ଦୁଇ ଡୋଜ ଭ୍ୟାକ୍ସିନ ନେବା ପରେ ବି ଦେଖାଯାଉଛି କରୋନାର ଏସବୁ ଲକ୍ଷଣ

ଲଣ୍ଡନ,୨୯ ।୭: ସାରା ବିଶ୍ୱରେ କରୋନା ମହାମରୀକୁ ଏଡାଇବାକୁ ଭ୍ୟାକ୍ସିନ ବା ଟିକାକରଣ ପ୍ରକ୍ରିୟା ଜୋରଦାର ହୋଇଛି । ଏପଟେ ବେଳକୁ ବେଳ କରୋନାର ନୂଆ ନୂଆ ଭାରିଏଣ୍ଟ ଲୋକଙ୍କ ଚିନ୍ତା ବଢାଇ ଦେଉଛି । ତେବେ ଯେଉଁମାନେ ୨ଟି ଯାକ ଡୋଜ ଭ୍ୟାକ୍ସିନ ନେଇଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ନିକଟରେ କରୋନାର କିଛି ଲକ୍ଷଣ ଦେଖାଯାଉଥିବା ଜଣାପଇଛି । ନିକଟରେ କରାଯାଇଥିବା ଏକ ଷ୍ଟଡିରୁ ଏହା ଜଣାପଡିଛି । କିଙ୍ଗସ୍ କଲେଜ ଲଣ୍ଡନରେ କରାଯାଇଥିବା ଏହି ଗବେଷଣାରେ ବିଶେଷଜ୍ଞମାନେ କହିଛନ୍ତି ଯେଉଁମାନେ ଦୁଇଟି ଡୋଜ୍ କରୋନା ଭ୍ୟାକ୍ସିନ ନେଇଛନ୍ତି ସେମାନଙ୍କ ନିକଟରେ କରୋନା ସଂକ୍ରମିତଙ୍କ ଭଳି ଛିଙ୍କ, କାଶ, ଗନ୍ଧ ନ ବାରି ପାରିବା ବା ସ୍ୱାଦ ନ ବାରି ପାରିବା ଭଳି ଲକ୍ଷଣ ଗୁଡିକ ସାମାନ୍ୟ ମାତ୍ରାରେ ଦେଖାଯାଉଛି । ହେଲେ ଟିକା ନ ନେଇ ଯେଉଁମାନେ ସଂକ୍ରମିତ ହେଉଛନ୍ତି ସେମାନଙ୍କ ତୁଳନାରେ ଏହା ଖୁବ୍ କମ୍ ରହିଛି । ଆଉ ଏମାନଙ୍କ ସ୍‌ୁସ୍ଥ ହେବା ସମ୍ଭାବନା ବି ଟିକା ନ ନେଇଥିବା ଲୋଙ୍କଠାରୁ ଖୁବ୍ ଅଧିକ ବୋଲି କୁହାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନରେ ପ୍ରଥମ କ୍ରାନ୍ତିକାରୀଙ୍କୁ ଫାଶୀଦଣ୍ଡ

ତେହେରାନ୍‌,୮।୧୨: ସରକାର ବିରୋଧୀ ଅସ୍ଥିରତା ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବା କ୍ରାନ୍ତିକାରୀ ମୋହସେନ ଶେଖରୀଙ୍କ ଉପରେ ଇରାନ ପ୍ରଥମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଈଶ୍ବରଙ୍କ ବିରୋଧରେ...

ଆମେରିକାରେ ଲୋକଙ୍କ ମଧ୍ୟରେ ଦେଶ ଗୌରବ ଭାବନା କମୁଛି, ରିପୋର୍ଟ…

ଓ୍ବାଶିଂଟନ, ୨।୭ : ଜୁଲାଇ ୪ ରେ ଆମେରିକା ଏହାର ସ୍ବାଧୀନତା ଦିବସ ପାଳନ କରିବ। କିନ୍ତୁ ଏହାର ଠିକ ପୂର୍ବରୁ ସାମ୍ନାକୁ ଆସିଛି ଯେ...

ଥମୁନି ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ କରୋନା ନେଲା ୬୭ ଜୀବନ

ଭୁବନେଶ୍ୱର,୧୨।୮(ବ୍ୟୁରୋ): ରାଜ୍ୟରେ ପୁଣି ଥରେ କରୋନା ଗ୍ରାଫ୍‌ ଉପରମୁହାଁ ହୋଇଥିବା ବେଳେ ଦୈନିକ ସଂକ୍ରମଣ ମଧ୍ୟ ବୃଦ୍ଧି ପାଇଛି। ହେଲେ ମୃତ୍ୟୁ ସଂଖ୍ୟାରେ କିନ୍ତୁ ଲାଗୁନି...

ଆମେରିକାକୁ ପ୍ରତ୍ୟର୍ପିତ ହେବେ ଆସେଞ୍ଜ

ଲଣ୍ଡନ, ୨୧ା୪: ଓ୍ବିକିଲିକ୍ସ ପ୍ରତିଷ୍ଠାତା ଜୁଲିଆନ୍‌ ଆସେଞ୍ଜଙ୍କୁ ଆମେରିକା ପ୍ରତ୍ୟର୍ପଣ ନିମନ୍ତେ ବ୍ରିଟେନ୍‌ର ଏକ କୋର୍ଟ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି। ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି...

ଚାଇନାକୁ ପ୍ରଶଂସା କଲେ ଟ୍ରମ୍ପ

ଓ୍ବାଶିଂଟନ, ୩ା୪: କରୋନା ଭାଇରସ୍‌ ସ୍ଥିତି ବିଶ୍ୱରେ ଉଦ୍‌ବେଗଜନକ ରହିଥିବା ବେଳେ ଚାଇନାରେ ଏହା କେତେକାଂଶରେ ନିୟନ୍ତ୍ରଣାଧୀନ ରହିଛି। ପୂର୍ବାପେକ୍ଷା ଆକ୍ରାନ୍ତଙ୍କ ସଂଖ୍ୟା ସେଭଳି ଆଉ...

ଇତିହାସ ରଚିଲେ ହରପ୍ରୀତ

ଲଣ୍ଡନ,୫ା୧: ଭାରତୀୟ ବଂଶୋଦ୍ଭବ ବ୍ରିଟିଶ୍‌ ଶିଖ୍‌ ହରପ୍ରୀତ ଚଣ୍ଡୀ ଇତିହାସ ରଚିଛନ୍ତି। ବ୍ରିଟେନ ସେନା ଅଧିକାରୀ ତଥା ଫିଜିଓଥେରାପିଷ୍ଟ ହରପ୍ରୀତ ପ୍ରଥମ ଅଶ୍ୱେତ ମହିଳା ଭାବେ...

ଆଜି ଆଉ ୧୨ ଜୀବନ ନେଲା କରୋନା, ଜାଣନ୍ତୁ କେଉଁ ଜିଲାରୁ କେତେ

ଭୁବନେଶ୍ୱର,୭ା୮(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ଆଉ ୧୨ ଜଣଙ୍କ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୪୭କୁ ବୃଦ୍ଧି ପାଇଥିବା ରାଜ୍ୟ...

ଅସମ୍ଭବକୁ ସମ୍ଭବ କରିଛି ଭାରତ: ଦେଶରେ ପ୍ରସ୍ତୁତ ହେଉଛି ୩ କରୋନା ଟୀକା

ନୂଆଦିଲ୍ଲୀ, ୧୫।୮: କରୋନା ମହାମାରୀ ଲଢ଼େଇରେ ଭାରତ ଆଗୁଆ ରହିଛି। ଅସମ୍ଭବକୁ ଭାରତ ସମ୍ଭବ କରି ଦେଖାଇଛି। କରୋନାର ପ୍ରତିରୋଧ ପାଇଁ ଦେଶରେ ୩ ଟି...

Advertisement
Archives

Model This Week