Posted inଫୁରସତ

ଆପଣଙ୍କ ହ୍ବାଟ୍ସଆପ୍‌ ମେସେଜ୍‌ କେହି ଲୁଚି କି ପଢୁଛନ୍ତି କି, ଏମିତି ଲଗାନ୍ତୁ ପତ୍ତା

ଆପଣଙ୍କ ହ୍ବାଟ୍ସଆପରୁ କେହି ମେସେଜ କେହି ଲୁଚି ଲୁଚି ପଢୁଛନ୍ତି କି? ତେବେ ଏମିତି କିଛି ଉପାୟ ଆପଣାନ୍ତୁ ସହଜରେ ଜାଣି ପାରିବେ କିଏ ଆପଣଙ୍କ ମେସେଜ ଲୁଚି କି ପଢୁଛନ୍ତି।


ପ୍ରଥମେ ଆପଣ ଆପଣଙ୍କ ହ୍ବାଟ୍ସଆପ୍‌କୁ ଯାଇ ଦେଖନ୍ତୁ କେହି ତୁମ ମେସେଜ ପଢ଼ିଛନ୍ତି କି ନାହିଁ। ପରେ ସେଟିଙ୍ଗ୍‌କୁ ଯାଆନ୍ତୁ ହ୍ବାଟ୍ସଆପ/ଡେସ୍କଟପ୍‌ ଉପରେ ଟ୍ୟାପ୍‌ କରନ୍ତୁ। ଯଦି କେହି ହ୍ବାଟ୍ସଆପ୍‌ ଓ୍ବେବ୍‌ ଖୋଲିଥାନ୍ତି ତେବେ ଲଗ୍‌ଇନ୍‌ ଦେଖିବାକୁ ମିଳିବ। ଆପଣ ଏଥିରୁ ବୁଝିଯିବେ ଯେ ଆପଣଙ୍କ ମେସେଜ କେହି ପଢ଼ିଛନ୍ତି। ପ୍ରଥମେ ଆପଣ ଏହାକୁ ଲଗ୍‌ଆଉଟ୍‌ କରନ୍ତୁ। ସବୁବେଳେ ପାଇଁ ହ୍ବାଟ୍ସଆପକୁ ଲକ୍‌ କରନ୍ତୁ। ଏହା ସହିତ ହ୍ବାଟ୍ସଆପରେ ଦୁଇଟି ଷ୍ଟେପ୍‌ ଯାଞ୍ଚ କରନ୍ତୁ। ଏହା ବ୍ୟତୀତ ଚାଟ୍‌ର ବ୍ୟାକ୍‌ଅପ୍‌ ପ୍ରତି ଧ୍ୟାନ ଦିଅନ୍ତୁ। ଆପଣଙ୍କ ଇମେଲରେ ଆଇଡିକୁ ଗୁପ୍ତ ଭାବରେ ରଖନ୍ତୁ। ଆପଣ ଏହାକୁ ସହଜରେ କମ୍ପ୍ୟୁଟରରେ ଡାଉନଲୋଡ୍‌ ଏବଂ ଡିଲିଟ୍‌ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri