ଏଇ ଭାରତରେ

କରୋନାର ଦ୍ୱିତୀୟ ଲହର ପ୍ରକାଶ ପାଇବା ପରଠାରୁ ଏଯାବତ୍‌ ଦିନଟିଏ ବିଶ୍ରାମ ନେବାକୁ ଭୁଲି ଯାଇଛନ୍ତି ପୁଣେର ଆଶାକର୍ମୀ ସୁମନ ଧେବେ। ମହାରାଷ୍ଟ୍ରର ଭେଲେ ବ୍ଲକ୍‌ ଅନ୍ତର୍ଗତ ଦୁର୍ଗମ ଅଞ୍ଚଳର ୫ଟି ଗାଁକୁ କୋଭିଡ୍‌ମୁକ୍ତ ରଖିତ୍ତ୍ବା ଲାଗି ସେ ପ୍ରତିଦିନ ୧୨ରୁ ୧୩ କି.ମି ପାହାଡ଼ ଚଢ଼ି ଯାଉଛନ୍ତି। ଏହିସବୁ ଗାଁର ଲୋକସଂଖ୍ୟା ୧,୦୦୦। ତାଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ଗାଁଗୁୁଡ଼ିକ ଦ୍ୱିତୀୟ ଲହରରେ ସମ୍ପୂର୍ଣ୍ଣ କୋଭିଡ୍‌ମୁକ୍ତ ହୋଇପାରିଛି। ୨୦୨୦ ଜୁଲାଇରେ ଗୋଟିଏ ଗାଁରେ ଆଦିମ ଜନଜାତିର ଦୁଇଜଣ କୋଭିଡ୍‌ ସଂକ୍ରମିତ ହେବା ପରେ ସୁମନ ବିଚଳିତ ହୋଇ ଯାଇଥିଲେ। ପରେ ସେ କଣ୍ଟ୍ରାକ୍ଟ ଟ୍ରେସିଂ ଆରମ୍ଭ କରି ସେହି ଗାଁଗୁଡ଼ିକରେ ସଂକ୍ରମଣ ରୋକିବା ପାଇଁ ଲାଗି ପଡ଼ିଥିଲେ। ଏଥିପାଇଁ ତାଙ୍କୁ ଦୁଇଟି ପାହାଡ଼ ଚଢ଼ି ସେଠାକୁ ଯିବାକୁ ପଡ଼ିିଥିତ୍ଲା। ସମ୍ପୃକ୍ତ ଦୁଇ ଜଣଙ୍କୁ ଗ୍ରାମବାସୀଙ୍କଠାରୁ ଅଲଗା କରି ପ୍ରଥମ ଲହରରେ ଗାଁଗୁଡ଼ିକୁ କୋଭିଡ୍‌ମୁକ୍ତ କରିବା ପରେ ଦ୍ୱିତୀୟ ଲହରରେ ତାଙ୍କ ଉଦ୍ୟମ ଯୋଗୁ ଏଠାରେ କୋଭିଡ ପହଞ୍ଚି ପାରିନାହିଁ। ୪୨ ବର୍ଷୀୟା ସୁମନ ପ୍ରତିଦିନ ସକାଳ ୮ଟାରେ ଗଁାଗୁଡ଼ିକ ଅଭିମୁଖେ ଯାତ୍ରା ଆରମ୍ଭ କରନ୍ତି। ପାହାଡ଼ ଚଢ଼ିବା ଲାଗି ହାତରେ ବାଉଁଶ ବାଡିଟିଏ ନିଅନ୍ତି। ଯିବା ଆସିବା ଲାଗି ୧୦ ଘଣ୍ଟା ଲାଗିଯାଏ। ଗତ ବର୍ଷ ଜୁଲାଇରୁ ଏଯାବତ୍‌ ସେ ପ୍ରତିକୂଳ ପରିସ୍ଥିତିରେ ବି ଏହି ସେବା ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଳାବାଟର ଦେଶ

ନିରଞ୍ଜନ ସାହୁ ଯେକୌଣସି କାମ କରିବା ପାଇଁ ଏକ ଅନୁସୃତ ପଦ୍ଧତି ରହିଛି। ଏପରିକି ଆମ ଦେଶର ଆଇନ ମଧ୍ୟ ସେଇକଥା କହେ। ଯାହା ହେଲା-Procedure...

ଛାଡ଼ଖାଇ ମାହାତ୍ମ୍ୟ

ଡ଼. କୁଳାଙ୍ଗାର ଛାଡ଼ଖାଇ ଶବ୍ଦଟି ଉଚ୍ଚାରଣ ମାତ୍ରେ ସଂଖ୍ୟାଧିକ ଲୋକଙ୍କର ପାଟିରେ ପାଣି ଭରିଯାଏ। ନ ହୁଅନ୍ତା ବା କିପରି? ମଣିଷ ମାତ୍ରେ ହିଁ ଆଇଁଷିଆ...

ଏଇ ଭାରତରେ

ଦୁନିଆରେ ଦିବ୍ୟାଙ୍ଗମାନେ ସାମାଜିକ ସ୍ରୋତରେ ପଛରେ ରହିଯାଉଛନ୍ତି। ଏହାର ଅନେକ କିଛି କାରଣ ରହିଛି, ହେଲେ ସେହିସବୁ କାରଣକୁ ନ ଖୋଜି ନିଜ ମାଧ୍ୟମରେ ଯାହାକିଛି...

ଢୋଲପୁରରୁ ଶିକ୍ଷା

ନଚିକେତ ମୁର ୨୦୧୭ରେ ରାଜସ୍ଥାନ ଢୋଲପୁର ଜିଲାରେ କିଶୋରୀମାନଙ୍କୁ ଯୌନ ସ୍ବାସ୍ଥ୍ୟ ସମ୍ପର୍କରେ ଶିକ୍ଷା ଦେବା ଲାଗି ‘ଉଡାନ’ କାର୍ଯ୍ୟକ୍ରମ ଆରମ୍ଭ କରାଯିବା ପରେ ଏହାକୁ...

ବିଶ୍ୱ ନଜରରେ ଭାରତ

ଆକାର ପଟେଲ ୨୦୨୦ରେ ସାରା ଜଗତ ଭାରତ ବିଷୟରେ କ’ଣ କହୁଛି? ”ଭାରତରେ ହିଂସାକାଣ୍ଡ ବଢ଼ିଚାଲିଥିବା ବେଳେ ପୋଲିସ ମୁସଲମାନଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହେଉଛି“...

କରୋନା ଓ ହ୍ବାଇଟ୍‌ ଫଙ୍ଗସ୍‌

ନାରାୟଣ ଚନ୍ଦ୍ର ବିଶ୍ୱାଳ କୋଭିଡ୍‌ ମହାମାରୀ ସମୟରେ ଏହା ପାଟି ଓ ନାକ ରୋଗର ମୁଖଶାଳା ହୋଇଥିବାରୁ ଏହାର ବିଶେଷ ଧ୍ୟାନ ରଖିବା ନିତାନ୍ତ ଜରୁରୀ।...

କରୋନା ମୁକାବିଲାରେ ଭାରତୀୟ ଡାକ

ବୃହସ୍ପତି ସାମଲ ଭାରି ବ୍ୟସ୍ତ ଲାଗୁଥାଏ ସଂଜିତ୍‌ ହାଲଦାରଙ୍କୁ। ଶନିବାର କାମ ସାରି ନିଜର କର୍ମସ୍ଥଳୀ ନଦିଆ ଜିଲାର ଦେବଗ୍ରାମ ଉପଡାକଘରୁ ୧୬୦ କି.ମି. ଦୂର...

ନିଶାର ଦଶା

ଡ. ସତ୍ୟନାରାୟଣ ମିଶ୍ର ଆଧୁନିକ ସଭ୍ୟତାରେ ନିଶା ସେବନ ହେଉଛି ଏକ ମାରାତ୍ମକ ସାମାଜିକ ବ୍ୟାଧି ଓ ଅପରାଧ। ଏହା କର୍କଟ ରୋଗ ଭଳି ଦିନକୁ...

Advertisement
Archives

Model This Week