
ଭୁବନେଶ୍ୱର,୨।୭:BMCରେ ସୁରକ୍ଷା ନେଇ ବସିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ବୈଠକରେ ବିଏମ୍ସି କାର୍ଯ୍ୟାଳୟରେ ସୁରକ୍ଷା ନେଇ ଆଲୋଚନା ହୋଇଛି।
ଉକ୍ତ ବୈଠକରେ ମେୟର, ବରିଷ୍ଠ ଅଧିକାରୀ ସାମିଲ ହୋଇଛନ୍ତି। ସୁରକ୍ଷା ଏଜେନ୍ସି , ସ୍ମାର୍ଟସିଟି ଅଧିକାରୀ ଉପସ୍ଥିତ ରହିଛନ୍ତି।
ଅନ୍ୟପକ୍ଷେ BMC ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣାରେ ରାଜ୍ୟର ବିଭିନ୍ନ ସ୍ଥାନରେ OAS ସଂଘ ପ୍ରତିବାଦ କରିଛନ୍ତି। ଅର୍ନିଦ୍ଦିଷ୍ଟ କାଳ ଯାଏ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି। ବିଭିନ୍ନ ସ୍ଥାନରେ ଅଫିସ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି।