ଏଇ ଭାରତରେ

ୟୁପିଏସ୍‌ସି ପରୀକ୍ଷାରେ ସଫଳ ହୋଇ ନ ପାରିଲେ ଭିନ୍ନକ୍ଷମମାନଙ୍କ ପାଇଁ ଏ କ୍ଷେତ୍ରରେ ସାହାରା ପାଲଟିଛନ୍ତି କେରଳର ଜୋବିନ ଏସ୍‌ କୋଟାରାମ। ଜୋବିନଙ୍କ ବୟସ ୪୧। ଚାଙ୍ଗାନାସେରି ସହରରେ ଜନ୍ମିତ ଜୋବିନ ୨୦୧୦ରେ ସିଭିଲ ସର୍ଭିସ ପରୀକ୍ଷାରେ ଅକୃତକାର୍ଯ୍ୟ ହେବା ପରେ ଅନ୍ୟ ଆଶାୟୀମାନଙ୍କୁ କୋଚିଂ ଦେବା ଲାଗି ନିଷ୍ପତ୍ତି ନେଇଥିଲେ। ପରେ ୨୦୧୯ରେ ସେ କୋଚି, କୋଝିକୋଡେ ଏବଂ ଥିରୁଭାନନ୍ତପୁରମରେ ଅଫ୍‌ଲାଇନ କୋଚିଂ ସେଣ୍ଟର ଖୋଲିଥିଲେ। ପରେ ଭିନ୍ନକ୍ଷମଙ୍କୁ ୟୁପିଏସ୍‌ସି ପାଇଁ ପ୍ରସ୍ତୁତ କରିବାକୁ ଜୋବିନ ୨୦୨୧ରେ ଚିତ୍ରାସାଲାଭମ୍‌ (ପ୍ରଜାପତି) ପ୍ରୋଜେକ୍ଟ ଆରମ୍ଭ କରି ଚଳାଉଛନ୍ତି। ଭିନ୍ନକ୍ଷମ (ଶରୀରର କୌଣସି ଏକ ଅଙ୍ଗ କାମ କରୁ ନ ଥିବା)ଙ୍କୁ ମାଗଣାରେ କୋଚିଂ ଦେଉଛନ୍ତି। ଅଧିକାଂଶ ଭିନ୍ନକ୍ଷମ ହ୍ବିଲ ଚେୟାରରେ ଆସି କୋଚିଂ ନେଉଛନ୍ତି। ପ୍ରାୟ ୧୦୦ ଜଣ ଭିନ୍ନକ୍ଷମ ଏହି ପ୍ରୋଜେକ୍ଟ ମାଧ୍ୟମରେ କୋଚିଂ ନେଉଛନ୍ତି। ଏଥିରେ ଅନ୍‌ଲାଇନ ଓ ଅଫ୍‌ଲାଇନ ସୁବିଧା ଉପଲବ୍ଧ ହେଉଛି। ସବୁଠୁ ବଡ଼କଥା ହେଉଛି ୟୁପିଏସ୍‌ସି କୋଚିଂ ଲାଗି ୧,୧୦,୦୦୦ ଟଙ୍କା ଦେବାକୁ ପଡ଼ୁଥିବାବେଳେ ଜୋବିନ ଆଶାୟୀମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ କୋଚିଂ ଦେବା ବ୍ୟବସ୍ଥା କରିଛନ୍ତି। ତେବେ ୟୁପିଏସ୍‌ସିର ବିଭିନ୍ନ ପରୀକ୍ଷାରେ ଏବେ ସୁଦ୍ଧା ୪୧ ଜଣ ବିଭିନ୍ନ ସର୍ଭିସରେ ନିଯୁକ୍ତି ପାଇସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

କେଜାଣି କାହାର

ରାସ୍ତାରେ ନୋଟ୍‌ ଭର୍ତ୍ତି ହୋଇଥିବା ପର୍ସଟିଏ ପଡ଼ିିଥିବାର ଦେଖି ଜଣେ ପଥଚାରୀ ଭାବିଲେ ଏହି ପର୍ସଟି କାହାର କେଜାଣି, ଆହା! କିଏ ସେହି ଦୁର୍ଭାଗା ଯାହାଙ୍କ ପକେଟ୍‌ରୁ…

ଅନ୍ତରୀକ୍ଷ ସ୍ବପ୍ନ ଓ ମାନବୀୟ ଦାୟିତ୍ୱ

ପୃଥିବୀ ହେଉଛି ଜୀବଜଗତର ଏକ ମାତ୍ର ବାସଗୃହ’,ଏହା କେବଳ ଗୋଟିଏ ବୈଜ୍ଞାନିକ ସତ୍ୟ ନୁହେଁ, ବରଂ ମାନବ ସଭ୍ୟତା ପାଇଁ ଗୋଟିଏ ନୀତିଗତ ଦିଗ୍‌ଦର୍ଶକ। ତଥାପି, ଆଧୁନିକ…

ଆତ୍ମଘାତୀ ରଣନୀତି

ଓରୋବୋରୋସ ହେଉଛି ଏକ ପୁରାତନ ସାପର ଛବି, ଯେଉଁଥିରେ ତାହା ନିଜ ଲାଞ୍ଜକୁ ଭକ୍ଷଣ କରୁଛି। ଏହି ଛବି ଆତ୍ମଘାତୀ ରଣନୀତିର ସଙ୍କେତ ଦେଇଆସିଛି। ଏହା ଆମେରିକା…

ବୈଦିକ ସମାଜର ସ୍ୱରୂପ

ଖ୍ରୀଷ୍ଟପୂର୍ୱ ୧୫୦୦ରୁ ୧୦୦୦ ମଧ୍ୟରେ ସିନ୍ଧୁନଦୀର ଉପନଦୀ ସପ୍ତ-ସିନ୍ଧୁ କୂଳରେ ବୈଦିକ ଲୋକେ ବସବାସ କରୁଥିଲେ, ଯାହା ଏବେ ପଞ୍ଜାବ ନାମରେ ଜଣାଶୁଣା। ଏହା ହେଉଛି ଋକ୍‌-ବୈଦିକ…

ଆସୁଛି ଏଲ୍‌ ନିନୋ

ଆମେରିକାର ଜାତୀୟ ସାମୁଦ୍ରିକ ଏବଂ ବାୟୁମଣ୍ଡଳୀୟ ପ୍ରଶାସନ (ନ୍ୟାଶନାଲ ଓସେନିକ ଆଣ୍ଡ୍‌ ଆଟ୍‌ମୋସ୍ପିୟରିକ ଆଡ୍‌ମିନିଷ୍ଟ୍ରେଶନ ବା ”ନୋ ଆ (NO AA)“ ଦ୍ୱାରା ପରିଚାଳିତ ଜଳବାୟୁ ଆଗତ…

ବିଦ୍ୟାଳୟ ଶିକ୍ଷାରେ ଡ୍ରପ୍‌ଆଉଟ୍‌ ସମସ୍ୟା

ନିକଟରେ ଅନେକ ଦୈନିକ ଓଡ଼ିଆ ସମ୍ବାଦପତ୍ରରେ ଆଦିବାସୀ ଅଧ୍ୟୁଷିତ ଜିଲାଗୁଡ଼ିକରେ ଅଧାରୁ ପାଠ ଛାଡ଼ୁଥିବା ଶିଶୁଙ୍କ ସଂଖ୍ୟା ଉଦ୍‌ବେଗଜନକ ବୋଲି ପ୍ରକାଶ ପାଇଛି। ପ୍ରଶାସନିକ ସ୍ତରରେ ମଧ୍ୟ…

ହଙ୍ଗେରୀ: ସମ୍ମାନ ଓ ସ୍ବାଧୀନତା

କେନ୍ଦ୍ରୀୟ ୟୁରୋପୀୟ ରାଷ୍ଟ୍ର ହଙ୍ଗେରୀ ଦୀର୍ଘ ୧୬ ବର୍ଷ ପରେ ନୂଆ ଶାସକ ଦେଖିବାକୁ ଯାଉଛି। ଉଗ୍ର ଦକ୍ଷିଣପନ୍ଥୀ ରାଜନୀତି ଚଳାଇ ଆସିଥିବା ଭିକ୍ଟର ଓର୍ବାନ୍‌ଙ୍କୁ ଦେଶବାସୀ…

ନୂଆବର୍ଷ ପାଇଁ ନୂଆ ଆଶା- ଏକ ଭାରତର ମାନସିକତା

ବୈଶାଖୀ, ରଙ୍ଗୋଲି ବିହୁ, ମହାବିଷୁବ ପଣା ସଂକ୍ରାନ୍ତି, ପୋଇଲା ବୈଶାଖ, ବିଷୁ ଏବଂ ତାମିଲ ପୁଥାଣ୍ଡୁ ଅବସରରେ ଭାରତ ତଥା ସାରା ବିଶ୍ୱରେ ଯେଉଁ ପାରମ୍ପରିକ ନୂଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri