‘ଭାରତ-ରୁଷିଆ ସମ୍ପର୍କ ଖରାପ ହେବ ନାହିଁ’

ଭିଏନା,୪ା୧:  ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଅଷ୍ଟ୍ରିଆ ଗସ୍ତରେ ଅଛନ୍ତି। ଏହି ସମୟରେ ସେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଉଛନ୍ତି। ନୂତନ ବିଶ୍ୱ ଶୃଙ୍ଖଳା, ୟୁକ୍ରେନ ଯୁଦ୍ଧ ଏବଂ ଚାଇନା ଚ୍ୟାଲେଞ୍ଜ ଉପରେ ୟୁରୋପୀୟ ଦେଶମାନଙ୍କୁ ସେ ପରାମର୍ଶ ଦେଇଛନ୍ତି।

ଅଷ୍ଟ୍ରିଆର ଏକ ଖବରକାଗଜକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି, ଭାରତ-ରୁଷିଆର ସମ୍ପର୍କ ଖରାପ ହେବ ନାହିଁ। ସେ ଏହା ମଧ୍ୟ କହିଛନ୍ତି ଯେ, ଏହି ଯୁଦ୍ଧ ପଶ୍ଚିମ ଦେଶରେ ନୈତିକ କ୍ରୋଧ ସୃଷ୍ଟି କରିଛି। ରୁଷିଆ ବିରୋଧରେ ପାଶ୍ଚାତ୍ୟ କଟକଣା ଶକ୍ତି, ଖାଦ୍ୟ ଏବଂ ସାର ଖର୍ଚ୍ଚକୁ ବୃଦ୍ଧି କରିଛି। ଏହା ଗରିବ ଦେଶରେ ଅର୍ଥନୈତିକ ଅସୁବିଧା ସୃଷ୍ଟି କରିଛି। ଜୟଶଙ୍କର କହିଛନ୍ତି, ରୁଷିଆ ସହ ସମ୍ପର୍କ ନଷ୍ଟ କରିବାକୁ ଭାରତର କୌଣସି ମନୋଭାବ ନାହିଁ। କାରଣ ମସ୍କୋ ନୂଆଦିଲ୍ଲୀକୁ ବର୍ଷ ବର୍ଷ ପୂର୍ବରୁ ସମର୍ଥନ କରିଥିଲା। ତା’ପରେ ଆମେରିକା ଭାରତର ମୁଖ୍ୟ ଶତ୍ରୁ ପାକିସ୍ତାନକୁ ସମର୍ଥନ କଲା। ୟୁକ୍ରେନରେ ହୋଇଥିବା ବିବାଦ ବିଷୟରେ ସେ କହିଛନ୍ତି, ଉଭୟ ଦେଶକୁ କଥାବାର୍ତ୍ତା ଏବଂ କୂଟନୀତି ମାଧ୍ୟମରେ ସେମାନଙ୍କ ମତଭେଦ ସମାଧାନ କରିବାକୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶନିବାର ରାତ୍ର ସାଢ଼େ ୮ରୁ ସାଢ଼େ ୯ ବିଦ୍ୟୁତ୍‌ ଆଲୋକ ବନ୍ଦ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୭।୩: ପ୍ରତିବର୍ଷ ମାର୍ଚ୍ଚ ମାସର ଶେଷ ଶନିବାରକୁ ଆର୍ଥ ଆଓ୍ବାର ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହା ମାର୍ଚ୍ଚ ୨୭ରେ ପଡୁଛି। ତେଣୁ...

ପାକିସ୍ତାନର ଦୁଃସାହସ: ଭାରତକୁ ଦେଲା ଯୁଦ୍ଧ-ଆଣବିକ ବୋମା ଧମକ…

ନୂଆଦିଲ୍ଲୀ/ଇସଲାମାବାଦ,୧୭।୧୨ : ପାକିସ୍ତାନ ପୁଣିଥରେ ଦୁଃସାହସ କରିଛି। ପାକିସ୍ତାନର ମନ୍ତ୍ରୀ ଶାଜିଆ ମାରି ଭାରତକୁ ଯୁଦ୍ଧ ଏବଂ ଆଣବିକ ବୋମା ଦେଇ ଧମକ ଦେଇଛନ୍ତି। ସେ...

ବରଫ ପଡ଼ିଥିବା କାର୍‌ରୁ ମିଳିଛି ଅନେକ ମୃତଦେହ

ଓ୍ବାଶିଂଟନ,୨୮ା୧୨: ଆମେରିକାରେ ତୁଷାର ଝଡ଼ ମଧ୍ୟରେ ବର୍ଷା ପରିସ୍ଥିତି ସୃଷ୍ଟି ହୋଇଛି। ଯଦି ପାଣିପାଗ ବିଭାଗର ପୂର୍ବାନୁମାନ ସଠିକ୍‌ ପ୍ରମାଣିତ ହୁଏ, ତେବେ ଆଗାମୀ ଦିନରେ...

ସ୍ବାଦିଷ୍ଟ ଖାଦ୍ୟ-ଶାରୀରିକ ସମ୍ପର୍କ ନେଇ ଏଭଳି ମନ୍ତବ୍ୟ ଦେଲେ ପୋପ୍‌…

ରୋମ୍‌, ୧୦।୯: ଏବେ ସୋସିଆଲ୍‌ ମିଡ଼ିଆରେ ପୋପ୍‌ ଫ୍ରାନ୍ସିସ୍‌ଙ୍କ ଦ୍ୱାରା ଦିଆଯାଇଥିବା ଏକ ମନ୍ତବ୍ୟ ନେଇ ଚର୍ଚ୍ଚା ଜାରି ରହିଛି। ପୋପ୍‌ କହିଛନ୍ତି ଯେ, ସ୍ବାଦିଷ୍ଟ...

କରୋନା ରୋକିବାକୁ ବାଇଡେନ୍‌ଙ୍କ ନୂଆ ପ୍ରୟାସ

ୱାଶିଂଟନ,୨୫ ।୧: କରୋନା ମହାମାରୀ ଏବେବି ଆମେରିକାରେ ଥମିବାର ନାଁ ନେଉନାହିଁ । ସଂକ୍ରମଣ ସଂଖ୍ୟାରେ ବେଳକୁ ବେଳେ ବୃଦ୍ଧି ହେଉଥିବାରୁ ନବ ନିର୍ବାଚିତ ରାଷ୍ଟ୍ରପତି...

ଆମେରିକାରେ ବେକାକୁ ହେଲାଣି କରୋନା, ପ୍ରତିରକ୍ଷାମନ୍ତ୍ରୀ ସଂକ୍ରମିତ

ୱାଶିଂଟନ,୩ ।୧: ଆମେରିକାରେ କରୋନା ସଂକ୍ରମଣ ବେଳକୁ ବେଳ ବଢି ଚାଲିଛି । ଆମେରିକା ପ୍ରତିରକ୍ଷାମନ୍ତ୍ରୀ ଲୟଡ ଜେମ୍ସ ଅଷ୍ଟିନ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି...

ନିଜ ଭାଷଣରେ ଟ୍ରମ୍ପ-ମୋଦିଙ୍କ ଭଳି ନେତାଙ୍କୁ ସ୍ତବ୍ଧ କରିଦେଲେ ୧୬ ବର୍ଷୀୟା ଝିଅ

ନ୍ୟୁୟର୍କ,୨୪।୯: ସ୍ବିଡେନର ୧୬ ବର୍ଷୀୟା ଝିଅ ଗ୍ରେଟା ଥନବର୍ଗ ଏବେ ଚର୍ଚ୍ଚାରେ। ଆମେରିକାରେ ଆୟୋଜିତ ଜାତିସଂଘର ଉଚ୍ଚସ୍ତରୀୟ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଅଭିଭାଷଣ ରଖି ସାରା...

ଏଫ୍‌-୧୬ ଜେଟ୍‌ର ରକ୍ଷଣା ବେକ୍ଷଣରେ ପାକିସ୍ତାନକୁ ସାହାଯ୍ୟ କରିବ ଆମେରିକା

ୱାଶିଂଟନ,୮ ।୯: ଏଫ୍‌-୧୬ ଯୁଦ୍ଧ ବିମାନର ରକ୍ଷଣା ବେକ୍ଷଣ ପାଇଁ ଆମେରିକା ପାକିସ୍ତାନକୁ ୪୫୦ ମିଲିୟନ ଆମେରିକୀୟ ଡଲାର(୩୬୦୦ କୋଟି ଟଙ୍କା) ସହାୟତା ଅନୁମୋଦନ କରିଛି...

Advertisement
Archives

Model This Week