ଏଇ ଭାରତରେ

ପଶ୍ଚିମବଙ୍ଗର ସୁନ୍ଦରବନରେ ସଂକ୍ରମିତଙ୍କ ଚିକିତ୍ସା ଲାଗି ଆବଶ୍ୟକ ଅକ୍ସିଜେନ ଯୋଗାଇବାରେ ଲାଗିଛନ୍ତି ସୌମିତ୍ର ମଣ୍ଡଳ। ବଡ଼କଥା ହେଉଛି, ସୁନ୍ଦରବନରେ ଥିବା ୯ଟି ଦ୍ୱୀପାଞ୍ଚଳରେ ରାସ୍ତା ଭଲ ନ ଥିତ୍ବାରୁ ସେଠାକାର ପୀଡ଼ିତଙ୍କ ନିକଟରେ ସେ ସାଇକେଲରେ ନେଇ ଅକ୍ସିଜେନ ପହଞ୍ଚାଉଛନ୍ତି। ସେଥିପାଇଁ ତାଙ୍କୁ ସୁନ୍ଦରବନର ଅକ୍ସିଜେନ ମଣିଷ କୁହାଯାଉଛି। ମଣ୍ଡଳଙ୍କ ବୟସ ୨୯ ଓ ସେ ଏକୁଟିଆ ସାଇକେଲରେ ଦୁର୍ଗମ ଅଞ୍ଚଳର ଗାଁ ଗାଁ ବୁଲି ଲୋକଙ୍କୁ ଓ୍ୟଷଧ ଓ ଅକ୍ସିଜେନ ଠିକ୍‌ ସମୟରେ ଦେଉଛନ୍ତି। ସେ ସାମାଜିକ କର୍ମୀ ଓ ଏନ୍‌ଜିଓଗୁଡ଼ିକଠାରୁ ଅକ୍ସିଜେନ ସିଲିଣ୍ଡର ସଂଗ୍ରହ କରୁଛନ୍ତି। ସ୍ଥାନୀୟ ପ୍ରଶାସନ ମଧ୍ୟ ତାଙ୍କୁ ଏ ଦିଗରେ ସହଯୋଗ କରୁଛି। ଶିକ୍ଷା ଶେଷ କରି ପ୍ରଥମେ ସେ ନିଜ ଗାଁ ଗୋସାବାର ସରକାରୀ ସ୍କୁଲରେ ଅସ୍ଥାୟୀ ଶିକ୍ଷକ ଭାବେ ଯୋଗ ଦେଇଥିଲେ। ସେଥିତ୍ରେ ସ୍ଥାୟୀ ଶିକ୍ଷକ ନିଯୁକ୍ତ ହେବା ପରେ ୨୦୧୯ରେ ସେ ଚାକିରି ହରାଇଥିଲେ। ପରେ ସେ ପିଲାମାନଙ୍କୁ ମାଗଣାରେ ଟ୍ୟୁଶନ କରିବା ସହ ଏହି କାର୍ଯ୍ୟ ଆରମ୍ଭ କରିଥିଲେ, ଯାହାକୁ ଏଯାବତ୍‌ ସେ ଚାଲୁ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ପ୍ରଭାବ ସମୁଦ୍ରରେ ପରିଲକ୍ଷିତ ହେଲାଣି। ବିଶେଷକରି ସମୁଦ୍ର ଜଳ ପତନ ବୃଦ୍ଧି ହେବା ସହ ଜଳଚର ଜୀବ ପ୍ରଭାବିତ ହେଉଛନ୍ତି। ଏହି କ୍ରମରେ ବହୁ…

ଅମୃତର ସନ୍ତାନ

ବହୁ ଅନୁସନ୍ଧାନରୁ ବର୍ତ୍ତମାନ ପ୍ରାୟ ସମସ୍ତ ବିଜ୍ଞାନୀ ଏକମତ ଯେ ପୃଥିବୀରେ ମାନବ ସଭ୍ୟତା ଥରଥର କରି ଛଅ ଥର ଆରମ୍ଭ ହୋଇ ପୁଣି ନଷ୍ଟ ହୋଇଯାଇଛି।…

ଗଙ୍ଗାଜଳ ବଣ୍ଟନ ଚୁକ୍ତି

ଗଙ୍ଗାଜଳ ବଣ୍ଟନ ଚୁକ୍ତି ନବୀକରଣ ଏବେ ଜାତୀୟ ସ୍ତରରେ ଆଲୋଚ୍ୟ ବିଷୟ। ବାଂଲାଦେଶ ପୂର୍ବ ଅପେକ୍ଷା ଅଧିକ ଜଳ ଦାବି କରି ବିବୃତି ଦେଉଛି। ଭାରତ ମଧ୍ୟ…

ଭାରତ ଏକ ଗୋତ୍ର

ଭାରତରେ ନାମ ପରିବର୍ତ୍ତନ କିଛି ଦଶନ୍ଧି ପୂର୍ବେ ଆରମ୍ଭ ହୋଇଥିଲା। ମୁମ୍ବାଇ, ଚେନ୍ନାଇ ଓ କୋଲକାତା ଆଦି ନାମ ଚଳିତ ଶତାବ୍ଦୀର ଟିକେ ପୂର୍ବରୁ ବା ପରେ…

ଜଟିଳ ପ୍ରକ୍ରିୟା

ଆଇନଶୂନ୍ୟ ଦେଶଗୁଡ଼ିକର ମନମୁଖି ଶାସନ ପ୍ରତି ଲୋକମାନଙ୍କ ମନରେ ଗଭୀର ଆତଙ୍କ ରହିଥାଏ। ଏଥିରେ ନିଷ୍ଠୁରତାକୁ ଏକ ପ୍ରକ୍ରିୟା ଭାବରେ ଦର୍ଶାଯାଇ ଲୋକଙ୍କୁ ନିର୍ଯାତନା ଦିଆଯାଇଥାଏ। ଏବେ…

ନୀରବ ଆକ୍ରମଣ

କାଳସ୍ରୋତର ଅନବରତ ପ୍ରବାହରେ ଓଡ଼ିଶାର ସାମାଜିକ-ଆର୍ଥିକ-ସାଂସ୍କୃତିକ ସଂରଚନା ଆଜି ଏକ ଭୟାବହ, ଦୁରାରୋଗ୍ୟ ଦୁର୍ବିପାକର ସମ୍ମୁଖୀନ – ତାହା ହେଉଛି ଜବରଦଖଲ । ଏହା କେବଳ ଏକ…

କ୍ଷମତା ଓ ଅହଂ

ଭାରତରେ ପାଞ୍ଚ ବର୍ଷରେ ଥରେ ନିର୍ବାଚନ ଅନୁଷ୍ଠିତ ହୁଏ। କେହି କେହି ଜିତନ୍ତି ଓ କେହି କେହି ପରାଜିତ ହୁଅନ୍ତି। ବେଳେବେଳେ ବିଭିନ୍ନ କାରଣରୁ ଅନେକ ଯୋଗ୍ୟ…

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri