Advertisement

ଏଇ ଭାରତରେ

ସଡ଼କ ଦୁର୍ଘଟଣାରେ ସାଙ୍ଗଙ୍କ ମୃତ୍ୟୁ ପରେ ନିଲୟ ଅଗ୍ରଓ୍ବାଲଙ୍କ ଜୀବନରେ ଏକ ବିରାଟ ପରିବର୍ତ୍ତନ ଆସିଛି। ନିଲୟଙ୍କ ସାଥୀ ବିଶାଲାକ୍ଷୀଙ୍କର ୨୦୧୮ରେ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ତାଙ୍କ ସ୍ମୃତିରେ ସେ ବିିଶାଲାକ୍ଷୀ ଫାଉଣ୍ଡେଶନ ଗଠନ କରି ଗରିବ ଲୋକମାନଙ୍କ ସେବା କରୁଛନ୍ତି ଓ ବସ୍ତିର ପିଲାମାନଙ୍କୁ ପଢ଼ାଇବାର ବ୍ୟବସ୍ଥା କରିଛନ୍ତି। ସେ ଏବେ ଗୁଗ୍‌ଲ ଇଣ୍ଡିଆ, ଦିଲ୍ଲୀରେ କାର୍ଯ୍ୟରତ। ବସ୍ତି ପିଲାମାନଙ୍କୁ ଶିକ୍ଷା ଦେବା ଲାଗି ସେ ‘ପ୍ରୋଜେକ୍ଟ ଡ୍ରିମ୍‌ ସ୍କୁଲ’ ପ୍ରତିଷ୍ଠା କରିଛନ୍ତି। ପ୍ରଥମେ ୨୦୨୦ ଜୁନ୍‌ରେ ଗୋଟିଏ ସ୍କୁଲ ପ୍ରତିଷ୍ଠା କରିବା ପରେ ଏବେ ଦେଶର ବିଭିନ୍ନ ସ୍ଥାନରେ ୧୭ଟି ଏଭଳି ସ୍କୁଲ ଚଳାଉଛନ୍ତି। ଏହି ସ୍କୁଲଗୁଡ଼ିକରେ ୨,୦୦୦ରୁ ଅଧିକ ବସ୍ତିପିଲା ପଢୁଛନ୍ତି। ପ୍ରାଥମିକ ଶିକ୍ଷା ଦେବା ପରେ ସେମାନଙ୍କୁ ସରକାରୀ ସ୍କୁଲରେ ନାମ ଲେଖାଉଛନ୍ତି। ଏହି କାର୍ଯ୍ୟରେ ତାଙ୍କ ସହ ୪,୦୦୦ରୁ ଊର୍ଦ୍ଧ୍ୱ ସ୍ବେଚ୍ଛାସେବୀ ଯୋଡ଼ି ହୋଇଛନ୍ତି। ସମସ୍ତେ ବ୍ୟକ୍ତିଗତ ସ୍ତରରେ ଯଥାସମ୍ଭବ ଆର୍ଥିକ ସାହାଯ୍ୟ ମଧ୍ୟ କରୁଛନ୍ତି। ଜଣେ ପିଲାଙ୍କ ପିଛା ପ୍ରତି ମାସରେ ୧,୦୦୦ ଟଙ୍କା ଖର୍ଚ୍ଚ ହେଉଛି। ନିଲୟ ସବୁ ଖର୍ଚ୍ଚ ଲୋକଙ୍କଠାରୁ ପ୍ରାପ୍ତ ଅନୁଦାନରେ ହିଁ ଚଳାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିକାଶ ଆକଳନର ନୂଆ ମାନଦଣ୍ଡ

ମ୍ୟାକ୍ସଓ୍ବେଲ ଗୋମେରା ବିଶ୍ୱର ପ୍ରାୟ ୧୫ କୋଟିରୁ ଊର୍ଦ୍ଧ୍ୱ ଲୋକ କରୋନା ମହାମାରୀରେ ପୀଡ଼ିତ। ଏହି ସଂଖ୍ୟା କାନାଡା, ଫ୍ରାନ୍ସ ଓ ଇଂଲଣ୍ଡର ମୋଟ ଜନସଂଖ୍ୟା...

ମହାମାରୀରେ ବୟୋଜ୍ୟେଷ୍ଠଙ୍କ ଦାୟିତ୍ୱ

ସହଦେବ ସାହୁ ଆମକୁ ଶାସନ କରୁଥିବା ନେତାମାନେ ସମସ୍ତେ ବୟୋଜ୍ୟେଷ୍ଠ। ବୟୋଜ୍ୟେଷ୍ଠମାନେ ଧର୍ମଭୀରୁ ହୋଇଥାଆନ୍ତି। ଭୋଟରମାନଙ୍କ ଧର୍ମବିଶ୍ୱାସକୁ ଖୋରାକ ଯୋଗାଇ ପାରିଲେ ଭୋଟ ପାଇବା ସହଜ...

ଝିଅ କେବଳ ଝିଅ ନୁହେଁ

ଦ୍ୱିତୀ ଚନ୍ଦ୍ର ସାହୁ   ଗୋଟେ ପୁଅ, ଆଉ ଗୋଟେ ଝିଅ। ଚାରିଜଣଙ୍କୁ ନେଇ ସୁଖର ସଂସାର ଚାଲୁଥିଲା। ବୟସ ହେବାରୁ ଝିଅକୁ ହାତକୁ ଦି’...

ପରୀକ୍ଷାକବଳିତ ଶିକ୍ଷା

ଡ. ସୁବାସ ଚନ୍ଦ୍ର ପାତ୍ର ପ୍ର ଖ୍ୟାତ ଦିବଂଗତ ନାଟ୍ୟକାର ପ୍ରମୋଦ ତ୍ରିପାଠୀଙ୍କ ନାଟକ ‘ଶଁବାଳୁଆ’ରେ ଜଣେ ସ୍କୁଲ ଶିକ୍ଷକ ପ୍ରଧାନ ଶିକ୍ଷକଙ୍କୁ ପ୍ରଦାନ କରିଥିବା...

ଟ୍ରମ୍ପଙ୍କ ଗସ୍ତ

ଆକାର ପଟେଲ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଭାରତ ଗସ୍ତରେ ଆସି ସୋମବାର ଓ ମଙ୍ଗଳବାର ଅହମଦାବାଦ, ଆଗ୍ରା ଓ ଦିଲ୍ଲୀ ଯିବେ। ସେ ୨୦ଟି...

ଅଭିଭାବକ

ଡ. ସୁବାସ ଚନ୍ଦ୍ର ପାତ୍ର   ସଂଖ୍ୟା ଦୃଷ୍ଟିରୁ ଆଜି ଅଭିଭାବକ ଏକବଚନ ବା ଦ୍ୱିବଚନରେ। ଅର୍ଥାତ୍‌ ଝିଅପୁଅର ମା’ ଓ ବାପା। ଅବଶ୍ୟ ଏକ...

ନୀତି କାହା ସ୍ବାର୍ଥରେ

ଆକାର ପଟେଲ ନୀତି ଆୟୋଗ ମୁଖ୍ୟ ଏମିତି କିଛି କହିଲେ ଯାହା ଅନେକଙ୍କୁ ଚିନ୍ତାରେ ପକାଇଦେଇଛି। ଏଥିପାଇଁ ତାଙ୍କୁ ନିଜକୁ ବୁଝାଇବାକୁ ପଡ଼ିଲା। ଏହା ଅବଶ୍ୟ...

କୃଷି ଓ ଆତ୍ମନିର୍ଭର ଭାରତ

ବିଚିତ୍ର ବିଶ୍ୱାଳ କେବେ ଦିନେ କଥା ଥିଲା ‘ଚାଷ କାମ ଯାହାର, କେତେ ସୁଖ ତାହାର।’ କିନ୍ତୁ ଆଜି ଏହା ସମ୍ପୂର୍ଣ୍ଣ ଓଲଟି ଯାଇଛି। କେହି...

Advertisement
Archives

Model This Week