ଏଇ ଭାରତରେ

ଗାଁ ଗାଁ ବୁଲି ପୁରାତନ ସାମଗ୍ରୀ ସଂଗ୍ରହ କରି ଏକ ମ୍ୟୁଜିୟମ ବା ସଂଗ୍ରହାଳୟ ପ୍ରତିଷ୍ଠା କରିଛନ୍ତି ପଶ୍ଚିମବଙ୍ଗର ଡ. ବିଶ୍ୱଜିତ ରାୟ। ସେ ପିଜୁସକାନ୍ତି ମୁଖାର୍ଜୀ ମହାବିଦ୍ୟାଳୟର ସହକାରୀ ପ୍ରାଧ୍ୟାପକ ଭାବେ କାର୍ଯ୍ୟ କରୁଛନ୍ତି। ନଦିୟା ଜିଲା ଦେବଗ୍ରାମରେ ସେ ଏହି ସଂଗ୍ରହାଳୟ ପ୍ରତିଷ୍ଠା କରିଛନ୍ତି। ପ୍ରଥମେ ସଂଗ୍ରହାଳୟ କରିବା ସମୟରେ ୨୦ଟି ଜିନିଷ ଥିଲା। ଏବେ ସେଠାରେ ୧,୦୦୦ରୁ ଊର୍ଦ୍ଧ୍ୱ ଜିନିଷ ରହିଛି। ଏକ ଦଶନ୍ଧି ପୂର୍ବେ ନଦିୟା ଜିଲାରେ ସେ ଗବେଷଣା କରୁଥିତ୍ବା ବେଳେ ୨୦୦୦ ବର୍ଷର ଏକ ନଦୀର ସନ୍ଧାନ ପାଇବା ପରେ ସେଠାକାର ପୁରାତନ ସଭ୍ୟତା ଉପଯୋଗ କରୁଥିବା ଜିନିଷଗୁଡ଼ିକୁ ମାଟିତଳୁ ଉଦ୍ଧାର କରି ସଂଗ୍ରହାଳୟ ଆରମ୍ଭ କରିଥିଲେ। ବିଭିନ୍ନ ସ୍ଥାପତ୍ୟ ଓ ମାଟିପାତ୍ରର ଅବଶେଷାଂଶ, ପଥର ଓ ଧାତୁ ବିଗ୍ରହ, ବାଘଦାନ୍ତ ଆଦି ବହୁ ଜିନିଷ ସଂଗ୍ରହ କରିଛନ୍ତି। ଏସବୁ ମୁଖ୍ୟତଃ ଦେବଗ୍ରାମ ଓ ଅନୁଲିୟା ପଞ୍ଚାୟତର ଗ୍ରାମଗୁଡ଼ିକରୁ ଉଦ୍ଧାର କରିଛନ୍ତି। ଏସବୁ ପୁରାତନ ଜିନିଷ ସଂଗ୍ରହ କରିବାରେ ଗ୍ରାମବାସୀ ତାଙ୍କୁ ସାହାଯ୍ୟ କରୁଛନ୍ତି। ଏହାର ସଂରକ୍ଷଣ କରିବା ଲାଗି ଡ. ମୁଖାର୍ଜୀ ମଧ୍ୟ ସଚେତନତା ଅଭିଯାନ ଚଳାଇଚନ୍ତି। ଏହି ସଂଗ୍ରହାଳୟ ପାଇଁ ଗ୍ରାମବାସୀମାନେ ଘର ଏବଂ କାଠତିଆରି ଶେଲ୍ଫ ଯୋଗାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ଟିଭି ଶୋ’ ଦେଖି ଷ୍ଟ୍ରବେରି ଚାଷ ଆରମ୍ଭକରି ଜଣେ ସଫଳ ଚାଷୀ ହୋଇପାରିଛନ୍ତି। ସେ ବିନା ମାଟି ଅର୍ଥାତ୍‌ କେବଳ ପାଣି...

ଜୀବନ୍ତ ଗ୍ରହର ଜୀବନ ରହସ୍ୟ

ପୃଥିବୀକୁ ମିଶେଇ ଆଠଟା ଗ୍ରହ, ପ୍ଲୁଟୋକୁ ମିଶେଇ ୫ଟା ବାମନଗ୍ରହ, ଚନ୍ଦ୍ରକୁ ମିଶେଇ ଶହ ଶହ ଉପଗ୍ରହ, ଗ୍ରହାଣୁପୁଞ୍ଜ, ଅଗଣିତ ଛୋଟବଡ଼ ପିଣ୍ଡ ଏବଂ ବିଶାଳକାୟ...

ଶିଶୁ ଅନୁକୂଳ ପାଠାଗାର

ଜାତୀୟ ଶିକ୍ଷାନୀତିି ୨୦୨୦ରେ ଏବଂ ଜାତୀୟ ପାଠ୍ୟ ଖସଡ଼ା ୨୦୨୨ରେ ପ୍ରାକ୍‌-ପ୍ରାଥମିକ ଶିକ୍ଷାରେ ଇମରଜେଣ୍ଟ ଲିଟେରାସି ବା ଅଙ୍କୁରିତ ସାକ୍ଷରତା, ଇମରଜେଣ୍ଟ ରିଡିଂ ବା ଅଙ୍କୁରିତ...

ନେହେରୁ ନୁହେଁ, ଭବିଷ୍ୟତକୁ ଦେଖ

‘ବନ୍ଦେ ମାତରମ୍‌’ ଭାରତର ଜାତୀୟ ଗୀତ ଭାବେ ଜଣାଶୁଣା। ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ଏହା ରଚିତ ହୋଇଥିଲା। ୧୮୭୫ ନଭେମ୍ବର ୭ରେ ପ୍ରଥମେ ‘ବଙ୍ଗଦର୍ଶନ’...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଏକଚାଟିଆ ବ୍ୟବସାୟ

ଭାରତରେ ଗତ ୫ ଦିନ ହେବ ଯେଉଁଭଳି ଭାବେ ବିମାନ ସେବାରେ ବିଭ୍ରାଟ ଦେଖାଦେଇଛି, ତାହା ଦେଶରେ ଅନ୍ୟତମ ସର୍ବାଧିକ ଆଲୋଚନାର ବିଷୟ ପାଲଟିଯାଇଛି। ଘରୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri