ଏଇ ଭାରତରେ

କରୋନା ମହାମାରୀରେ ସାରା ଦେଶରେ ଲକ୍ଷ ଲକ୍ଷ ଲୋକ ଚାକିରି ହରାଇଛନ୍ତି। ପ୍ରବାସୀ ଶ୍ରମିକମାନେ ସବୁଠୁ ବେଶୀ ପ୍ରଭାବିତ ହୋଇଛନ୍ତି। ଏମାନଙ୍କୁ ପୁଣି ନିଯୁୁକ୍ତି ଯୋଗାଇ ଉଦାହରଣ ସୃଷ୍ଟି କରିଛନ୍ତି ବିହାରର ପଶ୍ଚିମ ଚମ୍ପାରଣ ଜିଲା ମାଜିଷ୍ଟ୍ରେଟ କୁନ୍ଦନ କୁମାର।
ଚନପତିଆ ଟାଉନ୍‌ରେ ‘ଷ୍ଟାର୍ଟଅପ୍‌ ଜୋନ୍‌’ ପ୍ରତିଷ୍ଠା କରି ପ୍ରବାସୀ ଶ୍ରମିକମାନଙ୍କୁ ନିଯୁକ୍ତି ଦେଉଛନ୍ତି। ଏହାବାଦ୍‌ ସେମାନଙ୍କୁ ବ୍ୟାଙ୍କ ଲୋନ୍‌ ଠାରୁ ଆରମ୍ଭ କରି ସବୁ ପ୍ରକାର ସାହାଯ୍ୟ ଯୋଗାଇବାରେ ଲାଗିଛନ୍ତି।
ପ୍ରବାସୀମାନଙ୍କ କାର୍ଯ୍ୟକୌଶଳ ଉପରେ ଅନୁଧ୍ୟାନ କରି କିଏ କେଉଁ ସ୍ଥାନରେ କାର୍ଯ୍ୟ କଲେ ସଫଳ ହେବେ ସେହି ଅନୁସାରେ ସେମାନଙ୍କୁ କାମରେ ଲଗାଉଛନ୍ତି। ୨୦୧୨ ବ୍ୟାଚର ବିହାର କ୍ୟାଡରର ଅଧିତ୍କାରୀ କୁନ୍ଦନ ଚନପତିଆରେ ଥିତ୍ବା ପ୍ଲାଏ କମ୍ପାନୀଗୁଡ଼ିକରେ ନିଯୁକ୍ତି ଦେଉଛନ୍ତି। ଏବେ ୪୯ ଜଣ ବ୍ୟବସାୟୀ ପାଖାପାଖିତ୍ ୫୦୦ ଜଣଙ୍କୁ ନିଯୁକ୍ତି ଦେଇ ସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କମ୍ପ୍ୟୁଟର ଶିକ୍ଷାର ବିକାଶ ଲାଗି ଶୋହିବ ଦାର ଯେଉଁ ପ୍ରୟାସ ଜାରି ରଖିଛନ୍ତି ତାହା ପ୍ରଶଂସନୀୟ। ସେ ତିନୋଟି ରାଜ୍ୟର ୧୫,୦୦୦ରୁ ଊର୍ଦ୍ଧ୍ୱ ଶିଶୁଙ୍କୁ ମାଗଣାରେ...

ଏଇ ଭାରତରେ

ପଞ୍ଜାବର ଜଣେ ଛତୁଚାଷୀଙ୍କ ବାର୍ଷିକ ଆୟ ବିଷୟରେ ଜାଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ଟଣ୍ଡା ଗଁାର ସଞ୍ଜୀବ ସିଂ ବର୍ଷକୁ ୨ ହଜାର ଟନ୍‌...

ଦକ୍ଷିଣପୂର୍ବ ଏସିଆ ଓ ପ୍ରବାସୀ ଶ୍ରମିକ

ଏମ୍‌.ନିଆଜ ଅସଦୁଲ୍ଲା କୋଭିଡ୍‌-୧୯ ମହାମାରୀ ବିଶ୍ୱ ଅର୍ଥନୀତିକୁ ମାନ୍ଦା କରିଦେଇଛି। ସବୁଆଡ଼େ ଶ୍ରମ ବଜାର ଛାର୍‌ଖାର ହୋଇଯାଇଛି । ଏହାଯୋଗୁ ବିଶ୍ୱରେ ଶ୍ରମ ଶକ୍ତିର ଅଭାବ...

ପୁଣ୍ୟ ପୁରୁଷଙ୍କ ପୃଥିବୀ

ଚିତ୍ର ଚରିତ୍ର / ଅଧ୍ୟାପକ ନିରଞ୍ଜନ ପାଢ଼ୀ ପୃଥିବୀ ବୋଇଲେ ତ ଗୋଟିଏ। ପାପ ପୁଣ୍ୟ, ସତ୍ୟ ଅସତ୍ୟ, ହସ କାନ୍ଦ, ଅଭାବ ଐଶ୍ୱର୍ଯ୍ୟ ବା...

ଏଇ ଭାରତରେ

କର୍ନାଟକର ମହୀଶୂରରେ ରୁହନ୍ତି ଆୟୁବ ଅହମଦ। ଅଜଣା ମୃତଦେହକୁ ସଂସ୍କାର କରିବା ତାଙ୍କର ନିଶା। ଫୁଟ୍‌ପାଥରେ ରହୁଥିବା ଲୋକଙ୍କୁ ମଧ୍ୟ ସେ ସାହାଯ୍ୟ କରନ୍ତି। ମାତ୍ର...

ଓଡ଼ିଶାରେ ଶିଳ୍ପ ସଂଯୋଗୀକରଣ

କିଶୋର ସାମଲ ସତୁରି ଦଶକରେ ଏକ ଭାବଧାରା ଯୁକ୍ତି ଦର୍ଶାଇଥିଲା ଯେ ଭାରତରେ କୃଷିର ବିକାଶରେ ଗ୍ରାମୀଣ ଅଣକୃଷିକ୍ଷେତ୍ର ଓ କ୍ଷୁଦ୍ରଶିଳ୍ପକୁ କଞ୍ଚାମାଲ ଯୋଗାଇ ପ୍ରତ୍ୟକ୍ଷ...

ବ୍ୟସ୍ତ ହୁଅନାହିଁ

ଓଡ଼ିଶା ଉପକୂଳ ଅଞ୍ଚଳରେ ପ୍ରାୟତଃ ଅକ୍ଟୋବରରେ ଝଡ଼ବାତ୍ୟା ଦେଖାଦେଇ ଆସୁଥିଲା। ଗତ କିଛିବର୍ଷ ହେବ ମେ’ ମାସରେ ଅର୍ଥାତ୍‌ ଗ୍ରୀଷ୍ମ ସମୟରେ ବାତ୍ୟା ଆସି ବହୁ...

ଯୁବଶକ୍ତି ରାଷ୍ଟ୍ରଶକ୍ତି

ଡ. ମନୋରଞ୍ଜନ ପ୍ରଧାନ ୧୮୯୩ ସେପ୍ଟେମ୍ବର ୧୧ରେ ଚିକାଗୋ ବିଶ୍ୱଧର୍ମ-ମହାସମ୍ମେଳନୀରୁ ଫେରି ସାରା ଭାରତ ଭ୍ରମଣ କରି ସ୍ବାମୀ ବିବେକାନନ୍ଦ ଭାରତବର୍ଷର ମହାନତା, ସନାତନ ଧର୍ମ...

Advertisement
Archives

Model This Week