ଏଇ ଭାରତରେ

ଅସହାୟ ଗରିବ, ମାନସିକ ଓ ଶାରୀରିକ ଦିବ୍ୟାଙ୍ଗ ପିଲାମାନଙ୍କ ସାହାରା ପାଲଟିଛନ୍ତି ଗୁଜରାଟର କିରଣ ପିଠିୟା ଏବଂ ତାଙ୍କ ପତି ରମେଶ ।
ରାଜକୋଟର ଉପଲେଟା ବ୍ଲକ୍‌ ନିବାସୀ ଏହି ଦମ୍ପତି ବିବାହର ଠିକ୍‌ ପରେ ପରେ ଦିବ୍ୟାଙ୍ଗ ଶିଶୁମାନଙ୍କ ସେବା କରିବାକୁ ନିଷ୍ପତ୍ତି ନେଇଥିଲେ। ବାସ୍ତବରେ ଏଭଳି ପତି ପତ୍ନୀଙ୍କ ଜୀବନର ଲକ୍ଷ୍ୟ ଏକ ହେବା ଖୁବ୍‌ କମ୍‌ ଦେଖିବାକୁ ମିଳେ। ଏହି କାର୍ଯ୍ୟ ଲାଗି କିରଣ ଚାକିରି ଛାଡ଼ି ଦେଇଛନ୍ତି। ଉକ୍ତ ଦମ୍ପତି ପ୍ରଥମେ ୧୦ ଜଣ ପିଲାଙ୍କୁ ନେଇ ଏକ ଭଡ଼ାଘରେ ସେବା ଆରମ୍ଭ କରିଥିଲେ। ପରେ ‘ଦିବ୍ୟ ଜ୍ୟୋତ ଦିବ୍ୟାଙ୍ଗ’ ସଂସ୍ଥା ଗଢି ତା’ ମାଧ୍ୟମରେ ଏହି କାର୍ଯ୍ୟ କରୁଛନ୍ତି। ରମେଶ ପିଲାଙ୍କୁ ଭୋକେଶନାଲ ଟ୍ରେନିଂ ଦେଉଛନ୍ତି ଓ ପଢ଼ାଉଛନ୍ତି। ଏବେ ତାଙ୍କ ପାଖରେ ୨୭ ଜଣ ଦିବ୍ୟାଙ୍ଗ ପିଲା ରହିଛନ୍ତି ଏବଂ ଅଧିକ ସୁବିଧା ହେଲେ ସେମାନେ ବେଶି ପିଲା ରଖିବାକୁ ଯୋଜନା କରିଛନ୍ତି ବୋଲି କହନ୍ତି କିରଣ। ଏ ବାବଦରେ ପ୍ରତି ମାସରେ ଖର୍ଚ୍ଚ ପାଇଁ ଆବଶ୍ୟକ ପାଖାପାଖି ୫୦ ହଜାର ଟଙ୍କା ଲୋକମାନଙ୍କଠାରୁ ଦାନ ସୂତ୍ରରେ ଯୋଗାଡ଼ ହେଉଛି। ପିଲାମାନଙ୍କ ଯନତ୍ ନେବା ଲାଗି ସେମାନେ ଆଉ ତିନି ଜଣ ଲୋକଙ୍କୁ ମଧ୍ୟ ନିଯୁକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାକାଶ ଆବର୍ଜନା

ସୋଭିଏଟ୍‌ ରୁଷ ୧୯୭୨ରେ ଶୁକ୍ର ଗ୍ରହ ସମ୍ପର୍କରେ ତଥ୍ୟ ହାସଲ କରିବା ଲାଗି ୧,୧୮୦ କିଲୋଗ୍ରାମ୍‌ ଓଜନର କସ୍‌ମସ୍‌-୪୮୨ ମହାକାଶ ଯାନ ପଠାଇଥିଲା। ପୃଥିବୀ କକ୍ଷପଥ...

ଏଇ ଭାରତରେ

୨୦୦ ବର୍ଷ ଧରି ଯାଯାବର ଜୀବନ ବିତାଉଥିବା ଗଢ଼ିଆ ଲୋହାର ସମ୍ପ୍ରଦାୟର ଲୋକଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ସକାଶେ ଦୀପା ପାଓ୍ବାରଙ୍କ ପ୍ରୟାସ...

ଲଗାମବିହୀନ ସାଇବର ଅପରାଧ

ପ୍ରକାଶ ତ୍ରିପାଠୀ ନୂଆ ଚାକିରି ଆଉ ପ୍ରଥମ ଦରମାର ଏକ ସତନ୍ତ୍ର ଆକର୍ଷଣ ରହିଥାଏ। ଏଥିରୁ ବାଦ୍‌ ପଡ଼ି ନ ଥିଲେ ଭୁବନେଶର ନିବାସୀ ଶୁଭମ୍‌।...

ସବୁରି ମୂଳରେ ‘ମୁଁ’

ଡ. ସୀତାକାନ୍ତ ତ୍ରିପାଠୀ ଥରେ ଶ୍ରେଣୀ ଶିକ୍ଷକ ଜଣେ ଛାତ୍ରକୁ ଡାକି ଉପସ୍ଥିତ ଛାତ୍ର ସଂଖ୍ୟା ଗଣି ତାଙ୍କୁ ଜଣାଇବାକୁ କହିଲେ। ଛାତ୍ର ଜଣକ ମଧ୍ୟ...

ଏଇ ଭାରତରେ

ମନ୍ଦିରରେ ଦିଅଁସେବା ପରେ ଫିଙ୍ଗି ଦିଆଯାଉଥିବା ଫୁଲକୁ ସଂଗ୍ରହ କରି ତାହାର ପୁନଃ ଉପଯୋଗ କରୁଛନ୍ତି ସୁରଟର ୨୨ ବର୍ଷୀୟା ଇଞ୍ଜିନିୟର ମୈତ୍ରୀ ଜରିଓ୍ବାଲା। ସେ...

ଯୁବସମାଜ ଓ ସାମାଜିକ ଗଣମାଧ୍ୟମ

ଶ୍ରୁତକୀର୍ତ୍ତି ତ୍ରିପାଠୀ ଯୁବସମାଜ ସର୍ବଦା ପରିବର୍ତ୍ତନ ଏବଂ ନୂତନତାକୁ ଆପଣେଇ ନେବାରେ ସିଦ୍ଧହସ୍ତ। ବିଗତ ଦୁଇ ଦଶନ୍ଧି ଧରି ଏଭଳି ଏକ ନୂତନତା ଆମ ସମସ୍ତଙ୍କ...

ଏ କି ଆତ୍ମନିର୍ଭର ଭାରତ

ଡ. ସନ୍ତୋଷ କୁମାର ମହାପାତ୍ର   ବହୁ ସମୟରେ ଶାସକ ଶ୍ରେଣୀ ଯେତେବେଳେ ପୁଞ୍ଜିପତିଙ୍କୁ ସନ୍ତୁଷ୍ଟ କରିବା ପାଇଁ କିଛି ଜନବିରୋଧୀ ପଦକ୍ଷେପ ନିଅନ୍ତି, ସେତେବେଳେ...

ଆଜିର ଅର୍ଥନୀତି/ ତାଲିମ ଲୋଡ଼ା

ରାଜ୍ୟ ସରକାର କୃଷକଙ୍କଠାରୁ ଧାନ ସଂଗ୍ରହ ନିମନ୍ତେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଡବ୍ଲ୍ୟୁଏସ୍‌ଏଚ୍‌ଜି)ଗୁଡ଼ିକୁ ଅନୁମତି ଦେଇଛନ୍ତି। ଏହା ସରକାରଙ୍କର ଆଉ ଏକ ଲୋକପ୍ରିୟବାଦୀ ପଦକ୍ଷେପ,...

Advertisement
Archives

Model This Week