Posted inଜାତୀୟ

ଭାଜପାରେ ସାମିଲ ହେଲେ କଙ୍ଗନାଙ୍କ ମା’

ମୁମ୍ବାଇ,୧୧।୯-ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ବାକ ଯୁଦ୍ଧ ଲାଗି ରହିଛି। ଏହାକୁ ନେଇ ବର୍ତ୍ତମାନ ସେଠାରେ ରାଜନୀତି ସରଗରମ। ଏହି କ୍ରମରେ କଙ୍ଗନାଙ୍କ ମା’ ଆଶା ରାଣାୱତ କଂଗ୍ରେସ ଛାଡ଼ି ଭାଜପାରେ ସାମିଲ ହୋଇଛନ୍ତି। ସାମିଲ ହେବା ପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଅପରପକ୍ଷେ କଙ୍ଗନା ମୁମ୍ବାଇସ୍ଥିତ କାର୍ଯ୍ୟାଳୟରେ ବିଏମସିର କାର୍ଯ୍ୟାନୁଷ୍ଠାନ ପରେ ତାଙ୍କ ଆଶା ରାଣାୱତ ଶିବସେନାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଉଦ୍ଧବ ଠାକରେ ଆଜି ମୋ ଝିଅ କଙ୍ଗନାଙ୍କ କାର୍ଯ୍ୟାଳୟରେ ଆଘାତ ଦେଇ ନାହାନ୍ତି ବରଂ ତାଙ୍କ ପିତା ବାଲା ସାହେବ ଠାକରେଙ୍କ ଆତ୍ମା ଉପରେ ଆଘାତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାୟୁସେନାର ୮୯ତମ ପ୍ରତିଷ୍ଠା ଦିବସ: ପ୍ରଦର୍ଶିତ ହେବ ଲଢୁଆ ବିମାନ

ଲକ୍ଷ୍ନୌ,୮।୧୦:ଆଜି ହେଉଛି ଭାରତୀୟ ବାୟୁସେନାର ୮୯ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ଉତ୍ତରପ୍ରଦେଶ ହିଣ୍ଡନ ଏୟାରବେସ୍‌ରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ବାୟୁସେନାର ବିଭିନ୍ନ ବିମାନ...

ଆଇଆଇଟି ସ୍ନାତକଙ୍କ ଷ୍ଟାର୍ଟ-ଅପ୍‌ରେ ଚଢ଼ାଉ: ଲିଙ୍ଗ ଚୟନ ପାଇଁ ବିଦେଶ ପଠାଉଥିଲେ

ନୂଆଦିଲ୍ଲୀ,୩ା୧୦ : ଭାରତରେ ପିଲାଛୁଆ ଜନ୍ମ ହେବା ପୂର୍ବରୁ ସେମାନଙ୍କ ଲିଙ୍ଗ ନିରୂପଣ ଓ ଚୟନ ବେଆଇନ ହୋଇଥିବାବେଳେ ବିଦେଶରେ ଏହି କାର୍ଯ୍ୟ କରାଇବା ଲାଗି...

ପ୍ରିୟଙ୍କା ହୋଇପାରନ୍ତି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ: ପ୍ରମୋଦ କ୍ରିଷ୍ଣମ୍‌

ପ୍ରୟାଗରାଜ,୯।୪: ପ୍ରିୟଙ୍କା ଗାନ୍ଧୀ ଭଦ୍ରା କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇ ପାରନ୍ତି ବୋଲି ଉତ୍ତରପ୍ରଦେଶର ବରିଷ୍ଠ ନେତା ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ୍‌ କହିଛନ୍ତି। ପ୍ରୟାଗରାଜଠାରେ ଶନିବାର...

୪୨ ଗୋତି ଶ୍ରମିକ ମୁକ୍ତ

ଚେନ୍ନାଇ,୧୧।୭: ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଉଛି ଯେ, ଦେଶରେ ଗୋତି ଶ୍ରମିକ ନାହାନ୍ତି। ତଥାପି ଏବେ ମଧ୍ୟ ଦେଶର କେତେକ ଅଞ୍ଚଳରେ ଗୋତି ଶ୍ରମିକ ରହିଛନ୍ତି।...

ଅଯୋଧ୍ୟାରେ ମସଜିଦ୍‌ ନିର୍ମାଣ: ପ୍ରଥମ ଦାନ ଦେଲେ ଜଣେ ହିନ୍ଦୁ

ଲକ୍ଷ୍ନୌ, ୪।୧୦: ଅଯୋଧ୍ୟାରେ ୫ ଏକର ଜମିରେ ମସଜିଦ୍‌ ନିର୍ମାଣ କରାଯିବ। ଏନେଇ ପ୍ରଥମେ ଜଣେ ହିନ୍ଦୁ ଇଣ୍ଡୋ-ଇସଲାମିକ୍‌ କଲଚାରଲ୍‌ ଫାଉଣ୍ଡେଶନକୁ ଦାନ ଦେଇଛନ୍ତି। ଲକ୍ଷ୍ନୌ...

ଏସିଡିଟିରୁ ମୁକ୍ତି ପାଇଁ ରାନିଟିଡିନ୍‌ ଔଷଧ ଖାଇଲେ ହୋଇପାରେ କ୍ୟାନସର୍‌: ଡ୍ରଗ୍‌ କଣ୍ଟ୍ରୋଲର୍‌ ମହାନିର୍ଦ୍ଦେଶକ

ନୂଆଦିଲ୍ଲୀ,୨୫।୯: ଏସିଡିଟିରୁ ମୁକ୍ତି ଲାଗି ଡାକ୍ତର ରାନିଟିଡିନ୍‌ ଔଷଧ ଖାଇବାକୁ ପରାମର୍ଶ ଦେଇଥାନ୍ତି। ତେବେ ଏହାକୁ ଖାଇଲେ କ୍ୟାନସର ହେବାର ଆଶଙ୍କା ରହିଥାଏ ବୋଲି ଭାରତୀୟ...

କରୋନା ଯୋଦ୍ଧାଙ୍କୁ କୃତଜ୍ଞତା ଜଣାଇଲେ ଦେଶବାସୀ

ନୂଆଦିଲ୍ଲୀ,୨୨।୩: କରୋନା ଭାଇରସ ପ୍ରକୋପରୁ ଦେଶକୁ ରକ୍ଷା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ରବିବାର ସାରା ଦେଶରେ ପାଳନ କରାଯାଇଥିଲା ‘ଜନତା କର୍ଫ୍ୟୁ’।...

ବିବାହରେ ମାତା-ପିତାଙ୍କ ପକ୍ଷରୁ ମିଳିଥିବା ଉପହାର ଯୌତୁକ ନୁହେଁ, ହାଇକୋର୍ଟଙ୍କ ରାୟ…

କୋଚି, ୧୫।୧୨: ଭାରତରେ, ଯୌତୁକ ପ୍ରଥାକୁ ଏକ ଅପରାଧ ଭାବେ ବିବେଚନା କରାଯାଇଥାଏ। ଯୌତୁକ ଯୋଗୁ ବହୁ କ୍ଷେତ୍ରରେ ଝିଅଙ୍କୁ ବିବାହ ପରେ ଅସୁବିଧାର ସମ୍ମୁଖୀନ...

Advertisement
Archives

Model This Week