Posted inଜାତୀୟ

ନାଇଟ୍‌ କର୍ଫ୍ୟୁ ହଟାଇଲେ କର୍ନାଟକ ସରକାର

ବେଙ୍ଗାଲୁରୁ,୫ା୧୧: କର୍ନାଟକ ସରକାର ନାଇଟ୍‌ କର୍ଫ୍ୟୁ ହଟାଇ ଦେଇଛନ୍ତି। କରୋନା ସଂକ୍ରମଣ ମାମଲା ଏଠାରେ ବଢୁଥିବାରୁ ନାଇଟ୍‌ କର୍ଫ୍ୟୁ ଲାଗୁ କରାଯାଇଥିଲା। ତେବେ ଆଜିଠାରୁ ରାତିର ନାଇଟ୍‌ କର୍ଫୁ ହଟାଇ ଦିଆଯାଇଛି। ଏଠାରେ ରାତି ୧୦ରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ଲାଗୁ କରାଯାଇଥିଲା।

ନୂତନ ଆଦେଶ ସହିତ ସରକାର ସମସ୍ତ କରୋନା ସୁରକ୍ଷା ଗାଇଡ୍‌ଲାଇନ୍‌ ଅଧୀନରେ ଘୋଡ଼ା ଦୌଡ଼କୁ ଅନୁମତି ଦେଇଛନ୍ତି। ଏଥିସହ, ଏହି ଦୌଡ଼ରେ ଅଂଶଗ୍ରହଣ କରୁଥିବା ରେସିଂ ପୃଷ୍ଠପୋଷକଙ୍କ ସଂଖ୍ୟା ସ୍ଥାନର ବସିବା କ୍ଷମତା ଅନୁଯାୟୀ କଠୋର ହେବ। କେବଳ ସମ୍ପୂର୍ଣ୍ଣ ଟିକା ନେଇଥିବା ଲୋକଙ୍କୁ ଏହା ଭିତରକୁ ପ୍ରବେଶ ଅନୁମତି ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଶାହାଙ୍କୁ ବିଜୟନଙ୍କ କଡ଼ା ସମାଲୋଚନା…

ନୂଆଦିଲ୍ଲୀ,୧୩।୨ : କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଶାହା କେରଳରେ କି...

ଭାଜପାରେ ସହ ହାତ ମିଳାଇବ ନାହିଁ ଏନସିପି,ପାୱାର ଉଦ୍ଧବଙ୍କୁ ଦେଇଛନ୍ତି ଆଶ୍ୱାସନା: ସଞ୍ଜୟ ରାଉତ…

ମୁମ୍ବାଇ,୧୬।୪ : ଏନସିପିରେ ବିବାଦ ଦେଖାଦେଇଥିବା ବେଳେ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତଙ୍କ ଏକ ବଡ ବିବୃତ୍ତି ସାମ୍ନାକୁ ଆସିଛି। ସେ କହିଛନ୍ତି। ଶରଦ...

ଧସିଲା ନର୍ମଦା ଘାଟି ପରିଯୋଜନାର ଅଣ୍ଡର ଗ୍ରାଉଣ୍ଡ ଟନେଲ: ଫସିଲେ ୯ ଶ୍ରମିକ

କଟନି,୧୩ ।୨: ମଧ୍ୟ ପ୍ରଦେଶର କଟନି ଜିଲାରେ ଶନିବାର ବିଳମ୍ବିତ ସନ୍ଧ୍ୟାରେ ବଡ ଅଘଟଣ ଘଟିଛି । କଟନି ଜିଲାରେ ନର୍ମଦା ଘାଟି ପରିଯୋଜନାରେ ନିର୍ମାଣ...

କଂଗ୍ରେସର ଘୋଷଣା ପତ୍ର, ୧୦ ଦିନରେ ଚାଷୀଙ୍କ ଋଣଛାଡ-୨୦ ଲକ୍ଷ ସରକାରୀ ଚାକିରି…

ଲକ୍ଷ୍ନୌ, ୯।୨ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ମତଦାନର ଦିନକ ପୂର୍ବରୁ କଂଗ୍ରେସ ପକ୍ଷରୁ ଘୋଷଣା ପତ୍ର ଜାରି ହୋଇଛି। କଂଗ୍ରେସ ଏହାର ଘୋଷଣା ପତ୍ରରେ...

ଅନ୍ତର୍ଜାତୀୟ ବଜାରରୁ ଟିକା କିଣିବା ସହ ୯ ପ୍ରସ୍ତାବ ଦେଲେ ବିରୋଧୀ

ନୂଆଦିଲ୍ଲୀ, ୧୨।୫: ଦେଶରେ କରୋନାର ଦ୍ୱିତୀୟ ଲହର ପ୍ରବଳ ବେଗରେ ମାଡ଼ିଚାଲିଥିବା ବେଳେ ହସ୍ପିଟାଲଗୁଡ଼ିକରେ ରୋଗୀ ଚିକିତ୍ସା ପାଇଁ ବେଡ୍‌ ମିଳୁନି। ପ୍ରତିଦିନ ହଜାର ହଜାର...

ଭବିଷ୍ୟତର ଯୁଦ୍ଧ ମହାକାଶରେ ଲଢ଼ାଯିବ, ଭାରତକୁ ପ୍ରସ୍ତୁତ ରହିବାକୁ ହେବ: ବାୟୁସେନା ମୁଖ୍ୟ…

ନୂଆଦିଲ୍ଲୀ,୨୧।୩ : ଏୟାର ଚିଫ ମାର୍ଶଲ ଭି.ଆର ଚୌଧୁରୀ କହିଛନ୍ତି ଯେ ମହାକାଶରେ ଯୁଦ୍ଧ ପାଇଁ ଅସ୍ତ୍ରଶସ୍ତ୍ର ବିକଶିତ କରିବା ଆରମ୍ଭ ହୋଇଛି। ଭବିଷ୍ୟତରେ ସ୍ଥଳ,...

ଔଷଧ ଯୋଗୁ ଦୂଷିତ ହେଉଛି ବିଶ୍ୱର ଅଧା ନଦୀ

ନୂଆଦିଲ୍ଲୀ,୨୬ ।୬: ବିଶ୍ୱର ପାଖାପାଖି ଅଧାରୁ ଅଧିକ ନଦୀ ଔଷଧ ଯୋଗୁ ପ୍ରଦୂଷିତ ହୋଇଥିବା ଜଣାପଡିଛି । ଏହି ପ୍ରଦୂଷଣ ଏବେ ବିଶ୍ୱକୁ ଡରାଇବାକୁ ଲାଗିଲାଣି...

ପ୍ରଣବଙ୍କ ଫୁସ୍‌ଫୁସ୍‌ରେ ସଂକ୍ରମଣ

ନୂଆଦିଲ୍ଲୀ, ୨୦।୮(ପି.ଟି.): ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଦେଖାଦେଇଛି। ତାଙ୍କ ଫୁସ୍‌ଫୁସ୍‌ରେ ସଂକ୍ରମଣ ହୋଇଥିବା ବୁଧବାର ଆର୍ମି ରିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ପିଟାଲ...

Advertisement
Archives

Model This Week