ଆପଣଙ୍କ ସ୍ବାମୀ ରାଗି କି…

ବୈବାହିକ ଜୀବନରେ ସାମାନ୍ୟ କଥାକୁ ନେଇ ସୃଷ୍ଟି ହେଉଥିବା ମନୋମାଳିନ୍ୟ ଏକ ସାଧାରଣ କଥା। ତେବେ ଏହି କାରଣ ନେଇ ଯଦି ସ୍ବାମୀ ରାଗିଯାଆନ୍ତି ଆଉ କଥାବାର୍ତ୍ତା ବନ୍ଦ କରିଦିଅନ୍ତି, ତେବେ ସ୍ତ୍ରୀଙ୍କ କର୍ତ୍ତବ୍ୟ ହେଉଛି ତାଙ୍କୁ ଶାନ୍ତ କରାଇବା। କାରଣ ଉଭୟଙ୍କ ମଧ୍ୟରୁ ଯଦି କିଏ ରାଗିଯାଆନ୍ତି, ତେବେ ଅନ୍ୟ ଜଣଙ୍କ ତାଙ୍କୁ ବୁଝାଇବାକୁ ପଡ଼ିଥାଏ। ତେବେ ଜାଣନ୍ତୁ ଏପରି କିଛି ଟିପ୍ସ, ଯାହା ରାଗୀ ସ୍ବାମୀଙ୍କୁ ମନାଇବାରେ କରିବ ସାହାଯ୍ୟ।

– ଅବୁଝା ସ୍ବାମୀଙ୍କୁ ମନେଇବା ପାଇଁ ଏକ ସପ୍ତାହ ବିଭିନ୍ନ ଫୁଲତୋଡ଼ା ଦେଇପାରିବେ, ଏଥିସହ ଏକ ଚିଠି ଦେବେ। ଏହା ସ୍ବାମୀଙ୍କୁ ଶାନ୍ତ କରାଇବାରେ ସାହାଯ୍ୟ କରିବ।

– ସ୍ବାମୀଙ୍କ ମନପସନ୍ଦର ଖାଦ୍ୟ ତିଆରି କରି ଖୁଆନ୍ତୁ, ସେ ନିଶ୍ଚେ ଖୁସି ହୋଇଯିବେ।

-ଯଦି ଉଭୟେ ଏକା ସାଙ୍ଗରେ ବସି ଭାବଥା’ନ୍ତି ପ୍ରଥମେ କିଏ କଥା ହେବ, ତେବେ ମନର ଅହଂକାର ତ୍ୟାଗ କରି ତାଙ୍କ ମନପସନ୍ଦ ଗୀତ ଗାଆନ୍ତୁ; ହ୍ବାଟ୍ସଆପ୍‌ ମେସେଜ ପଠାନ୍ତୁ ।

– ସ୍ବାମୀ ରାଗିଥିବା ସମୟରେ ଆପଣ ତାଙ୍କୁ ତାରିଫ କରିବା ଫଳରେ ସେ ରାଗ ଭୁଲିଯାଆନ୍ତି। ଯେମିତିକି ଆପଣ କହିପାରିବେ ତୁମେ ହସିଲେ ବେଶି ଭଲଲାଗ, ରାଗିଲେ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ରିଙ୍କିଲ୍ସ ପାଇଁ ଚିନ୍ତିତ କି, ତାହେଲେ ଆପଣାନ୍ତୁ ଏହି ଉପାୟ

ସାଧାରଣତଃ କେତେକ ଲୋକଙ୍କ କ୍ଷେତ୍ରରେ କମ୍‌ ବୟସରେ ମଧ୍ୟ ମୁହଁରେ ରିଙ୍କିଲ୍ସ ଆସିଯାଇଥାଏ। ଯେପରିକି ଚର୍ମ କୁଞ୍ଚନ, ଚର୍ମ ଢିଲା ହେବା, ଚମକ ହ୍ରାସ ପାଇବା...

ଦୀପରେ ସଜାନ୍ତୁ ଘର

ଦୀପ ଜାଳି ପରିବାର ଲୋକଙ୍କ ସହ ଖୁସି ମନାଇବାର ଏକ ବିଶେଷ ମୁହୂର୍ତ୍ତ ହେଉଛି ଦୀପାବଳି। ସେଥିପାଇଁ ପ୍ରତିବର୍ଷ ଦୀପାବଳି ଅବସରରେ ବଜାରରେ ବିଭିନ୍ନ ପ୍ରକାର...

କ୍ୟାନ୍‌ସର ଓ ମସଲାଯୁକ୍ତ ଖାଦ୍ୟ

ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଚିନ୍ତାର କାରଣ ସାଜିଥିବା କେତେକ ପ୍ରମୁଖ ରୋଗ ମଧ୍ୟରୁ କ୍ୟାନ୍‌ସର ଅନ୍ୟତମ। ଅବଶ୍ୟ ଏବେ କେତେକ କ୍ୟାନ୍‌ସରକୁ ପ୍ରାରମ୍ଭିକ ଅବସ୍ଥାରେ ଚିହ୍ନଟ...

ରକ୍ତହୀନତା ସମସ୍ୟାରୁ ମୁକ୍ତି ଦିଏ ଧନିଆ ପତ୍ର

ଧନିଆ ପତ୍ରରେ ପୋଷକତତ୍ତ୍ୱ, ପୋଟାସିୟମ, କ୍ୟାଲସିୟମ, ଭିଟାମିନ୍‌ ଓ ମାଙ୍ଗାନିଜ ଭରପୁର ମାତ୍ରାରେ ରହିଥାଏ। ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ମଣିଷକୁ ରୋଗମୁକ୍ତ...

ପାର୍ଟନର କରୁଛନ୍ତି କି ଅଣଦେଖା, ଏହି ସହଜ ଉପାୟ ବଡ଼ ସମସ୍ୟାର କରିବ ସମାଧାନ

କୁହାଯାଏ ପ୍ରେମ ହେଉଛି ଏକ ଅନୁଭବ, ଯାହାକୁ କେବଳ ଅନୁଭବ କରିହୁଏ। ଯେତେବେଳେ ତୁମେ କାହା ସହିତ ସମ୍ପର୍କ ରଖୁଛ, ତୁମର ଅନେକ ଦାୟିତ୍ୱ ବଢ଼ିଥାଏ।...

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିକାରୀ ଖାଦ୍ୟ

ଭିଟାମିନ୍‌ ‘ଇ’ : ଭିଟାମିନ୍‌-‘ଇ’ର ରହିଛି ଅତି ଫଳପ୍ରଦ ଆଣ୍ଟିଅକ୍ସିଡାଣ୍ଟ ବା ପ୍ରତିଜାରକ ପ୍ରଭାବ। ତେଣୁ ଏହା ଅତ୍ୟନ୍ତ କ୍ଷତିକାରୀ ମୁକ୍ତମୂଳକ ବା ପ୍ରିରେଡିକାଲଗୁଡ଼ିକ ଅକାମୀ...

ଭାଇରସ୍‌କୁ ପ୍ରତିହତ କରିବ ବ୍ୟାକ୍ଟେରିଆ

ଅନେକ ସମୟରେ ଆମେ ବ୍ୟାକ୍ଟେରିଆ କିମ୍ବା ଭାଇରସ୍‌ଜନିତ ରୋଗ ଦ୍ୱାରା ଆକ୍ରାନ୍ତ ହୋଇଥାଉ। ହେଲେ ଭାରଇସକୁ ପ୍ରତିହତ କରିବାକୁ ଡର୍‌ହାମ୍‌ ୟୁନିଭର୍ସିଟିର ବିଶେଷଜ୍ଞମାନଙ୍କ ଦ୍ୱାରା ଏକ...

ବରଫ ପାଣିରେ କାହିଁକି ମୁହଁ ଧୁଅନ୍ତି ବଲିଉଡ୍‌ ସେଲିବ୍ରିଟି

ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବରଫ ପାଣି ଖୁବ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏହା ତ୍ୱଚାର ଅନେକ ସମସ୍ୟା ଦୂର କରି ପାରେ। ଏହା ତ୍ୱଚାକୁ କୋମଳ...

Advertisement
Archives

Model This Week