ଏଇ ଭାରତରେ

ଗୋଟିଏ କି ଦୁଇଟି ପ୍ରକାର ଧାନ ନୁହେଁ, ୬୫୦ ପ୍ରକାର ଧାନ ଚାଷ କରୁଛନ୍ତି କେରଳର ସତ୍ୟନାରାୟଣନ ବେଲେରି। କସାରଗଡର ନେତିନେଗେ ଗାଁ ନିବାସୀ ସତ୍ୟନାରାୟଣନ ଅଭିନବ ପଦ୍ଧତିରେ କମ୍‌ ଜମିରେ ତାର୍‌ପୋଲିନ ଓ ଗ୍ରୋ ବ୍ୟାଗ୍‌ ବ୍ୟବହାର କରି ଧାନଚାଷ କରୁଛନ୍ତି। ତାର୍‌ପୋଲିନରେ ପାଣି ଜମାକରି ତା’ଉପରେ ଗ୍ରୋ ବ୍ୟାଗ ରଖି ଏହି ଚାଷ କରାଯାଉଛି। ସେ କେରଳ, କର୍ନାଟକ, ଆସାମ , ମଣିପୁରରୁ ଧାନ ବିହନ ସଂଗ୍ରହ କରୁଛନ୍ତି। ଏପରିକି ଫିଲିପାଇନ୍ସ ଏବଂ ଜାପାନରୁ ମଧ୍ୟ ବିହନ ମଗାଉଛନ୍ତି। ୧୫ ବର୍ଷ ତଳୁ ସେ ଧାନ ବିହନ ସଂଗ୍ରହ କରିବା ଆରମ୍ଭ କରିଥିଲେ। ଓ୍ୟଷଧୀୟ ଗୁଣରେ ଭରପୁର ବହୁ କିସମ ଧାନ ମଧ୍ୟ ତାଙ୍କ ପାଖରେ ଉପଲବ୍ଧ।
କେବଳ ଏତିକି ନୁହେଁ,ସତ୍ୟନାରାୟଣନ ଧଳା, କଳା, ଲାଲ, ବାଇଗଣି ଓ ସବୁଜ ରଙ୍ଗ ଧାନ ଉପତ୍ାଦନ କରୁଛନ୍ତି। ପ୍ରତ୍ୟେକ ଗ୍ରୋ ବ୍ୟାଗ୍‌ରେ ୩୦୦ ଗ୍ରାମ୍‌ ଧାନ ଫଳୁଛି। ସେ ମଧ୍ୟ ବହୁ ଚାଷୀଙ୍କୁ ମାଗଣାରେ ବିହନ ଯୋଗାଉଛନ୍ତି। ଧାନ ଚାଷ ପାଇଁ ତାଙ୍କୁ କେନ୍ଦ୍ର କୃଷି ମନ୍ତ୍ରଣାଳୟ ପକ୍ଷରୁ ସମ୍ମାନିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ପ୍ରଭାବ ସମୁଦ୍ରରେ ପରିଲକ୍ଷିତ ହେଲାଣି। ବିଶେଷକରି ସମୁଦ୍ର ଜଳ ପତନ ବୃଦ୍ଧି ହେବା ସହ ଜଳଚର ଜୀବ ପ୍ରଭାବିତ ହେଉଛନ୍ତି। ଏହି କ୍ରମରେ ବହୁ…

ଅମୃତର ସନ୍ତାନ

ବହୁ ଅନୁସନ୍ଧାନରୁ ବର୍ତ୍ତମାନ ପ୍ରାୟ ସମସ୍ତ ବିଜ୍ଞାନୀ ଏକମତ ଯେ ପୃଥିବୀରେ ମାନବ ସଭ୍ୟତା ଥରଥର କରି ଛଅ ଥର ଆରମ୍ଭ ହୋଇ ପୁଣି ନଷ୍ଟ ହୋଇଯାଇଛି।…

ଗଙ୍ଗାଜଳ ବଣ୍ଟନ ଚୁକ୍ତି

ଗଙ୍ଗାଜଳ ବଣ୍ଟନ ଚୁକ୍ତି ନବୀକରଣ ଏବେ ଜାତୀୟ ସ୍ତରରେ ଆଲୋଚ୍ୟ ବିଷୟ। ବାଂଲାଦେଶ ପୂର୍ବ ଅପେକ୍ଷା ଅଧିକ ଜଳ ଦାବି କରି ବିବୃତି ଦେଉଛି। ଭାରତ ମଧ୍ୟ…

ଭାରତ ଏକ ଗୋତ୍ର

ଭାରତରେ ନାମ ପରିବର୍ତ୍ତନ କିଛି ଦଶନ୍ଧି ପୂର୍ବେ ଆରମ୍ଭ ହୋଇଥିଲା। ମୁମ୍ବାଇ, ଚେନ୍ନାଇ ଓ କୋଲକାତା ଆଦି ନାମ ଚଳିତ ଶତାବ୍ଦୀର ଟିକେ ପୂର୍ବରୁ ବା ପରେ…

ଜଟିଳ ପ୍ରକ୍ରିୟା

ଆଇନଶୂନ୍ୟ ଦେଶଗୁଡ଼ିକର ମନମୁଖି ଶାସନ ପ୍ରତି ଲୋକମାନଙ୍କ ମନରେ ଗଭୀର ଆତଙ୍କ ରହିଥାଏ। ଏଥିରେ ନିଷ୍ଠୁରତାକୁ ଏକ ପ୍ରକ୍ରିୟା ଭାବରେ ଦର୍ଶାଯାଇ ଲୋକଙ୍କୁ ନିର୍ଯାତନା ଦିଆଯାଇଥାଏ। ଏବେ…

ନୀରବ ଆକ୍ରମଣ

କାଳସ୍ରୋତର ଅନବରତ ପ୍ରବାହରେ ଓଡ଼ିଶାର ସାମାଜିକ-ଆର୍ଥିକ-ସାଂସ୍କୃତିକ ସଂରଚନା ଆଜି ଏକ ଭୟାବହ, ଦୁରାରୋଗ୍ୟ ଦୁର୍ବିପାକର ସମ୍ମୁଖୀନ – ତାହା ହେଉଛି ଜବରଦଖଲ । ଏହା କେବଳ ଏକ…

କ୍ଷମତା ଓ ଅହଂ

ଭାରତରେ ପାଞ୍ଚ ବର୍ଷରେ ଥରେ ନିର୍ବାଚନ ଅନୁଷ୍ଠିତ ହୁଏ। କେହି କେହି ଜିତନ୍ତି ଓ କେହି କେହି ପରାଜିତ ହୁଅନ୍ତି। ବେଳେବେଳେ ବିଭିନ୍ନ କାରଣରୁ ଅନେକ ଯୋଗ୍ୟ…

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri