Posted inଜାତୀୟ

ଟିକା ପାଇଁ ଜରୁରୀ ପଞ୍ଜୀକରଣ

ନୂଆଦିଲ୍ଲୀ,୧୪।୧୨-ଟିକା ପ୍ରଦାନ ନେଇ କେନ୍ଦ୍ର ସରକାର ସୋମବାର ଗାଇଡଲାଇନ ଜାରି କରିଛନ୍ତି। କେବଳ ପୂର୍ବ ପଞ୍ଜୀକୃତଙ୍କୁ ହିଁ ଟିକା ମିଳିବ ବୋଲି ନିୟମ ଜାରି କରାଯାଇଛି। ଜନସାଧାରଣ ଟିକା ପାଇଁ co-WIN ଆପରେ ପଞ୍ଜୀକରଣ କରିପାରିବେ। ପଞ୍ଜୀକରଣ ପାଇଁ ଭୋଟର ପରିଚୟ ପତ୍ର, ଆଧାର, ଡିଏଲ ଆଦି ୧୨ ପ୍ରକାର ପରିଚୟ ପତ୍ର ଦେଖାଇବା ଜରୁରୀ ବୋଲି କୁହାଯାଇଛି। ସେହିପରି ଟିକାକରଣ କେନ୍ଦ୍ରରେ କେବଳ ପୂର୍ବ ପଞ୍ଜୀକୃତଙ୍କୁ ଟିକା ପ୍ରଦାନ କରାଯିବ। ଟିକା କରଣ କେନ୍ଦ୍ରରେ ସ୍ପଟ୍‌ ରେଜିଷ୍ଟ୍ରେସନ କରାଯାଇପାରିବ ନାହିଁ। ପ୍ରତିକେନ୍ଦ୍ରରେ ଦୈନିକ ଶହେରୁ ୨ ଶହ ଲୋକଙ୍କୁ ଟିକା ଦିଆଯିବ। ପ୍ରଥମେ ୩୦ କୋଟି ଲୋକଙ୍କୁ ୬୦ କୋଟି ଟିକା ଡୋଜ ପାଇଁ ବ୍ୟବସ୍ଥା କରାଯାଇଛି। ୬୦ କୋଟି ଟିକା ଡୋଜ ଦେବାକୁ ନିର୍ବାଚନ ବ୍ରିଗେଡ ଲଗାଯିବ। ସ୍ବାସ୍ଥ୍ୟକର୍ମୀ, ସମ୍ମୁଖ କର୍ମୀ ଆଦି ୩୦ କୋଟି ଲୋକଙ୍କୁ ପ୍ରଥମେ ଟିକା ମିଳିବ ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ସୈନ୍ୟଙ୍କ ମୁକାବିଲା ପାଇଁ ବଜ୍ର, ତ୍ରିଶୂଳ

ନୂଆଦିଲ୍ଲୀ, ୧୯।୧୦: ପୂର୍ବ ଲଦାଖର ଗଲଓ୍ବାନ ଉପତ୍ୟକାରେ ଗତବର୍ଷ ଜୁନ୍‌ରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା, ଯେଉଁଥିରେ ଭାରତର ୨୦...

‘ପ୍ରଧାନମନ୍ତ୍ରୀ ପଦ ପାଇଁ ଅଭିଳାଷ ନାହିଁ, ବିରୋଧୀଙ୍କୁ ଏକାଠି କରିବା ହିଁ ମୂଳ ଲକ୍ଷ୍ୟ’

ନୂଆଦିଲ୍ଲୀ,୧୨।୮: ନୀତୀଶ କୁମାର ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ଛାଡ଼ି ପୁରୁଣା ସହଯୋଗୀ ଲାଲୁ ପ୍ରସାଦ ଯାଦବଙ୍କ ଆର୍‌ଜେଡିର ହାତ ଧରି ଅଷ୍ଟମ...

‘ଗରିବ ଶ୍ରମିକଙ୍କୁ ପ୍ରଥମେ ଆଣ’: ବିଦେଶରୁ ଫେରିବେ ସହସ୍ରାଧିକ ଭାରତୀୟ

ନୂଆଦିଲ୍ଲୀ,୨୯ା୪: ବିଭିନ୍ନ ଦେଶରେ ଅଟକି ରହିଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ଲାଗି ପ୍ରୟାସ ଆରମ୍ଭ ହୋଇଛି। ବୈଦେଶିକ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ...

ଆଉ ୩ ମାସ ବଢିଲା ରଣଦୀପ ଗୁଲେରିଆଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ, ୨୪।୬: ବଢିଲା ଏମ୍‌ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆଙ୍କ କାର୍ଯ୍ୟକାଳ। ଜୁନ ୨୪ ତାରିଖରେ କାର୍ଯ୍ୟକାଳ ଶେଷ ହେବାକୁ ଥିବା ବେଳେ ଆଉ ୩ ମାସ...

ଅସମ୍ଭବକୁ ସମ୍ଭବ କରିଛି ଭାରତ: ଦେଶରେ ପ୍ରସ୍ତୁତ ହେଉଛି ୩ କରୋନା ଟୀକା

ନୂଆଦିଲ୍ଲୀ, ୧୫।୮: କରୋନା ମହାମାରୀ ଲଢ଼େଇରେ ଭାରତ ଆଗୁଆ ରହିଛି। ଅସମ୍ଭବକୁ ଭାରତ ସମ୍ଭବ କରି ଦେଖାଇଛି। କରୋନାର ପ୍ରତିରୋଧ ପାଇଁ ଦେଶରେ ୩ ଟି...

ବ୍ରାଜିଲ୍‌କୁ ପଛରେ ପକାଇଲା ଭାରତ

ନୂଆଦିଲ୍ଲୀ, ୬।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଦିନ ପିଛା ୯୦ ହଜାରରୁ ଅଧିକରେ ପହଞ୍ଚିଛି।...

ମାଲେଗାଓଁ ବ୍ଲାଷ୍ଟ ମାମଲା: ସବୁ ସପ୍ତାହରେ ସାଧ୍ୱୀଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ

ଭୋପାଳ,୩।୬: ମାଲେଗାଓଁ ବ୍ଲାଷ୍ଟ ମାମଲାରେ ଭାଜପା ଏମ୍‌ପି ସାଧ୍ୱୀ ପ୍ରଜ୍ଞାଙ୍କୁ ଏନଆଇଏ ପକ୍ଷରୁ କୌଣସି ଆଶ୍ୱସ୍ତି ମିଳିନାହିଁ। ତାଙ୍କୁ କୌଣସି ସୁବିଧା ନ ଦେବା ସହ...

ମେ ୪ରୁ ଏଲ୍‌ଆଇସିର ଆଇପିଓ ବିକ୍ରି ଘୋଷଣା

ମୁମ୍ବାଇ,୨୭।: ବୀମା କମ୍ପାନୀ ଏଲଆଇସି ବୁଧବାର ଆଇପିଓ ବିକ୍ରି ଘୋଷଣା କରିଛି। ଏହି ଆଇପିଓ ଶେୟାର ଧାରକ ହେବା ନିମନ୍ତେ ଆସନ୍ତା ମେ ୪ ତାରିଖରୁ...

Advertisement
Archives

Model This Week