ଏଇ ଭାରତରେ

ମାଟି ଦରକାର ପଡ଼ୁନାହିଁ, କେବଳ ପାଣିରେ ଚାଷ (ହାଇଡ୍ରୋପୋନିକ୍ସ) କରି ବର୍ଷକୁ ୫ କୋଟି ଟଙ୍କା ରୋଜଗାର କରୁଛନ୍ତି ତୁଷାର ଅଗ୍ରଓ୍ବାଲ, ମିତ୍‌ ପଟେଲ ଏବଂ ବିବେକ ଶୁକ୍ଳା।
ଅହମ୍ମଦାବାଦର ଏହି ୩ ବନ୍ଧୁ ଉକ୍ତ ଚାଷ ସମ୍ପର୍କରେ ଏବେ ସୁଦ୍ଧା ୩୫,୦୦୦ ଲୋକଙ୍କୁ ପ୍ରଶିକ୍ଷଣ ଦେଇସାରିଲେଣି। ବାହାରେ ଓ ଘର ଭିତରେ କିଭଳି ବିନା ମାଟିରେ ଚାଷ କରାଯିବ ତାହା ହିଁ ତାଙ୍କ ପ୍ରଶିକ୍ଷଣର ଲକ୍ଷ୍ୟ। ସେମାନେ ୨୦୨୦ରେ ଏଗ୍ରିଟେକ୍‌ ଷ୍ଟାର୍ଟଅପ୍‌ ଗଠନକରି ଏହି କାର୍ଯ୍ୟ କରୁଛନ୍ତି। କେବଳ ଏତିକି ନୁହେଁ, ୩ ବନ୍ଧୁ କୃଷି ଉପତ୍ାଦର ପ୍ୟାକେଜଂ ଓ ମାର୍କେଟିଂରେ ମଧ୍ୟ ଚାଷୀମାନଙ୍କୁ ସହଯୋଗ କରୁଛନ୍ତି। ଏବେ ଉକ୍ତ ଷ୍ଟାର୍ଟଅପ୍‌ ମାଧ୍ୟମରେ ୫୦କିସମର ଫସଲ କରାଯାଉଛି। ଏଥିରେ ପାରମ୍ପରିକ ଚାଷ ତୁଳନାରେ ହାଇଡ୍ରୋପୋନିକ୍ସରେ ୮୦% ପାଣି ବଞ୍ଚାଯାଇପାରୁଛି ଓ ୮୫% କମ୍‌ ଜମି ଆବଶ୍ୟକ ହେବା ସହ ୩୦ରୁ ୭୦% ଅଧିକ ଉତ୍ପାଦନ ହେଉଛି। ତୁଷାର, ମିତ୍‌ ଓ ବିବେକ ଦେଶର ୨୭ଟି ସହରରେ୨୫ ଲକ୍ଷ ବର୍ଗଫୁଟ୍‌ ହାଇଡ୍ରୋପୋନିକ୍ସ ଫାର୍ମ ଗଠନକରି କୃଷକଙ୍କ ସମେତ ବ୍ୟବସାୟୀ, ଛାତ୍ର, କର୍ମଜୀବୀ, ଗୃହିଣୀଙ୍କୁ କୃଷିରେ ସାମିଲ କରିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ଟିଭି ଶୋ’ ଦେଖି ଷ୍ଟ୍ରବେରି ଚାଷ ଆରମ୍ଭକରି ଜଣେ ସଫଳ ଚାଷୀ ହୋଇପାରିଛନ୍ତି। ସେ ବିନା ମାଟି ଅର୍ଥାତ୍‌ କେବଳ ପାଣି...

ଜୀବନ୍ତ ଗ୍ରହର ଜୀବନ ରହସ୍ୟ

ପୃଥିବୀକୁ ମିଶେଇ ଆଠଟା ଗ୍ରହ, ପ୍ଲୁଟୋକୁ ମିଶେଇ ୫ଟା ବାମନଗ୍ରହ, ଚନ୍ଦ୍ରକୁ ମିଶେଇ ଶହ ଶହ ଉପଗ୍ରହ, ଗ୍ରହାଣୁପୁଞ୍ଜ, ଅଗଣିତ ଛୋଟବଡ଼ ପିଣ୍ଡ ଏବଂ ବିଶାଳକାୟ...

ଶିଶୁ ଅନୁକୂଳ ପାଠାଗାର

ଜାତୀୟ ଶିକ୍ଷାନୀତିି ୨୦୨୦ରେ ଏବଂ ଜାତୀୟ ପାଠ୍ୟ ଖସଡ଼ା ୨୦୨୨ରେ ପ୍ରାକ୍‌-ପ୍ରାଥମିକ ଶିକ୍ଷାରେ ଇମରଜେଣ୍ଟ ଲିଟେରାସି ବା ଅଙ୍କୁରିତ ସାକ୍ଷରତା, ଇମରଜେଣ୍ଟ ରିଡିଂ ବା ଅଙ୍କୁରିତ...

ନେହେରୁ ନୁହେଁ, ଭବିଷ୍ୟତକୁ ଦେଖ

‘ବନ୍ଦେ ମାତରମ୍‌’ ଭାରତର ଜାତୀୟ ଗୀତ ଭାବେ ଜଣାଶୁଣା। ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ଏହା ରଚିତ ହୋଇଥିଲା। ୧୮୭୫ ନଭେମ୍ବର ୭ରେ ପ୍ରଥମେ ‘ବଙ୍ଗଦର୍ଶନ’...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଏକଚାଟିଆ ବ୍ୟବସାୟ

ଭାରତରେ ଗତ ୫ ଦିନ ହେବ ଯେଉଁଭଳି ଭାବେ ବିମାନ ସେବାରେ ବିଭ୍ରାଟ ଦେଖାଦେଇଛି, ତାହା ଦେଶରେ ଅନ୍ୟତମ ସର୍ବାଧିକ ଆଲୋଚନାର ବିଷୟ ପାଲଟିଯାଇଛି। ଘରୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri