ଇମ୍ରାନଙ୍କ ଓଲଟା ଗଣତି ଆରମ୍ଭ

ଇସଲାମାବାଦ,୩୧ ।୩: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଅବିଶ୍ୱାସ ପ୍ରସ୍ତାବ ଉପରେ ମତଦାନ ପୂର୍ବରୁ ବହୁମତ ହରାଇ ସାରିଛନ୍ତି । ହେଲେ ଗାଦି ଛାଡୁ ନାହାନ୍ତି ବା ଛାଡିବାକୁ ଚାହୁଁ ନାହାନ୍ତି । ସେ ଇସ୍ତଫା ଦେବେ ନାହିଁ ବୋଲି ଅଡି ବସିଛନ୍ତି । କିନ୍ତୁ ଏପଟେ ନିଜ ସାଂସଦମାନେ ବିରୋଧିଙ୍କ ଆଡକୁ ଢଳି ଗଲେଣି । ଗୁରୁବାର ପାକିସ୍ତାନ ସଂସଦରେ ଅବିଶ୍ୱାସ ପ୍ରସ୍ତାବ ଉପରେ ଆଲୋଚନା ହେବ । ଅନୁମାନ କରାଯାଉଛି କି ଦିନେ ଦୁଇଦିନ ମଧ୍ୟରେ ଯେତେବେଳେ ଭୋଟିଂ ହେବ ସେତେବେଳେ ଇମ୍ରାନ ଗାଦିଚ୍ୟୁତ ହେବେ ।
ସୂଚନାଯୋଗ୍ୟ, ଗୋଟିଏ ଦିନ ପୂର୍ବରୁ ପାକିସ୍ତାନ ସେନା ମୁଖ୍ୟ ଓ ଆଇଏସ୍ ମୁଖ୍ୟଙ୍କ ସହ ଇମ୍ରାନଙ୍କର ଏକ ସ୍ୱତନ୍ତ୍ର ସାକ୍ଷାତ୍ କାର ହୋଇଥିଲା । ଅନୁମାନ କରାଯାଉଥିଲା କି ସେନା ଇମ୍ରାନଙ୍କୁ ସାହାଯ୍ୟ କରିବାକୁ ମନା କରି ଦେଇଛି । ହେଲେ ଏବେ ଇମ୍ରାନ ସରକାରରେ ଥିବା ସୂଚନା ଓ ପ୍ରସାରଣ ମନ୍ତ୍ରୀ ଫୱାଦ ଚୌଧୁରି ଦୃଢତାର ସହ କହିଛନ୍ତି ସେନା ମୁଖ୍ୟ ଇମ୍ରାନଙ୍କୁ ଇସ୍ତଫା ଦେବା କଥା କହି ନାହାନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଜିନ୍‌ କାଷ୍ଟେକ୍ସ ଫ୍ରାନ୍ସ ପ୍ରଧାନମନ୍ତ୍ରୀ

ପ୍ୟାରିସ,୪ା୭: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍‌ରଁ ଶୁକ୍ରବାର ଜିନ୍‌ କାଷ୍ଟେକ୍ସଙ୍କୁ ଦେଶର ନୂଆ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିଛନ୍ତି। ସେ ଏଡୁଆର୍ଡ ଫିଲିପ୍‌ଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ...

ବେଜିଂର ମହାଶକ୍ତି ମହତ୍ତ୍ୱାକାଂକ୍ଷା

ଓ୍ବାଶିଂଟନ/ବେଜିଂ,୧୦ା୩:ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ନିଜ ଦେଶକୁ ପୂର୍ବ ଏସିଆର ପ୍ରମୁଖ ଶକ୍ତିରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଆମେରିକାର ପ୍ରଭାବ ହ୍ରାସକରି ଚାଇନାକୁ ବିଶ୍ୱରେ...

ରୁଷିଆକୁ ୟୁକ୍ରେନର ବଡ ଝଟ୍‌କା, ମୋସ୍କୱା କ୍ରୁଜ ଉପରେ ମିଶାଇଲ ମାଡ

କ୍ୱିଭ,୧୪ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୫୦ ଦିନ ହୋଇଥିବା ବେଳେ ଏହା କମ୍ ପରିବର୍ତ୍ତେ ବେଳକୁ ବେଳ ତୀବ୍ର ହେବାରେ ଲାଗିଛି । ଏବେ ୟୁକ୍ରେନ୍...

ରୁଷିଆକୁ ଡରୁଛି ଜର୍ମାନୀ

ବର୍ଲିନ,୯ା୧୦: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ହୋଇଥିବା ଯୁଦ୍ଧ ୟୁରୋପକୁ ଏକ ଶକ୍ତି ସଙ୍କଟର ଆହ୍ବାନ ଦେଇଥିବାବେଳେ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି। ଏହି କାରଣରୁ...

ପାକିସ୍ତାନକୁ ସମର୍ଥନ ଜାରି ରଖିବ ତୁର୍କୀ

ଇସ୍‌ଲାମାବାଦ,୧୫ା୨(ପି.ଟି.): ଭାରତର ପ୍ରତିବାଦ ସତ୍ତ୍ୱେ ତୁର୍କୀ ରାଷ୍ଟ୍ରପତି ରିସେପ୍‌ ତାୟିପ୍‌ ଏର୍ଡୋଗାନ୍‌ ଶୁକ୍ରବାର ପୁଣି ଥରେ କଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି। ଏହା ଉଭୟ ଦେଶ ପାଇଁ...

୪୨ ପଇସା ନ ଫେରାଇବାରୁ ଦୋକାନୀ ନାଁରେ ମାମଲା କରି ଖର୍ଚ୍ଚ ହେଲା ୫୧୮ ଟଙ୍କା

ବେଜିଂ,୨୭।୪: ମାମଲା ଯେ ବେଳେ ବେଳେ ବ୍ୟକ୍ତିଙ୍କୁ କେତେ ଖର୍ଚ୍ଚାନ୍ତ କରାଏ ତାହା ଏବେ ଏହି ଖବରରୁ ସ୍ପଷ୍ଟ ହୋଇଛି। ସୂଚନା ଅନୁଯାୟୀ, ଚାଇନା ସୁପର...

୨୪ ଘଣ୍ଟାରେ ୨୦୦୦ ବିମାନ ବାତିଲ

ଓ୍ବାଶିଂଟନ,୩ା୧: କରୋନା ସଂକ୍ରମଣ ସମଗ୍ର ବିଶ୍ୱରେ କାୟା ବିସ୍ତାର କରି ଚାଲିଛି। କରୋନା ବୃଦ୍ଧି ହେତୁ ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ପ୍ରାୟ ୨...

ଗ୍ଲାସଗୋରେ ମୋଦି

ଏଡିନବର୍ଗ,୧ ।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସ୍କଟଲ୍ୟାଣ୍ଡର ସହର ଗ୍ଲାସଗୋରେ ପହଞ୍ଚିଛନ୍ତି । ରବିବାର ସେଠାରେ ଆରମ୍ଭ ହୋଇଥିବା ଜାତିସଂଘ ଜଳବାୟୁ ଶିଖର ସମ୍ମିଳନୀରେ...

Advertisement
Archives

Model This Week