Posted inଜାତୀୟ

ପ୍ରେମୀ ଯୁଗଳଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୮।୩: ଅନ୍ତର୍ଧାମିକ ଅବା ଅନ୍ତର୍ଜାତି ବିବାହ କରୁଥିବା କିମ୍ବା ଲିଭ୍‌ଇନ୍‌ରେ ରହୁଥିବା ପ୍ରେମୀଯୁଗଳଙ୍କ ସୁରକ୍ଷା ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ସରକାର ଅଣ୍ଟା ଭିଡ଼ିଛନ୍ତି। ଏଭଳି ଯୋଡ଼ାଙ୍କୁ ସୁରକ୍ଷିତ ଭାବେ ବାସ କରିବା ଳାଗି ସରକାରଙ୍କ ପକ୍ଷରୁ ସେଫ୍‌ ହାଉସ୍‌ ଯୋଗାଇ ଦିଆଯିବ। ଯାହାଦ୍ୱାରା ପରିବାର ସଦସ୍ୟ କିମ୍ବା ସାମାଜିକ କ୍ଷେତ୍ରରେ ସେମାନଙ୍କ ବିରୋଧରେ ଉପୁଜୁଥିବା ବିଭିନ୍ନ ପ୍ରକାର ବାଧାବିଘ୍ନରୁ ପ୍ରେମୀଯୁଗଳ ସୁରକ୍ଷିତ ରହିପାରିବେ। ଏନେଇ ସରକାରଙ୍କ ପକ୍ଷରୁ ସର୍କୁଲାର୍‌ ଜାରି କରାଯାଇଛି। ଏନେଇ ଗଠିତ ହୋଇଥିବା ସ୍ବତନ୍ତ୍ର ସେଲ୍‌ ସପ୍ତାହ ବ୍ୟାପୀ ଦିନରାତି ୨୪ ଘଣ୍ଟା କାର୍ଯ୍ୟ କରିବ। ଏହାର ହେଲ୍ପ ଲାଇନ୍‌ ନମ୍ବର ୧୮୧ ରହିଛି। ସେଲ୍‌କୁ ଫୋନ୍‌ କରୁଥିବା ପ୍ରେମୀଯୁଗଳଙ୍କ ତଥ୍ୟ ଗୋପନୀୟ ରଖାଯିବା ସହିତ ସେମାନଙ୍କୁ ଆବଶ୍ୟକ ସହାୟତା ତୁରନ୍ତ ଯୋଗାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓ୍ବାଇଫ୍‌-ସ୍ବାପିଙ୍ଗ୍‌ ମାମଲା, ତାଲିକାରେ ବହୁ ହାଇପ୍ରୋଫାଇଲ୍‌ ବ୍ୟକ୍ତି ଜଡିତ ଥିବା ସନ୍ଦେହ…

ଥିରୁଭାନନ୍ତପୁରମ୍‌, ୧୨।୧ : କେରଳରେ ଜାରି ରହିଥିବା ସ୍ତ୍ରୀ ଅଦଳବଦଳ(ଓ୍ବାଇଫ୍‌-ସ୍ବାପିଙ୍ଗ୍‌)ର ଘୃଣ୍ୟ ତଥା ଲଜ୍ଜାଜନକ ଖେଳର ପର୍ଦ୍ଦାଫାଶ୍‌ ଧୀରେଧୀରେ ହେବାରେ ଲାଗିଛି। ଏହା ସହିତ ନୂଆ...

ବୋଟ୍‌ ଦୁର୍ଘଟଣା, ୩୦ ନିଖୋଜ

ଗୁଆହାଟି,୯।୯: ଆସାମର ଜୋର୍ହାଟଠାରେ ବ୍ରହ୍ମପୁତ୍ର ନଦୀରେ ଦୁଇଟି ଯାତ୍ରୀବାହି ବୋଟ ପରସ୍ପରକୁ ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି। ୩୦ ଜଣ ଏବେ ମଧ୍ୟ...

ଦେଶର ସବୁଠାରୁ ଏହି ପୁରାତନ ମହିଳା ଦେଉଛନ୍ତି ଟ୍ୟାକ୍ସ

ଭୋପାଳ,୨୮।୭: ନିକଟରେ ଆୟକର ବିଭାଗର ସ୍ଥାପନା ଦିବସ ପାଳନ ହୋଇଯାଇଛି। ଚଳିତ ଥର ଆୟକର ବିଭାଗର ଏକ କମିଟି ସର୍ବ ପୁରାତନ ଟିକସଦାତାଙ୍କୁ ସମ୍ମାନିତ କରିବାକୁ...

ଜମ୍ମୁ-କଶ୍ମୀରରେ ଆଇଇଡି ବିସ୍ଫୋରଣ: ଜଣେ ଯବାନ ଶହୀଦ୍‌

ଶ୍ରୀନଗର,୨୨।୫: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖା ନିକଟରେ ଆଇଇଡି ବିସ୍ଫୋରଣରେ ବୁଧବାର ଜଣେ ଜବାନ ଶହୀଦ୍‌ ହୋଇଛନ୍ତି। ସ୍ଥାନୀୟ ମେଣ୍ଢର ଅଞ୍ଚଳରେ ଏଭଳି ହୋଇଥିବା ଭାରତୀୟ ପ୍ରତିରକ୍ଷା...

ସମଗ୍ର ଦେଶରେ ଖୋଲାଯିବ ୭୫ ମେଡିକାଲ କଲେଜ

ନୂଆଦିଲ୍ଲୀ,୨୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୋଦି କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସମଗ୍ର...

୬୦ ବର୍ଷ ପରେ ପୂର୍ବତନ ଭାରତୀୟ ଅଧିନାୟକଙ୍କ ମୁଣ୍ଡରୁ ବାହାରିଲା ଟାଇଟାନିୟମ ପ୍ଲେଟ

ମୁମ୍ବାଇ,୭।୪: ପୂର୍ବତନ ଭାରତୀୟ ଅଧିନାୟକ ନରି କଣ୍ଟ୍ରାକ୍ଟରଙ୍କ ମୁଣ୍ଡରୁ ଏକ ଲୁହା ପ୍ଲେଟ୍‌ ବାହାର କରାଯାଇଛି। ୧୯୬୨ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଚାରଲି ଗ୍ରିଫିଥ୍‌ଙ୍କ ଏକ ବାଉନ୍ସର...

କର୍ନାଟକରେ ଭାଜପା ବୁଡ଼ିଯାଉଥିବା ଜାହାଜ: କଂଗ୍ରେସ

ନୂଆଦିଲ୍ଲୀ, ୫ା୪ (ପି.ଟି.): କର୍ନାଟକରେ ଭାଜପା ଏକ ବୁଡ଼ିଯାଉଥିବା ଜାହାଜ। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହାକୁ ରକ୍ଷା କରିପାରିବେ ନାହିଁ ବୋଲି କଂଗ୍ରେସ...

୧୨ ବର୍ଷ ବୟସରେ ଡାଟା ବୈଜ୍ଞାନିକ ହେଲେ ୭ମ ଶ୍ରେଣୀର ଛାତ୍ର

ହାଇଦ୍ରାବାଦ,୨୬।୧୧:ହାଇଦ୍ରାବାଦର ୧୨ ବର୍ଷୀୟ ସିଦ୍ଧାର୍ଥ ଶ୍ରୀବାସ୍ତବ ପିଲ୍ଲାଇ ଏକ ନିଆରା କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଏତେ କମ୍‌ ବୟସରୁ ସେ ଡାଟା ବୈଜ୍ଞାନିକ ହେବାର ସୌଭାଗ୍ୟ...

Advertisement
Archives

Model This Week