲମାନ…

ମୁମ୍ବାଇ, ୧୬।୧୨: ବଲିଉଡ୍‌ର କମେଡ଼ିଆନ୍‌ ଲକ୍ଷ୍ମୀକାନ୍ତ ବର୍ଡେଙ୍କ ୧୬ତମ ଶ୍ରାଦ୍ଧ ବାର୍ଷିକୀ ବୁଧବାର ପାଳିତ ହେଉଛି। କିଡ଼ନୀ ଆକାମୀ ହେବା ଯୋଗୁ ତାଙ୍କର ମୃତ୍ୟୁ ୨୦୦୪...

‘ନୋ ଏଣ୍ଟ୍ରି’ ସିକ୍ୱେଲରେ ସଲମାନଙ୍କ ସହ ନଜର ଆସିବେ ସାମନ୍ଥା!

ଆଗକୁ ରିଲିଜ୍‌ ହେବ ଦବଙ୍ଗ୍‌ ଖାନଙ୍କ ଫିଲ୍ମ ‘କଭି ଇଦ କଭି ଦିୱାଲୀ’। ଯାହାକୁ ଅପେକ୍ଷା କରି ରହିଛନ୍ତି ଦର୍ଶକ। ଇତି ମଧ୍ୟରେ ସଲମାନଙ୍କ ସୁପରହିଟ୍‌...

ଦେଶ ଛାଡ଼ି ପଳାଇବାରେ ସଫଳ ହେଲେ ଆଫଗାନିସ୍ତାନର ଏହି ଲୋକପ୍ରିୟ ପପ୍‌ ଷ୍ଟାର୍‌; ସୋସିଆଲ ମିଡିଆରେ ଲେଖିଲେ…

କାବୁଲ: ଆଫଗାନିସ୍ତାନକୁ ତାଲିବାନ କ୍ଷମତା ଦଖଲ କରିବା ପରେ ସେଠାକାର ପରିସ୍ଥିତି ଚିନ୍ତାଜନକ ରହିଛି। ଏଭଳି ସ୍ଥିତିରେ ସାଧାରଣଜନତା ଦେଶ ଛାଡ଼ି ଅନ୍ୟତ୍ର ଚାଲିଯିବାକୁ ପ୍ରୟାସ...

ଶୁଟିଂ ସେଟ୍‌ରେ କଥା ହେଉ ନ ଥିଲେ ଅଭିନେତ୍ରୀ ଅଭିନେତା, ତଥାପି ସୁପରହିଟ୍‌ ହୋଇଥିଲା ଏହି ଫିଲ୍ମ

ମୁମ୍ବାଇ: ବଲିଉଡ୍‌ର ୩ ଖାଁ ଏକା ସାଥୀରେ କାମ କରି ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ଏହି ୩ ଖାଁ...

ଆମେ ଫିଙ୍ଗୁଥିବା ପୋଷାକକୁ ଆମେରିକାରେ କରାଯାଉଛି ବିକ୍ରି: ଅର୍ଚ୍ଚନା

ବଲିଉଡ୍‌ ଅଭିନେତ୍ରୀ ତଥା ‘ଦ କପିଲ ଶର୍ମା’ ଶୋ’ ଜଜ୍‌ ଅର୍ଚ୍ଚନା ପୁରୁଣ ସିଂହ ଏବେ ପରିବାର ସହ ଆମେରିକାରେ ଛୁଟିି କାଟୁଛନ୍ତି। ଏହି ସମୟର...

ଡେଙ୍ଗୁରେ ଆକ୍ରାନ୍ତ ସୁଶାନ୍ତ

ମୁମ୍ବାଇ: ଖୁବ୍‌ କମ୍‌ ଦିନରେ ହିଁ ବଲିଉଡ୍‌ ହିରୋ ସୁଶାନ୍ତ ସିଂ ରାଜପୂତ ନିଜ ଅଭିନୟ ମାଧ୍ୟମରେ ଲୋକପ୍ରିୟତା ହାସଲ କରିପାରିଛନ୍ତି। ନିକଟରେ ତାଙ୍କ ଅଭିନୀତ...

ଭାଇରାଲ ହେଲା ତୈମୁରଙ୍କ ଆଉ ଏକ ଫଟୋ

ମୁମ୍ବାଇ,୩୧।୫: ପଟୌଦି ଖାନଦାନର ଛୋଟେ ନବାବ ସୈଫ ଅଲ୍ଲୀ ଖାଁ, କରୀନା କପୁର ଖାଁ ଓ ତୈମୁରଙ୍କୁ ଗୁରୁବାର ରାତିରେ ମୁମ୍ବାଇ ଏୟାରପୋର୍ଟରେ ସ୍ପଟ କରାଯାଇଛି।...

Advertisement
Archives

Model This Week