ଏଇ ଭାରତରେ

ବର୍ଜ୍ୟରୁ ବହୁ ସମୟରେ ଏମିତି ଜିନିଷ ତିଆରି ହେଉଛି ଯାହା ସମ୍ପର୍କରେ ଆପଣ କେବେ ବି ଚିନ୍ତା କରିପାରି ନ ଥିବେ। ଏଇ ଯେମିତି ମୁମ୍ବାଇର ଏଣ୍ଟ୍ରିପ୍ରିନ୍ୟୁଓର ଅନିଶ ମାଲପାନି ଚିଫ୍‌ ଫ୍ୟାଟେକୁ ରିସାଇକେଲ କରି ସେଥିରୁ ସନ୍‌ଗ୍ଲାସ ତିଆରି କରୁଛନ୍ତି। ଏଭଳି ସନ୍‌ଗ୍ଲାସ ତିଆରି କରିବାରେ ସେ ହେଉଛନ୍ତି ବିଶ୍ୱର ସର୍ବପ୍ରଥମ ବ୍ୟକ୍ତି। ଏହିି ସନ୍‌ଗ୍ଲାସ ତିଆରି ହେଉଛି ଅନିଶ ‘ଅକ୍ଷୟ’ ସୋସିଆଲ ଏଣ୍ଟରପ୍ରାଇଜ୍‌ ଦ୍ୱାରା। ସବୁଠୁ ବଡ଼ କଥା ହେଉଛି ଏଥିରୁ ଯାହା ରୋଜଗାର କରିବେ ତାହାର ୧୦ ପ୍ରତିଶତ ବର୍ଜ୍ୟ ଗୋଟାଳିଙ୍କ ପିଲାଙ୍କ ପଢ଼ା ପାର୍ଁଇ ଖର୍ଚ୍ଚ କରିବାକୁ ଯୋଜନା ରଖିଛନ୍ତି। ପ୍ରଥମତଃ ବର୍ଜ୍ୟର ଉପଯୋଗ କରିବା ସହ ଗରିବ ପିଲାଙ୍କୁ ତାଙ୍କ ରୋଜଗାରରେ ମାଗଣା ଶିକ୍ଷା ଦେବା ଲାଗି ଲକ୍ଷ୍ୟ ରଖିଥିବା ଅନିଶ ତାଙ୍କ ପାଇଲଟ ପ୍ରୋଜେକ୍ଟ ସମ୍ପର୍କରେ ଟୁଇଟରରେ ଘୋଷଣା କରିବାର ମାତ୍ର ୪ ଦିନ ମଧ୍ୟରେ ସେ ୫୦୦ ଅର୍ଡର ପାଇସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri