ଯବାନଙ୍କୁ ଅପହରଣ ପରେ ହତ୍ୟା

ମାଲକାନଗିରି, ୨୧ା୩ : ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାରେ ମାଓବାଦୀମାନେ ଜଣେ ଯବାନଙ୍କୁ ହତ୍ୟା କରିଛନ୍ତି। ମାଓବାଦୀମାନେ ତାଙ୍କୁ ଅପହରଣ ପରେ ଗୁଳିକରି ହତ୍ୟା କରିଥିବା ଜଣାପଡିଛି। ମୃତ ଯବାନ ଜଣକ ହେଲେ ସୋନୁ ପୁନମ୍‌। ସେ ଡିଆର୍‌ଜିରେ କାର୍ଯ୍ୟ କରୁଥିଲେ। ପୁନମ୍‌ ଶନିବାର ରାତିରେ ବାଇକ୍‌ ଯୋଗେ ଶ୍ବଶୁର ଘରକୁ ଯାଉଥିବା ବେଳେ ମାଓବାଦୀମାନେ ତାଙ୍କୁ ପୋନ୍ଦୁମ ଜଙ୍ଗଲ ରାସ୍ତାରୁ ଅପହରଣ କରିନେଇଥିଲେ। ରବିବାର ସକାଳେ କେସକୁତୁଲ ଜଙ୍ଗଲରୁ ତାଙ୍କ ମୃତଦେହ ମିଳିଥିବା ବିଜାପୁର ଏସ୍‌ପି କମଲ ଲୋଚନ କାଶ୍ୟପ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁମାରପୂର୍ଣ୍ଣିମାରେ ଅଘଟଣ : ନୂଆ ଡ୍ରେସ୍‌ ନ ମିଳିବାରୁ ନାବାଳିକାଙ୍କ ଆତ୍ମହତ୍ୟା

ବାଳକାଟୀ,୧୪ା୧୦(ଡି.ଏନ.ଏ) : କୁମାର ପୂର୍ଣ୍ଣିମାରେ ନୂଆ ଡ୍ରେସ୍‌ ନ ମିଳିବାରୁ ଜଣେ ନାବାଳିକା ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଏଭଳି ଅଭାବନୀୟ ଘଟଣା ରାଜଧାନୀ ଉପକଣ୍ଠ...

ବାଇକ୍‌, ଟଙ୍କା ଲୁଟ୍‌ ଘଟଣା: ୩ କୋର୍ଟ ଚାଲାଣ

ଛତ୍ରପୁର,୧୩ା୭(ଡି.ଏନ.ଏ)-ବାଇକ୍‌ ଓ ଟଙ୍କା ଲୁଟ୍‌ ଘଟଣାରେ ୩ ଅଭିଯୁକ୍ତଙ୍କୁ ଛତ୍ରପୁର ପୋଲିସ ଗିରଫ କରିଛି ।  ସେମାନେ ହେଲେ ବ୍ରହ୍ମପୁର ବଡବଜାର ଥାନା ଅଞ୍ଚଳର ରାଜ...

ଗନ୍ଧମାର୍ଦ୍ଦନକୁ ବନ୍ୟଜନ୍ତୁ ସଂରକ୍ଷିତ ଅଞ୍ଚଳ ପ୍ରସ୍ତାବର ବିରୋଧ

ଖପ୍ରାଖୋଲ, ୧୬ା୬(ଡି.ଏନ.ଏ.):ବଲାଙ୍ଗୀର-ବରଗଡ ସୀମାନ୍ତରେ ଥିବା ଜୈବ ବିବିଧତା ଭରା ଐତିହାସିକ ତଥା ଆଧ୍ୟାମତ୍ିକ ପ୍ରାଣକେନ୍ଦ୍ର ଗନ୍ଧମାର୍ଦ୍ଦନ ପର୍ବତକୁ ବନ୍ୟଜନ୍ତୁ ସଂରକ୍ଷିତ ଅଞ୍ଚଳ ଭାବେ ଘୋଷଣା କରାଯିବ।...

ବର୍ଷା ଅଭାବରୁ ଜମି ଫାଟି ଆଁ, ଚାଷୀ ଚିନ୍ତାରେ

ପାରଳାଖେମୁଣ୍ଡି,୨୫ା୮(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଓ ପାରଳା ଖାସ୍ପା ଅଞ୍ଚଳର ଚାଷୀ ଏବେ ଚିନ୍ତାରେ। ବର୍ଷା ଅଭାବ ଯୋଗୁଁ ଜମି ଫାଟି ଆଁ କରିବା...

ଅଣ୍ଡା, ଛତୁଆ ବିକି ଅଙ୍ଗନଓ୍ବାଡି ଦିଦି କୋଟିପତି

ଭୁବନେଶ୍ବର,୧୫।୯: ଗିରଫ ହେଲେ କୋଟିପତି ଅଙ୍ଗନଓ୍ବାଡି ଦିଦି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର କୋରଡକଣ୍ଟା ଅଙ୍ଗନଓ୍ବାଡି ଦିଦି କବିତା ମଥାନଙ୍କୁ ଭିଜିଲାନ୍ସ ବୁଧବାର...

ବିଭ୍ରାନ୍ତିକର ତଥ୍ୟ ପ୍ରକାଶ କରନାହିଁ: ଗଣମାଧ୍ୟମକୁ ବାଚସ୍ପତିଙ୍କ ତାଗିଦ୍‌

ଭୁବନେଶ୍ୱର,୪।୧୦(ବ୍ୟୁରୋ): ବିଧାନସଭାରେ ବିଧାୟକମାନେ ଉଠାଉଥିବା ପ୍ରସଙ୍ଗ ଏବଂ ସେମାନଙ୍କ କଥାକୁ ଗଣମାଧ୍ୟମରେ ବିଭ୍ରାନ୍ତିକର କରି ପ୍ରକାଶ ନ କରିବାକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି।...

ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୫ା୪(ବ୍ୟୁରୋ): ରାଜ୍ୟରୁ ସୋମବାର ଆଉ ୧୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୧୨,୭୮,୭୫୦ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।...

କୋଭିଡ ନିୟମ ଉଲ୍ଲଂଘନ, ଦାରିଙ୍ଗବାଡ଼ିର ଚାରିଛକରେ ତେଜରାତି ଦୋକାନ ସିଲ୍‌

ଦାରିଙ୍ଗବାଡ଼ି,୧୬।୭(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ଚାରିଛକଠାରେ କୋଭିଡ ନିୟମ ଉଲ୍ଲଂଘନ ହୋଇଛି। ଏନେଇ ଗୁରୁବାର ଏକ ତେଜରାତି ଦୋକାନକୁ ସ୍ଥାନୀୟ ମାଜିଷ୍ଟ୍ରେଟ ତଥା ତହସିଲଦାର ନିତିସ...

Advertisement
Archives

Model This Week