ଏଇ ଭାରତରେ

ଗରିବ ଯୁବକମାନଙ୍କୁ ବେଲୁନ ଡେକୋରେଶନ ମାଧ୍ୟମରେ ରୋଜଗାର ବାଟ ଦେଖାଉଛନ୍ତି ଅହମଦାବାଦର ମିଲନ ବିଚିଓ୍ବାଲ। ତାଙ୍କୁ ସମସ୍ତେ ବେଲୁନବାଲା ଡାକନ୍ତି। ନାଁ ସିନା ବେଲୁନବାଲା, କିନ୍ତୁ ସେ ବେଲୁନ ଡେକୋରେଶନରେ ଅନ୍ୟମାନଙ୍କୁ ଖୁସି କରିବା ସହ ସଡ଼କରେ ବେକାର ହୋଇ ବୁଲୁଥିବା ୨୫୦ ଗରିବ ଯୁବକଙ୍କୁ ରୋଜଗାର ଦେଇ ସେମାନଙ୍କ ଦ୍ୱାରା ବି ରୋଜଗାର ସୃଷ୍ଟି କରିବାରେ ଲାଗିଛନ୍ତି ମିଲନ। ସେ ଜନ୍ମଦିନଠାରୁ ଆରମ୍ଭ କରି ସବୁପ୍ରକାର ଉତ୍ସବର ବେଲୁନ ଡେକୋରେଶନରେ ଏହି ଯୁବକମାନଙ୍କୁ ନିଯୁକ୍ତ କରାଇଛନ୍ତି। ଏହା କେବଳ ଏକ ବିଜ୍‌ନେସ ନୁହେଁ ବରଂ ସାମାଜିକ ସ୍ତରରେ ବେରୋଜଗାରରେ ପରିବର୍ତ୍ତନ ଆଣିବାର ଏକ ଉପାୟ ବୋଲି ସେ କହନ୍ତି । ସେ ୮ ବର୍ଷ ହେଲା ଏହି କାମ କରିଆସୁଛନ୍ତି। ଆରମ୍ଭରୁ ତାଙ୍କୁ ୧୦ଟି ଅର୍ଡର ମିଳିବା କଷ୍ଟକର ଥିଲା, ହେଲେ ଏବେ ମାସକୁ ୧୦୦ରୁ ଊର୍ଦ୍ଧ୍ୱ ଡେକୋରେଶନ ପାଇଁ କାମ ମିଳୁଛି। ମିଲନଙ୍କ ସହ କାମ କରୁଥିବା ଯୁବକମାନେ ମଧ୍ୟ ଏହି କାମ ଶିଖିବା ପରେ ଅନ୍ୟମାନଙ୍କୁ ପ୍ରଶିକ୍ଷଣ ଦେଇ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଲଲକ୍‌ଡାଉନରେ ହାଇଦ୍ରାବାଦର ଏଚ୍‌ଆର୍‌ ମ୍ୟାନେଜର ଦୋସାପତି ରାମୁଙ୍କ ଜୀବନର ମୋଡ଼ ବଦଳିଯାଇଛି। ସେ ଏକ ରାଇସ୍‌ ଏଟିଏମ୍‌ ଖୋଲି ଗରିବଙ୍କୁ ମାଗଣାରେ ଖାଇବାକୁ ଦେଉଛନ୍ତି। ରାମୁ...

ବିରୋଧୀଙ୍କୁ ମାରିଦେବା ନୁହେଁ

ଭାରତୀୟ ଆଇନ ବ୍ୟବସ୍ଥାରେ ନିମ୍ନ ଅଦାଲତକୁ ତାଗିଦ୍‌ କରିବା ଘଟଣା କ୍ୱଚିତ ଶୁଣିବାକୁ ମିଳିଥାଏ। ସାଧାରଣତଃ ତଳ ସ୍ତରରୁ ବା ଟ୍ରାଏଲ୍‌ କୋର୍ଟରୁ ଯାହା ଉପରକୁ...

ଋଷି ବଙ୍କିମଚନ୍ଦ୍ର ଓ ବନ୍ଦେ ମାତରମ୍‌

ଅରୁଣ କୁମାର ପଣ୍ଡା ଏ ବେ ସମଗ୍ର ଦେଶରେ ରାଷ୍ଟ୍ରବାଦ, ଜାତୀୟତା ଓ ଦେଶଭକ୍ତି ଆଦି ବିଷୟକୁ ନେଇ ଖୁବ୍‌ ତର୍କବିତର୍କ ଚାଲିଛି। ଏହି ଶବ୍ଦଗୁଡିକର...

ବଜେଟରେ ଅନ୍ନଦାତାଙ୍କୁ ପ୍ରତାରଣା

ଭାଲଚନ୍ଦ୍ର ଷଡ଼ଙ୍ଗୀ ନିକଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୨୦୨୧-୨୨ ଆର୍ଥିକ ବର୍ଷର ବଜେଟକୁ ସଂସଦରେ ଉପସ୍ଥାପିତ କରିଛନ୍ତି। କରୋନା ମହାମାରୀ ଓ ତଜ୍ଜନିତ ଲକ୍‌ଡାଉନ୍‌...

ଜୀବନ ସ୍ରୋତର ଶାଶ୍ୱତ ଧାରା

ବୈକୁଣ୍ଠନାଥ ମିଶ୍ର ଦୁର୍ଲଭ ଜନମ ମାନବ ଜୀବନ। ସ୍ରଷ୍ଟାଙ୍କର ସର୍ବୋତ୍କୃଷ୍ଟ ସୃଷ୍ଟି। ଜୀବାତ୍ମା ମଧ୍ୟରେ ପରମାତ୍ମାଙ୍କ ସତ୍ତା ବିଦ୍ୟମାନ। ମାନବ ଜୀବନରେ ଦେବତ୍ୱର ସଂସ୍ଥାପନ। ମାନବ...

ଆମ ଐତିହ୍ୟର ଜୟଯାତ୍ରା

ଡ.ପ୍ରଫୁଲ୍ଲ କୁମାର ସାହୁ ପାଇକ ପୁଅର ବୀରତ୍ୱ ଓ ରଣକୌଶଳ ବଳରେ ଯେମିତି ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବ୍ୟାପିଥିଲା କଳିଙ୍ଗର ସୀମା, ସେମିତି ଅର୍ଣ୍ଣବ ପୋତ...

ଏଇ ଭାରତରେ

ଛତିଶଗଡ଼କୁ ମାତା କୌଶଲ୍ୟାଙ୍କ ସହର କୁହାଯାଏ। ଏହା ମଧ୍ୟ ଭଗବାନ ଶ୍ରୀରାମଙ୍କ ଆଈଙ୍କ ଘର। ଶ୍ରୀରାମଙ୍କ ଆଈଙ୍କ ଘରେ ରାମଙ୍କ ଭକ୍ତ ପ୍ରଭୁ ହନୁମାନଙ୍କ ପାଇଁ...

ସମ୍ଭାବ୍ୟ ଅଦଳବଦଳ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ବାବୁଙ୍କ ଉପରେ ନଜର ରଖିଥିବା ବ୍ୟକ୍ତିମାନେ ଅର୍ଥ ମନ୍ତ୍ରଣାଳୟର ଶୀର୍ଷ ସ୍ତରରେ ଅଦଳବଦଳ ହେବ ବୋଲି ଆଶା ରଖିଛନ୍ତି। ଜମ୍ମୁ-କଶ୍ମୀର...

Advertisement
Archives

Model This Week