ଏଇ ଭାରତରେ

ଜୈବିକ କୃଷିର ଆବଶ୍ୟକତାକୁ ଉପଲବ୍ଧି କରିଛନ୍ତି ପୁଣେର ଦୁଇ ଭାଇ ଅଜିଙ୍କ୍ୟ ଓ ସତ୍ୟଜିତ। ସେମାନେ କର୍ପୋରେଟ ଚାକିରି ଛାଡ଼ି ଜୈବିକ କୃଷିରୁ ଅନେକ କୋଟି ଟଙ୍କା ଆୟ କରୁଛନ୍ତି। ଦୁଇ ଭାଇ ପୁଣେ ବିଶ୍ୱବିଦ୍ୟାଳୟରୁ ଏମ୍‌ବିଏ ଡିଗ୍ରୀ ହାସଲ କରି ଏମ୍‌ଏନ୍‌ସିଏସ୍‌ରେ ଏକ ଦଶନ୍ଧି ଧରି ଚାକିରି କରିବା ପରେ ଏହି କୃଷି କ୍ଷେତ୍ରକୁ ଓହ୍ଲାଇଥିଲେ। ପ୍ରଥମେ ସେମାନେ ଏଥିପାଇଁ ସମାଲୋଚନାର ସାମ୍ନା କରିଥିଲେ। ହେଳେ ନିଷ୍ଠା ବଳରେ ସଫଳତା ପାଇ ୨/୩ ଏକରରୁ ଏବେ ୨୦ ଏକର ଜମିରେ ଜୈବିକ କୃଷି କରିବାକୁ ସକ୍ଷମ ହୋଇଛନ୍ତି। ଏଥିରୁ ସେମାନେ ବର୍ଷକୁ ୩ କୋଟି ଟଙ୍କା ଆୟ କରୁଛନ୍ତି। ଏହି କୃଷି ପାରମ୍ପରିକ ପଦ୍ଧତିରେ ଏବଂ କେବଳ ଗୋବର ଖତରେ ଏବଂ ଜୈବିକ କୀଟନାଶକରେ କରୁଛନ୍ତି। କୃଷି ସହ ଗୋପାଳନ ମଧ୍ୟ କରୁଛନ୍ତି। ଉଭୟେ ଧାeନ, ଡାଲି ଓ ଅନ୍ୟ ଶସ୍ୟ ଉତ୍ପାଦନ କରିବା ସହ ଦୁଗ୍ଧଜାତ ଦ୍ରବ୍ୟରୁ ଭଲ ଲାଭ ପାଉଛନ୍ତି। ସେମାନଙ୍କ ଜୈବିକ ପଦ୍ଧତି କୃଷିକୁ ଏବେ ସୁଦ୍ଧା ୧୪ଟି ଦେଶରୁ ଲୋକେ ଦେଖିବାକୁ ଆସି ସାରିଲେଣି। ମୁଖ୍ୟତଃ ଆମେରିକା, ଜର୍ମାନୀ, ଫ୍ରାନ୍ସ ଏବଂ ଅଷ୍ଟ୍ରେଲିଆରୁ କୃଷକ, ମିଡିଆ ଏକ୍ସପର୍ଟ ଓ ବ୍ୟାଙ୍କରମାନେ ବୁଲିବାକୁ ଆସୁଛନ୍ତି। ଅଜିଙ୍କ୍ୟ ଓ ସତ୍ୟଜିତ ଏବେ ସୁଦ୍ଧା ୧୬,୦୦୦ କୃଷକଙ୍କୁ ଜୈବିକ କୃଷି ସମ୍ପର୍କରେ ପ୍ରଶିକ୍ଷଣ ଦେଇସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri