ପୁଣି ନୋ କିସିଂ ନିୟମ ଭାଙ୍ଗିଲେ କାଜଲ, ଅନ୍‌ସ୍କ୍ରିନ୍‌ ସ୍ବାମୀଙ୍କୁ କିସ୍‌ ଦେଇ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କାଜଲ ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି। ତାଙ୍କର ଧାରାବାହିକ, ‘ଦି ଟ୍ରାଏଲ ୨’ ଓ୍ବେବ୍‌ ସିରିଜ୍‌ ଆଜି ଅର୍ଥାତ୍‌ ଶୁକ୍ରବାର JioHotstarରେ ରିଲିଜ ହୋଇଛି। ଏଥିରେ କାଜଲ ଜଣେ ଓକିଲ ଭୂମିକାରେ ଅଭିନୟ କରିଛନ୍ତି। ତାଙ୍କର ନୟୋନିକା ସେନଗୁପ୍ତାଙ୍କ ଚରିତ୍ର ପୁଣିଥରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।  ଓ୍ବେବ୍‌ ସିରିଜ୍‌ରେ ସେ ତାଙ୍କ ଅନସ୍କ୍ରିନ ସ୍ବମୀଙ୍କୁ କିସ୍‌ କରିଛନ୍ତି। ଏହା ଭାଇରାଲ ହେବାରେ ଲାଗିଛି।

ଯେତେବେଳେ କାଜଲ ବଲିଉଡରେ ଏଣ୍ଟ୍ରି କରିଥିଲେ, ସେ କିସ୍‌ ନ ଦେବା ପଲିସି ବା ନୀତି ବଜାୟ ରଖିଥିଲେ। ସେ ତାଙ୍କ ଫିଲ୍ମରୁ କିସିଂ ସିନ୍‌ କରିବାରୁ ନିବୃତ୍ତ ରହିଥିଲେ କିନ୍ତୁ ଓଟିଟି ପ୍ଲାଟ୍‌ଫର୍ମକୁ ଯିବା ପରେ ସେ ଏହି ନିୟମ ଭଙ୍ଗ କରିଛନ୍ତି।

Kajol kissing scene from her debut web series The Trial goes viral -Hindi Filmibeat

କାଜଲଙ୍କ ପ୍ରଥମ କିସ୍‌ ସିନ୍‌ ଦୃଶ୍ୟ ‘ଦି ଟ୍ରାଏଲ’ର ପ୍ରଥମ ସିଜିନରେ ପ୍ରଦର୍ଶିତ ହୋଇଥିଲା, ଯେଉଁଠାରେ ସେ ତାଙ୍କ ଅନସ୍କ୍ରିନ ସ୍ବାମୀ, ଜଣେ ପାକିସ୍ତାନୀ ଅଭିନେତାଙ୍କୁ କିସ୍‌ ଦେଇଥିଲେ। ଏବେ ଓ୍ବେବ୍‌ ସିରିଜ୍‌ର ଦ୍ୱିତୀୟ ସିଜିନ ଆସିଛି ଏବଂ ଏଥିରେ ଏକ କିସ୍‌ ସିନ୍‌ ମଧ୍ୟ ରହିଛି। ଶେଷ ଏପିସୋଡ୍‌ରେ, ଅଭିନେତ୍ରୀ ତାଙ୍କ ଅନସ୍କ୍ରିନ୍‌ ସ୍ବାମୀଙ୍କୁ କିସ୍‌ କରୁଥିବାର ଦେଖାଯାଇଛି। ଏହି ଭିଡିଓ ଭାଇରାଲ ହେଉଛି। ଏହି ସିନ୍‌ରେ ଯୀଶୁ ଏବଂ କାଜଲଙ୍କ ମଧ୍ୟରେ ଏକ ଭାବପ୍ରବଣ ସିନ୍‌ ଦର୍ଶାଯାଇଛି, ଯେଉଁଥିରେ ସେମାନେ ପରସ୍ପରକୁ କିସ୍‌ କରୁଥିବାର ଦେଖାଯାଉଛି।

Kajol best sale hot scene

ଏହା କହିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା କାଜଲ ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ କିସ୍‌ ନ କରିବା ସହିତ। ସେ ତାଙ୍କ ୨୯ ବର୍ଷର କ୍ୟାରିଅରରେ କେବେ କୌଣସି କିସ୍‌ ସିନ୍‌ କିମ୍ବା ଅନ୍ତରଙ୍ଗ ସିନ୍‌ କରି ନ ଥିଲେ। ସେ କହିଥିଲେ ଯେ, ସେ ଏପରି ସିନ୍‌ ସହିତ ଅସହଜ ଥିଲେ, କିନ୍ତୁ ବର୍ତ୍ତମାନ ସମୟ ବଦଳି ଯାଇଛି ବୋଲି ସେ ଏପରି କରିଥିଲେ।

For The First Time Ever, Kajol Does A French Kiss On-Screen In New Web Show “The Trial” - RVCJ Media

‘ଦ ଟ୍ରାଏଲ ୨’ ବିଷୟରେ କହିବାକୁ ଗଲେ ଏହି ୬-ଏପିସୋଡ୍‌ ସିରିଜ୍‌ରେ କାଜଲ ତାଙ୍କ ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନ ମଧ୍ୟରେ ବିଚ୍ଛିନ୍ନ ହୋଇଥିବା ଦେଖାଯାଇଛି। କାଜଲ ପୁଣି ଥରେ ତାଙ୍କ ଅଭିନୟ ଦ୍ୱାରା ଦର୍ଶକଙ୍କୁ ପ୍ରଭାବିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri