କେମିତି ତିଷ୍ଠି ରହିବ ବନ୍ଧୁତା 

ଜୀବନକୁ ସରସ, ସୁନ୍ଦର ଆଉ ସୁଖମୟ କରିଥାଏ ବନ୍ଧୁତା। ତେବେ ଏହାକୁ ଦୀର୍ଘସ୍ଥାୟୀ କରିବା ପାଇଁ କେତୋଟି କଥା ଉପରେ ଗୁରୁତ୍ୱ ଦେବା ନିହାତି ଜରୁରୀ..

*ବନ୍ଧୁତା ବିଶ୍ୱାସ ଉପରେ ତିଷ୍ଠି ରହିଥାଏ। ସେଥିପାଇଁ ବନ୍ଧୁଙ୍କୁ କେବେ ବି ମିଛ କହିବା ଠିକ୍‌ ନୁହେଁ। କାରଣ ସମ୍ପର୍କରେ ମିଛ ଆସିଗଲେ ସମ୍ପର୍କର ମଧୁରତା କମିଯାଏ। ଏପରି କି ବନ୍ଧୁତା ମଧ୍ୟ ଦୁର୍ବଳ ହୋଇଯାଏ।

* ବନ୍ଧୁ ସହ ସମ୍ପର୍କ ନିଃସ୍ବାର୍ଥ ଭରା ହେବା ଦରକାର। କେବେ ବି ବନ୍ଧୁର ଫାଇଦା ଉଠାଇବା ଠିକ୍‌ ନୁହେଁ। ଏପରିକି ପଇସାପତ୍ରର କାରବାର କରିବା ବି ଉଚିତ ନୁହେଁ। ଅବଶ୍ୟ ବନ୍ଧୁର ଆବଶ୍ୟକତା ସମୟରେ ତାକୁ ଟଙ୍କାପଇସାର ସାହାଯ୍ୟ କରାଯାଇପାରେ, କିନ୍ତୁ ତାହାକୁ ନେଇ ପରେ ମନ ଭିତରେ ବଡ଼ିମା ଦେଖାଇବା ଆଦୌ ଶୋଭନୀୟ ନୁହେଁ।

* ପ୍ରିୟ ବନ୍ଧୁକୁ କେବେ କୌଣସି କଥା ଲୁଚାଇବା ଠିକ୍‌ ନୁହେଁ। ଯେତେବେଳେ ବନ୍ଧୁ ବନ୍ଧୁ ଭିତରେ କୌଣସି କଥା ଲୁଚାଲୁଚି ହୁଏ, ସେଠି ସମ୍ପର୍କରେ ନିବିଡ଼ତା ଆସେ ନାହିଁ; ଯଦ୍ଦ୍ବାରା ଧୀରେ ଧୀରେ ବନ୍ଧୁତାରେ ଫାଟ ସୃଷ୍ଟି ହେବାକୁ ଲାଗେ।

* କାହା ସହିତ ବନ୍ଧୁତା କରିଛନ୍ତି ମାନେ ତାହାକୁ ଠିକ୍‌ ରୂପେ ତୁଲାଇବା ବି ଦରକାର। ଅର୍ଥାତ୍‌ ବନ୍ଧୁଙ୍କ ଆବଶ୍ୟକତାବେଳେ ତାଙ୍କ ପାଖରେ ପହଞ୍ଚତ୍ ତାଙ୍କୁ ଯଥା ସମ୍ଭବ ସାହାଯ୍ୟ କରିବା ଆବଶ୍ୟକ।

ଏହି କେତୋଟି କଥାକୁ ଯଦି ନଜର ଦିଆଯାଏ, ତା’ହେଲେ ବନ୍ଧୁତା ବହୁତ ଦିନ ପର୍ଯ୍ୟନ୍ତ ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କାଲି ଗଣେଶ ଚତୁର୍ଥୀ: ରାଶି ଅନୁସାରେ ଜାଣନ୍ତୁ କ’ଣ କରିବେ ଭୋଗ…

ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିକୁ ଗଣେଶ ଚତୁର୍ଥୀ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ବୁଧବାର ଅର୍ଥାତ ଅଗଷ୍ଟ ୩୧ ତାରିଖରେ ଏହା...

ଭାବନା ବି ରୋଗର କାରଣ: ଫୁସ୍‌ଫୁସ୍‌କୁ ଦୁର୍ବଳ କରିଦିଏ ଦୁଃଖ, ଡର କିଡ୍‌ନୀକୁ କ୍ଷତି…

ମଣିଷ ତା’ ଜୀବନରେ ବିଭିନ୍ନ ପରିସ୍ଥିତି ଦେଇ ଗତି କରିଥାଏ। କେତେବେଳେ ତାକୁ ଦୁଃଖ ଭୋଗିବାକୁ ହୋଇଥାଏ ତ ପୁଣି କେତେବେଳେ ସୁଖ। ସେହିପରି ଆଉ...

ଘଣ୍ଟାକୁ ନେଇ ବାସ୍ତୁ; ଜାଣନ୍ତୁ ଲଗାଇବା ପାଇଁ ସଠିକ୍‌ ଦିଗ ଚୟନ କିଭଳି କରିବେ…

ସମୟ ଜାଣିବା ପାଇଁ ଘରେ କାନ୍ଥ ଘଣ୍ଟା ଲଗାଯାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଘଣ୍ଟା ଲଗାଇବା ପାଇଁ ସଠିକ୍‌ ଦିଗର ଚୟନ କରିବା ବି ଅତ୍ୟନ୍ତ ଜରୁରୀ...

ବରଫ ପାଣିରେ କାହିଁକି ମୁହଁ ଧୁଅନ୍ତି ବଲିଉଡ୍‌ ସେଲିବ୍ରିଟି

ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବରଫ ପାଣି ଖୁବ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏହା ତ୍ୱଚାର ଅନେକ ସମସ୍ୟା ଦୂର କରି ପାରେ। ଏହା ତ୍ୱଚାକୁ କୋମଳ...

ପ୍ରେମିକଙ୍କୁ ଏହି ୪ ମିଛ କଥା କହିଥାନ୍ତି ପ୍ରେମିକା

ପ୍ରେକିକା ସବୁବେଳେ ନିଜ ପ୍ରେମିକଙ୍କୁ ୪ଟି ମିଛ କହିଛନ୍ତି। ଆମେ କହୁନାହୁଁ, ବରଂ ଏକ ଅନୁସନ୍ଧାନରୁ ଏହା ଜଣାପଡ଼ିଛି। ଜାଣିବା ସେହି ୪ ମିଛ ବିଷୟରେ…...

ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରେ…

ଉଚ୍ଚ ରକ୍ତଚାପ ଏକ ମାରାତ୍ମକ ବେମାରୀ। ଆଜିର ସମାଜରେ ପ୍ରାୟ ଅଧିକାଂଶ ଲୋକ ଏହି ରୋଗରେ ଆକ୍ରାନ୍ତ। ଉଚ୍ଚ ରକ୍ତଚାପର ଅନେକ କାରଣ ହୋଇଥାଏ ଯେମିତି...

ଜାଣନ୍ତୁ ଧନୀ ହେବେ କିପରି

ମନୁଷ୍ୟ ସର୍ବଦା ଧନୀ ହେବାକୁ ଚେଷ୍ଟା କରେ। ଏକ ସୁଖମୟ ଜୀବନ ବଞ୍ଚିବାକୁ ଚାହେଁ। ଏ ନେଇ ଅର୍ଥ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏପରି ପରିସ୍ଥିତିରେ...

ସ୍ବାମୀଙ୍କ ସହ ଜଡିତ ଏହି ସବୁ କଥା କହୁଛନ୍ତି କି ଅନ୍ୟକୁ, ବେଳହୁଁ ସାବଧାନ

ମହିଳାଙ୍କ ମଧ୍ୟରେ ସବୁଠୁ ଗୁପ୍ତ କଥା ହେଲା ସେମାନଙ୍କ ସ୍ବାମୀଙ୍କ ବିଷୟରେ କଥାବାର୍ତ୍ତା। ତେବେ ଅନେକ ସମୟରେ ସେମାନେ ଅଧିକ ଭାବପ୍ରବଣ ହୋଇ ସ୍ବାମୀଙ୍କ ସମନ୍ଧିତ...

Advertisement
Archives

Model This Week