Posted inଜାତୀୟ

କାହାର ଇଛାରେ ନୁହେଁ ବିପଦକୁ ଦେଖି ଭାରତ ଲଢ଼ିବ ଯୁଦ୍ଧ: ଡୋଭାଲ୍‌

ହରିଦ୍ୱାର, ୨୬।୧୦: ଏଲ୍‌ଏସି ଏବଂ ଏଲ୍‌ଓସିରେ ଲଗାତାର ଉତ୍ତେଜନା ବଢ଼ି ଚାଲିଛି। ଏପରିସ୍ଥଳେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ୍‌ ଡୋଭାଲ୍‌ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ ଦେଇଛନ୍ତି। ସେ ଉତ୍ତରାଖଣ୍ଡର ହରିଦ୍ୱାରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ଯେ, ଅନ୍ୟ କାହାର ଇଛାରେ ନୁହେଁ ବିପଦକୁ ଦେଖି ଭାରତ ଯୁଦ୍ଧ ଲଢ଼ିବ। ଯୁଦ୍ଧର ଆବଶ୍ୟକତା ଥିଲେ ଭାରତୀୟ ଯବାନ ଏହାର ଉପଯୁକ୍ତ ଉତ୍ତର ଦେବେ ବୋଲି ସେ କହିଛନ୍ତି। ଚାଇନାକୁ ଦୃଷ୍ଟିରେ ରଖି ଡୋଭାଲ ଏଭଳି ମନ୍ତବ୍ୟ ଦେଇଥିବା ଚର୍ଚ୍ଚା ହେବାରୁ ଏହାକୁ ଭାରତ ସରକାରଙ୍କ ପକ୍ଷରୁ ଖଣ୍ଡନ କରାଯାଇଛି। ଡୋଭାଲ ଚାଇନାକୁ ଦୃଷ୍ଟିରେ ରଖି ଅବା ଏଲ୍‌ଏସିରେ ଜାରି ରହିଥିବା ଉତ୍ତେଜନା ପାଇଁ କୁହାଯାଇ ନ ଥିବା ସରକାର ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଜପେୟୀଙ୍କ ଶ୍ରାଦ୍ଧ ବାର୍ଷିକୀ ପାଇଁ ପ୍ରସ୍ତୁତ ହେଲାଣି ଭାଜପା

ନୂଆଦିଲ୍ଲୀ,୫।୮: ଭାରତୀୟ ଜନତା ପାର୍ଟି(ଭାଜପା)ର ପ୍ରତିଷ୍ଠାତା, ବରିଷ୍ଠ ନେତା ତଥା ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଇଁ ଏବେଠାରୁ ଭାଜପା...

ଦିଲ୍ଲୀ ବିଧାନସଭା ନିର୍ବାଚନରେ ପାକ୍‌ର ଏଣ୍ଟ୍ରି

ନୂଆଦିଲ୍ଲୀ,୩୧।୧: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ଏବେ ରାଜନୀତି ରହିଛି ଗରମ। ତେବେ ଏହି ସମୟରେ ଦିଲ୍ଲୀ ନିର୍ବାଚନରେ ପାକିସ୍ତାନର ପ୍ରବେଶକୁ ନେଇ ଚର୍ଚ୍ଚା ଯୋର...

ଭାରତୀୟ ମୁସଲମାନ ହୋଇଥିବାରୁ ମୁଁ ଗର୍ବିତ – ଆଜାଦ

ନୂଆଦିଲ୍ଲୀ, ୧୦ା୨- ଆସନ୍ତା ୧୫ ତାରିଖରେ ରାଜ୍ୟ ସଭାରୁ ବିଦାୟ ନେବାକୁ ଯାଉଛନ୍ତି କଂଗ୍ରେସ ନେତା ଗୁଲାମ ନବି ଆଜାଦ। ପାକିସ୍ତାନ ନ ଯାଇ ଭାରତରେ...

ଇଣ୍ଡିଆ ବଦଳରେ ଭାରତ

ନୂଆଦିଲ୍ଲୀ,୩୦ା୫(ପି.ଟି.): ସମ୍ବିଧାନ ସଂଶୋଧନ କରି ଦେଶର ନଁ। ଇଣ୍ଡିଆ ବଦଳରେ ‘ଭାରତ’ କିମ୍ବା ‘ହିନ୍ଦୁସ୍ଥାନ’ ରଖିବା ଲାଗି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବା ନିମନ୍ତେ ସୁପ୍ରିମକୋର୍ଟରେ...

ଚାଇନାର ବଢ଼ିଲା ଚିନ୍ତା: ପୈଙ୍ଗୋଗ ହ୍ରଦ ନିକଟରେ ୧୨ ପାଟ୍ରୋଲିଂ ବୋଟ୍‌ ମୁତୟନ କରିବ ଭାରତ

ଲଦାଖ,୨।୧: ପୂର୍ବ ଲଦାଖର ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ପକ୍ଷରୁ ଏଠାରେ ସ୍ବଦେଶୀ ଜ୍ଞାନକୌଶଳରେ...

ହାଥରସରେ ଗଣବଳାତ୍କାର ମାମଲା: ନିଲମ୍ବିତ ହେଲେ ଏସପି, ଡିଏସ୍‌ପି

ଲକ୍ଷ୍ନୌ, ୨।୧୦-ଉତ୍ତରପ୍ରଦେଶ ହାଥରସରେ ଘଟିଥିବା ଗଣବଳାତ୍କାର ମାମଲାରେ ଯୋଗୀ ସରକାର ଡିଏସପି ଏବଂ ଏସପିଙ୍କୁ ନିଲମ୍ବିତ କରିଛନ୍ତି। ଏଥିସହିତ ଇନ୍ସପେକ୍ଟରଙ୍କ ସହ କିଛି ପୋଲିସ କର୍ମଚାରୀ...

ତ୍ରିଭାଷୀ ସୂତ୍ରକୁ ତାମିଲନାଡୁର ବିରୋଧ

ଚେନ୍ନାଇ, ୪ା୮: ନୂତନ ଜାତୀୟ ଶିକ୍ଷାନୀତିରେ ତ୍ରିଭାଷୀ ସୂତ୍ର ଦୁଃଖଦ ଓ ଯନ୍ତ୍ରଣାଦାୟକ ବୋଲି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ.କେ. ପାଲାନିସ୍ବାମୀ କହିବା ସହ ଏହାକୁ କାର୍ଯ୍ୟକାରୀ...

୧୮ ମାସ ପରେ ଆରମ୍ଭ ହେଲା ଜମ୍ମୁ-କଶ୍ମୀରରେ 4G ଇଣ୍ଟରନେଟ ସେବା

ଶ୍ରୀନଗର,୬।୨: ଜମ୍ମୁ-କଶ୍ମୀରରେ 4G ମୋବାଇଲ ଇଣ୍ଟରନେଟ ସେବା ଉପରେ ଲାଗିଥିବା ପ୍ରତିବନ୍ଧକ ଶୁକ୍ରବାର ହଟାଇ ଦିଆଯାଇଛି। ଦୀର୍ଘ ୧୮ମାସ ପରେ ଏହି ସେବା ରାଜ୍ୟରେ ଲାଗୁ...

Advertisement


Archives

Model This Week