ଜମିଲା କୋସଲି କବିତା ଆସର

ଲୋଇସିଂହା,୨୦।୧୦(ଡି.ଏନ.ଏ.)
ବଲାଙ୍ଗୀର ଜିଲା ଲୋଇସିଂହା ଥାନ ଅନ୍ତର୍ଗତ ରୁଗୁଡିଖାଲ ମାନସ ବିହାରଠାରେ ଡୁଙ୍ଗରିପାଲିି ନୂଆଁ ସକାଳ ପବ୍ଲିକେସନ ଆନୁକୂଲ୍ୟରେ ସିର୍‌ଜିନା ପରବ୍‌-୨୦୨୦ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାବିତ୍‌ ଗଜେନ୍ଦ୍ର ଦଣ୍ଡସେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ଶିକ୍ଷାବିତ୍‌ ଲଳିତ ମୋହନ ସାହୁ ମୁଖ୍ୟ ଅତିଥି, ରସିକ ବେହେରା ସମ୍ମାନୀତ ଅତିଥି, ଅଲେଖ ପ୍ରସାଦ ମହାପାତ୍ର ମୁଖ୍ୟବକ୍ତା, ସୁବାଷ ପାତ୍ର ଓ ଧ୍ରୁବଚରଣ ପଧାନ ସମୀକ୍ଷକଭାବେ ଯୋଗଦେଇଥିଲେ ା ଏହି ଅବସରରେ ଡ. ଗୋବର୍ଦ୍ଧନ ସାହୁଙ୍କ ରଚିତ ଦିଗବଳୟର ଇଫାଲେ ସେଫାଲେ ଓ ଚନ୍ଦ୍ରାବତୀ ପାଣ୍ଡେଙ୍କ ବାଲୁତ ବୀର ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ ା ଏହି କାର୍ଯ୍ୟକ୍ରମ ପରେ କୋସଲି କବିତା ପାଠୋତ୍ସବ ଗୌରୀଶଙ୍କର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା ା ନିତ୍ୟାନନ୍ଦ ଜୁଏଡ, ଉମେଶ ବିଶ୍ୱାଳ, ରୁକ୍ମଣ ବିଶ୍ୱାଳ, ବ୍ରଜ ବିଶୋଇ, ଅଶୋକ ସାହୁଙ୍କ ସମେତ ବଲାଙ୍ଗୀର, ବରଗଡ ଓ ସୁବର୍ଣ୍ଣପୁର ଜିଲାର ବହୁ କୋସଲି କବି ଯୋଗଦେଇ ସ୍ବରଚିତ କବିତା ପାଠ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କମ୍ପାନୀର ବରିଷ୍ଠ ଉପସଭାପତି ହରିୟାଣାରୁ ଗିରଫ

ଭୁବନେଶ୍ୱର,୨୯ା୧୧(ବ୍ୟୁରୋ): ରାଜଧାନୀର ୨ଟି ଘରୋଇ ହସ୍ପିଟାଲକୁ ଆମ୍ବୁଲାନ୍ସ ଦେବା ଓ ସେଥିରେ ସରଞ୍ଜାମ ଲଗାଇବା ଆଳରେ ଠକେଇ କରିଥିବା ଏକ ସଂସ୍ଥା ‘ଏମ୍‌/ଏସ୍‌ ବାଫ୍‌ନା ହେଲ୍‌ଥ...

ମୁଖ୍ୟମନ୍ତ୍ରୀ ନାହିଁ କଲେ

ଭୁବନେଶ୍ୱର,୧୧ା୧୨(ବ୍ୟୁରୋ):କୋଭିଡ-୧୯ ମହାମାରୀ ସଂକ୍ରମଣ ଆଶଙ୍କାରେ ଗତ ୯ ମାସ ହେବ ରାଜ୍ୟରେ ସମସ୍ତ ସ୍କୁଲ, କଲେଜ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। କେତେକ କ୍ଷେତ୍ରରେ...

ଶେଷ ହେଲା ଶ୍ରୀଜୀଉଙ୍କ ଅଧରପଣା

ପୁରୀ ଅଫିସ,୨୨।୭: ବିଶ୍ୱବାସୀଙ୍କୁ ବୁଧବାର ତିନି ଠାକୁର ସୁନାବେଶ ଦର୍ଶନ ଦେଇଥିଲେ। ଗୁରୁବାର ରଥ ଉପରେ ଶେଷ ହୋଇଛି ଶ୍ରୀଜୀଉଙ୍କ ଅଧରପଣା ନୀତି। ବାହୁଡ଼ା ଓ...

ଜାନୁୟାରୀ ୪ରୁ କୁମ୍ଭୀର ଗଣନା: ପର୍ଯ୍ୟଟକଙ୍କ ପାଇଁ ୧୦ଦିନ ଭିତରକନିକା ବନ୍ଦ

ରାଜନଗର,୧୪ା୧୧(ଡି.ଏନ.ଏ.): ଜାନୁୟାରୀ ୪ରୁ ୧୪ ତାରିଖ ପର୍ଯ୍ୟନ୍ତ ଭିତରକନିକାରେ କୁମ୍ଭୀର ଗଣନା କରାଯିବ। ଭିତରକନିକା ଜାତୀୟ ଉଦ୍ୟାନ ଓ ଜାତୀୟଉଦ୍ୟାନ ବାହାରେ ଥିବା ନଦୀ ନାଳରେ...

ଜନତା ମୋର ଷ୍ଟାର ପ୍ରଚାରକ: ରାଜେନ୍ଦ୍ର

ଭଦ୍ରକ ଅଫିସ, ୧୮।୧୦:ଧାମନଗର ଉପନିର୍ବାଚନ ପାଇଁ ବିଜେଡି ବିଦ୍ରୋହୀ ତଥା ସ୍ବାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଥିବା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ପ୍ରତିଦ୍ୱନ୍ଦ୍ୱିତା ନିଷ୍ପତ୍ତିରେ...

ପଶ୍ଚିମବଙ୍ଗ ଗଲେ ଆର୍‌ଟିପିସିଆର ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ

ଭୁବନେଶ୍ୱର,୬।୫(ବ୍ୟୁରୋ): କରୋନା ସଂକ୍ରମଣ ବୃଦ୍ଧି ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ପଶ୍ଚିମବଙ୍ଗ ସରକାର ଅନ୍ୟ ରାଜ୍ୟରୁ ଯାଉଥିବା ଯାତ୍ରୀମାନଙ୍କ ଆର୍‌ପିସିଆର ନେଗେଟିଭ୍‌ ରିପୋର୍ଟକୁ ବାଧ୍ୟତାମୂଳକ କରିଛନ୍ତି।...

ଡିଜେଲ ୯ ପଇସା କମିଲା

ଭୁବନେଶ୍ୱର, ୨୯।୯: ଡିଜେଲ ଦରରେ ଲଗାତର ହ୍ରାସ ଧାରା ଜାରି ରହିଛି। ସୋମବାର ଭୁବନେଶ୍ୱରରେ ଡିଜେଲ ୯ ପଇସା କମି ୭୬.୯୫ ଟଙ୍କାକୁ ଖସିଛି। ଏଠାରେ...

୧୫ରେ ଗର୍ଭବତୀଙ୍କୁ ଟିକା : ଛିଡ଼ା ହେବାକୁ ପଡ଼ିବନି ଧାଡ଼ିରେ

ଭୁବନେଶ୍ୱର,୯।୭(ବ୍ୟୁରୋ): ଗର୍ଭବତୀମାନଙ୍କ ପାଇଁ କରୋନା ଟିକା ବିପଦ ନୁହେଁ । ବିଶେଷଜ୍ଞମାନଙ୍କ ଏପରି ଘୋଷଣା ପରେ ଆସନ୍ତା ୧୫ ତାରିଖ ପରେ ରାଜ୍ୟରେ ଗର୍ଭବତୀଙ୍କ ଟିକାକରଣ...

Advertisement
Archives

Model This Week