ଏକୁଟିଆ ଅନୁଭବ କରୁଛନ୍ତି କରନ!

ମୁମ୍ବାଇ: ବଲିଉଡର ଆଗଧାଡିର ନିର୍ଦ୍ଦେଶକ କରନ ଜୋହର ଏବେ ଏକୁଟିଆ ଅନୁଭବ କରୁଛନ୍ତି । ଏକଥା ଆମେ କହୁନୁ ଏକଥା କହୁଛି ତାଙ୍କ ଚାଟ ଶୋ’ କଫି ୱିଥ କରନ । ନିକଟରେ ଏହି ଶୋକୁ ବଲିଉଡ ଖିଲାଡି ବୟ ଅକ୍ଷୟ କୁମାର ଓ ସାମନ୍ଥା ପ୍ରଭୁ ଆସିଥିଲେ । ତାଙ୍କ ସହ ବାର୍ତ୍ତାଳାପ ସମୟରେ କରନ ଏମିତି କିଛି କଥା କହିଥିଲେ ଯାହା ଦର୍ଶକଙ୍କ ମନକୁ ବେଶ ଛୁଇଁ ପାରିଛି । କରନ ଏମିତି ଏକ ବ୍ୟକ୍ତି ଯେ କି ହସି ହସି ବହୁତ କଥା କଥାରେ କଥାରେ ଅନ୍ୟମାନଙ୍କଠାରୁ ବାହାର କରି ଆଣି ଥାଆନ୍ତି । ଏଇ ଯେମିତି ଅକ୍ଷୟଙ୍କୁ ହସି ହସି ସେ ପର୍ସନାଲ ଲାଇଫ କଥା ବି ଦର୍ଶକଙ୍କ ସାମ୍ନାରେ ରଖି ଦେଇଛନ୍ତି । ଅକ୍ଷୟ କହିଥିଲେ ବହୁଥର କିଛି କଥା ପୁସ୍ତକରେ ଲେଖିଇବାକୁ ସେ ତାଙ୍କ ପତ୍ନୀ ଟୁଇଙ୍କିଲଙ୍କୁ ଅଟକାଇ ଦେଇଛନ୍ତି । ଏଥିପାଇଁ ସେ ତାଙ୍କ ଗୋଡ ଧରିବା କଥା ବି ଉଠାଇ ଦେଇଥିଲେ । ଏହା ଶୁଣିବା ପରେ କରନ କହିଥିଲେ, ମୋ ଲାଇଫ୍ ଏମିତି ହୋଇ ନ ଥାଆନ୍ତ । ଅକ୍ଷୟ ଓ ସାମନ୍ଥାଙ୍କ ସହ କଥା ହେବା ସମୟରେ କରନ କହିଛନ୍ତି, ମୋର ସେକ୍ସ ଓ ଲଭ ଲାଇଫ ଖୁବ୍ ଲୋନ୍‌ଲି । ସବୁବେଳେ ହସାଉଥିବା, ହସୁଥିବା ଓ ଥଣ୍ଡା ମୁଣ୍ଡରେ ଚିନ୍ତା କରୁଥିବା ବ୍ୟକ୍ତି କରଣ ଜୋହରଙ୍କ ଏଭଳି କଥା ଶୁଣି ଅକ୍ଷୟ-ସାମନ୍ଥା ସକ୍ ହୋଇଥିବା ସହ ଅଧିକ ଫନି ରିଆକ୍ସନ ଦେଇଥିଲେ । ତେବେ କରନ ଯେ ଜୀବନରେ ଏକେଲାପଣ ଅନୁଭବ କରୁଛନ୍ତି ଏବେ ତାଙ୍କ କଥାକୁ ନେଇ ଚର୍ଚ୍ଚା ଚାଲଛି ।


Enter your email to get our daily news in your inbox.

All Right Reserved By Dharitri.Com

୧୧ ବର୍ଷର ନାବାଳକଙ୍କୁ ବ୍ରେନ୍‌ ଟ୍ୟୁମର ଜାଣି ଏପରି କଲେ ସୋନୁ ସୁଦ୍‌

ଅଭିନେତା ସୋନୁ ସୁଦ, କରୋନା ସମୟରୁ କ୍ରମାଗତ ଭାବରେ ଲୋକଙ୍କୁ ସାହାଯ୍ୟ କରି ଆସୁଛନ୍ତି। ପୂର୍ବରୁ ସେ ପ୍ରବାସୀ ଶ୍ରମିକଙ୍କୁ ନିଜ ଘରକୁ ପଠାଇଥିଲେ। ବର୍ତ୍ତମାନ...

ରିୟାଙ୍କୁ ମିଳୁଛି ବଳାତ୍କାର ଏବଂ ହତ୍ୟାର ଧମକ: ପୋଷ୍ଟ ଶେୟାର କରି ରଖିଲେ ଏଭଳି ଜବାବ

ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଆତ୍ମହତ୍ୟା ବୋଲି ମୁମ୍ବାଇ ପୋଲିସ ଏକପ୍ରକାର ସ୍ପଷ୍ଟ କରିଛି। ହେଲେ ଏହାକୁ ମାନିବାକୁ ପ୍ରଶଂସକ ଏକ ପ୍ରକାର...

ବିବାହ ପୂର୍ବରୁ ମା’ ହୋଇଯାଇଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ କୋଙ୍କଣା ସେନ ଶର୍ମା ଆଜି ତାଙ୍କର ୪୧ତମ ଜନ୍ମଦିନ ପାଳନ କରୁଛନ୍ତି। ଅଭିନୟ ଜରିଆରେ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି...

ସମ୍ପର୍କର ନୂଆ ନାମ ‘ମାନ୍‌’

ବମ୍ବେ: ଲୋକପ୍ରିୟ ଟେଲି ଧାରାବାହିକ ‘ଅନୁପମା’ରେ ନୂଆ ଟୁଇଷ୍ଟ ଦେଖିବାକୁ ମିଳୁଛି। ନିକଟରେ ଅନୁଜ କପାଡ଼ିଆ ଅନୁପମାଙ୍କୁ ଭଲ ପାଉଥିବା ସ୍ବୀକାର କରିଛନ୍ତି। ଦୀର୍ଘ ୨୬...

କାର୍ତ୍ତିକଙ୍କଠାରୁ ଦୂରରେ ରହିପାରୁନାହାନ୍ତି ସାରା, ଭେଟିବା ଲାଗି ଲକ୍ଷ୍ନୌ ପହଞ୍ଚିଲେ

ମୁମ୍ବାଇ: ବଲିଉଡ୍‌ର ନୂଆ ଲର୍ଭବର୍ଡ ସାରା ଅଲ୍ଲୀ ଖାନ୍‌ ଏବଂ କାର୍ତ୍ତିକ ଆର୍ୟନଙ୍କ ସମ୍ପର୍କ ପୁଣି ଚର୍ଚ୍ଚାରେ। ପ୍ରଥମେ ‘କଫି ଉଇଥ୍‌ କରନ୍‌’ ଶୋ’ରେ କାର୍ତ୍ତିକଙ୍କୁ...

ଖୁସି ପଛରେ…

ପରିଣୀତି ଚୋପ୍ରାଙ୍କ ଖୁସି ଏବେ ବନ୍ଧବାଡ଼ ମାନୁନି। କାରଣ କ’ଣ ଜାଣନ୍ତି ? ସେ ଖୁବ୍‌ ଶୀଘ୍ର ବଲିଉଡ୍‌ର ଅନ୍ୟତମ ନାମୀ ପ୍ରଯୋଜକ-କମ୍‌-ନିର୍ଦ୍ଦେଶକ ସୁରଜ ବରଜ୍ୟାତାଙ୍କ...

ପୋଷା କୁକୁର ପାଇଁ ୪୧ ଦିନ ବ୍ରହ୍ମଚର୍ଯ୍ୟ ପାଳନ କରିବେ ଅଭିନେତା

ଆର୍‌ଆର୍‌ଆର୍‌ ଅଭିନେତା ରାମଚରଣଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଖାଲି ପାଦରେ ଯାଉଥିବା ଦେଖିବାକୁ ମିଳିଛି। ଶୁଣିବାକୁ ମିଳୁଛି ଯେ ରାମଚରଣ କୁଆଡେ ୪୧ ଦିନ ଯାଏ ବ୍ରହ୍ମଚର୍ଯ୍ୟ...

ଭିନ୍ନ ଢଙ୍ଗରେ ସୁରକ୍ଷାକର୍ମୀଙ୍କ ଜନ୍ମଦିନ ପାଳିଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ ଷ୍ଟାରକିଡ୍‌ ତଥା ନବାଗତା ନାୟିକା ଶ୍ରଦ୍ଧା କପୁର ତାଙ୍କ ଉଦାର ହୃଦୟ ପାଇଁ ତିଆରି କରିଛନ୍ତି ନିଜର ଏକ ଭିନ୍ନ ପରିଚୟ। ନିକଟରେ...

Advertisement
Archives

Model This Week