ଆପଣଙ୍କ ସ୍ବାମୀ ରାଗି କି…

ବୈବାହିକ ଜୀବନରେ ସାମାନ୍ୟ କଥାକୁ ନେଇ ସୃଷ୍ଟି ହେଉଥିବା ମନୋମାଳିନ୍ୟ ଏକ ସାଧାରଣ କଥା। ତେବେ ଏହି କାରଣ ନେଇ ଯଦି ସ୍ବାମୀ ରାଗିଯାଆନ୍ତି ଆଉ କଥାବାର୍ତ୍ତା ବନ୍ଦ କରିଦିଅନ୍ତି, ତେବେ ସ୍ତ୍ରୀଙ୍କ କର୍ତ୍ତବ୍ୟ ହେଉଛି ତାଙ୍କୁ ଶାନ୍ତ କରାଇବା। କାରଣ ଉଭୟଙ୍କ ମଧ୍ୟରୁ ଯଦି କିଏ ରାଗିଯାଆନ୍ତି, ତେବେ ଅନ୍ୟ ଜଣଙ୍କ ତାଙ୍କୁ ବୁଝାଇବାକୁ ପଡ଼ିଥାଏ। ତେବେ ଜାଣନ୍ତୁ ଏପରି କିଛି ଟିପ୍ସ, ଯାହା ରାଗୀ ସ୍ବାମୀଙ୍କୁ ମନାଇବାରେ କରିବ ସାହାଯ୍ୟ।

– ଅବୁଝା ସ୍ବାମୀଙ୍କୁ ମନେଇବା ପାଇଁ ଏକ ସପ୍ତାହ ବିଭିନ୍ନ ଫୁଲତୋଡ଼ା ଦେଇପାରିବେ, ଏଥିସହ ଏକ ଚିଠି ଦେବେ। ଏହା ସ୍ବାମୀଙ୍କୁ ଶାନ୍ତ କରାଇବାରେ ସାହାଯ୍ୟ କରିବ।

– ସ୍ବାମୀଙ୍କ ମନପସନ୍ଦର ଖାଦ୍ୟ ତିଆରି କରି ଖୁଆନ୍ତୁ, ସେ ନିଶ୍ଚେ ଖୁସି ହୋଇଯିବେ।

-ଯଦି ଉଭୟେ ଏକା ସାଙ୍ଗରେ ବସି ଭାବଥା’ନ୍ତି ପ୍ରଥମେ କିଏ କଥା ହେବ, ତେବେ ମନର ଅହଂକାର ତ୍ୟାଗ କରି ତାଙ୍କ ମନପସନ୍ଦ ଗୀତ ଗାଆନ୍ତୁ; ହ୍ବାଟ୍ସଆପ୍‌ ମେସେଜ ପଠାନ୍ତୁ ।

– ସ୍ବାମୀ ରାଗିଥିବା ସମୟରେ ଆପଣ ତାଙ୍କୁ ତାରିଫ କରିବା ଫଳରେ ସେ ରାଗ ଭୁଲିଯାଆନ୍ତି। ଯେମିତିକି ଆପଣ କହିପାରିବେ ତୁମେ ହସିଲେ ବେଶି ଭଲଲାଗ, ରାଗିଲେ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ସକାରାତ୍ମକ ମାନସିକତା ଓ ସୁସ୍ଥ ହାର୍ଟ

ହୃଦ୍‌ଜନିତ ରୋଗ ଆଜିକାଲି ଏକ ସାଧାରଣ କଥା ପାଲଟି ଗଲାଣି ବୋଲି କୁହାଯାଇପାରେ। ଅସନ୍ତୁଳିତ ଜୀବନଶୈଳୀ ବ୍ୟତୀତ ବ୍ଲଡପ୍ରେସର, ଡାଇବେଟିସ୍‌ ଆଦି ସ୍ବାସ୍ଥ୍ୟ ସମସ୍ୟାର ପ୍ରଭାବ...

ତମ୍ବା ପାତ୍ରର ଖାଦ୍ୟ ଶରୀର ପାଇଁ କ୍ଷତିକାରକ

ବର୍ତ୍ତମାନ ଲୋକେ ଯେତେ ସ୍ବାସ୍ଥ୍ୟ ସଚେତନ ହୋଇଛନ୍ତି ପୂର୍ବରୁ ତାହା ଏତେଟା ନ ଥିଲା। ଏହା ସତ ହେଲେ ଏବେ ଅଧିକାଂଶ ଲୋକେ ବିଭିନ୍ନ ରୋଗର...

ବ୍ରେଡ ରୋଲ୍‌

ଆବଶ୍ୟକ ସାମଗ୍ରୀ ଆଳୁ- ୫ଟି, ବ୍ରେଡ- ୧୨ଟି, କଞ୍ଚାଲଙ୍କା-୨ଟି, ଧନିଆପତ୍ର- ଅଳ୍ପ, ଧନିଆ ଗୁଣ୍ଡ- ୧ ଚାମଚ, ଆମଚୁର ପାଉଡର- ଅଧା ଛୋଟ ଚାମଚ, ଲଙ୍କାଗୁଣ୍ଡ-...

ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତିଦିଏ ଅଦାପାଣି

ଅଦାରେ ଅନେକ ଉପକାରୀ ଗୁଣ ରହିଛି। ଅନେକେ ଅଦା ଚା’ ପିଇବାକୁ ଭଲପାଆନ୍ତି। ରୋଷେଇରେ ଏହାକୁ ମସଲା ରୂପେ ବ୍ୟବହାର କରାଯାଉଥିବା ବେଳେ ଆୟୁର୍ବେଦରେ ବିଭିନ୍ନ...

ନୋବେଲ ପୁରସ୍କାର ପଦାର୍ଥ ବିଜ୍ଞାନ-୨୦୧୯ : ବିଶ୍ୱର ଗଠନ ଓ ଇତିହାସ

”ଏହି ଅଜଣା ବସ୍ତୁର ନାମ ‘କୃଷ୍ଣବସ୍ତୁ’ ଓ ‘କୃଷ୍ଣଶକ୍ତି’ ଦିଆଯାଇଛି । ପରବର୍ତ୍ତୀ ଅଧ୍ୟୟନରୁ ଜଣାପଡ଼ିଛି ଯେ ବିଶ୍ୱରେ ୨୬ ପ୍ରତିଶତ ହେଉଛି କୃଷ୍ଣବସ୍ତୁ ଓ...

ପୁରୁଷଙ୍କ ଅପେକ୍ଷା ଥାଇରଏଡରେ ଅଧିକ ଆକ୍ରାନ୍ତ ହୋଇଥାନ୍ତି ମହିଳା

ବର୍ତ୍ତମାନ ସମୟରେ ଥାଇରଏଡ୍‌ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହେଲାଣି। ଉତ୍ତର ଭାରତରେ ଥାଇରଏଡ ରୋଗୀଙ୍କ ସଂଖ୍ୟା ଅଧିକ। ଏଥିରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଓଜନ...

ଶୋଇବା ଘରେ ରଖୁଛନ୍ତି କି ଏହି ଜିନିଷ: ବଢ଼ିବ କରଜ

ବାସ୍ତୁଶାସ୍ତ୍ରରେ ଅନେକ କିଛି ବିଷୟରେ ଉଲ୍ଲେଖ ରହିଛି। ଏହାର ପ୍ରତିକାରକୁ ଆପଣାଇ ଜଣେ ନିଜ ଘରେ ଥିବା ବାସ୍ତୁସମସ୍ୟା ଦୂର କରିପାରିବ। ଏହି କ୍ରମରେ ଶୋଇବା...

୩୫ ବର୍ଷ ପରେ ପୁରୁଷମାନେ କରାନ୍ତୁ ଏହି ୪ ଚେକ୍‌ଅପ୍‌

ବୟସ ବଢ଼ିବା ସହିତ ମଣିଷ ଶରୀରରେ ଅନେକ ପରିବର୍ତ୍ତନ ଦେଖାଯାଇଥାଏ। ଏ ନେଇ ନାନାଦି ରୋଗ ମଧ୍ୟ ହୋଇଥାଏ। ତେବେ ପୁରୁଷମାନଙ୍କ ବୟସ ୩୫ ବର୍ଷରୁ...

Advertisement
Archives

Model This Week