ଫୂର୍ତ୍ତି ରହିବେ କିପରି

ଯେ କୌଣସି କାମ ହେଉନା କାହିଁକି, ତାକୁ କରିବା ପାଇଁ ଯଦି ଆପଣ ଉଭୟ ଶାରୀରିକ ଓ ମାନସିକ ସ୍ତରରେ ସବୁବେଳେ ପ୍ରସ୍ତୁତ ରହୁଛନ୍ତି, ତା’ହେଲେ ତାକୁ ହିଁ କୁହାଯାଇଥାଏ ଫୂର୍ତ୍ତି ବା ଆକ୍ଟିଭ୍‌ନେସ୍‌। ଯେଉଁ ବ୍ୟକ୍ତି ଜୀବନରେ ଯେତେ ଫୂର୍ତ୍ତି ଥାନ୍ତି, ତାଙ୍କୁ ସଫଳତା ସେହି ମାତ୍ରାରେ ହିଁ ମିଳିଥାଏ। ତେଣିକି ସେ ପାଠପଢ଼ା ହେଉ ଅବା ଖେଳକୁଦ କିମ୍ବା କ୍ୟାରିୟର। ତେବେ ଏହି ଫୂର୍ତ୍ତିପଣକୁ ବଢ଼ାଇବା ପାଇଁ ସେମିତି କିଛି ବଡ଼ କାମ କରିବା ଆବଶ୍ୟକ ନାହିଁ। ବାସ୍‌ କେତୋଟି ସହଜ ଉପାୟ ଆପଣେଇ ମଧ୍ୟ ନିଜକୁ ଫିଟ୍‌ ରଖିବା ସହ ମନ ଭିତରେ ଆକ୍ଟିଭ୍‌ନେସ୍‌କୁ ବଢ଼ାଯାଇପାରିବ। ଯେମିତି କି ଠିକ୍‌ ସମୟରେ ଭୋଜନ କରିବା ସହ ପର୍ଯ୍ୟାପ୍ତ ପାଣି ପିଇବେ। ରାତିରେ ଅନ୍ତତଃ ୮ ଘଣ୍ଟା ଶୋଇବେ। ପ୍ରତିଦିନ ବ୍ୟାୟାମ କଲେ ମଧ୍ୟ ଶରୀର ଫୂର୍ତ୍ତି ରହିଥାଏ। କାରଣ ଏହାଦ୍ୱାରା ଶରୀରରେ ଥିବା ଚର୍ବି ଅଂଶ କମିବା ସହ ରକ୍ତ ସଞ୍ଚାଳନ ଠିକ୍‌ରେ ହୋଇଥାଏ। ଆବଶ୍ୟକ ହେଲେ କିଛି ସମୟ ଆଉଟ୍‌ଡୋର୍‌ ଗେମ୍‌ ବି ଖେଳିପାରିବେ, ଏହା ବି ମସ୍ତିଷ୍କ ଉପରେ ଭଲ ପ୍ରଭାବ ପକାଇଥାଏ। ଏଥିସହିତ ନିଶାସେବନଠାରୁ ନିଜକୁ ଯେତେସମ୍ଭବ ଦୂରେଇ ରଖିବା ସହ ଚିନ୍ତାମୁକ୍ତ ରହିଲେ ଶାରୀରିକ ଓ ମାନସିକ ସ୍ତରରେ ଆପଣ ସେତେ ଦୃଢ଼ ହୋଇପାରିବେ ଆଉ ଫୂର୍ତ୍ତି ଅନୁଭବ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ରାତି ଅନିଦ୍ରା ବଢ଼ାଇଥାଏ ବିଷାଦ

ଦିନସାରା ମନ ଅଶାନ୍ତ ରହୁଛି କି? ସାମାନ୍ୟ କଥାରେ ରାଗି ଯାଉଛନ୍ତି କି? ତେବେ ସାବଧାନ ହୋଇଯାଆନ୍ତୁ। କାରଣ ଏହା ଶୋଇବା ସମୟ ବ୍ୟତିକ୍ରମ ପାଇଁ...

ଖରାଦିନେ ତ୍ୱଚାର ଘରୋଇ ଉପଚାର

ସାଧାରଣତଃ ଖରାଦିନେ ତ୍ୱଚାର ବିଭିନ୍ନ ସମସ୍ୟା ଦେଖା ଦେଇଥାଏ। ଏହି ସମୟରେ ଘରେ ମିଳୁଥିବା ବିଭିନ୍ନ ପ୍ରକାର ସାମଗ୍ରୀ ବ୍ୟବହାର କରି ଆପଣଙ୍କ ତ୍ୱଚାର ସୌନ୍ଦର୍ଯ୍ୟକୁ...

ନଡ଼ିଆ କ୍ଷୀରରେ ହେୟାର ମାସ୍କ

ନିଜକୁ ସୁନ୍ଦର ଦେଖାଯିବା ପାଇଁ ସମସ୍ତେ ବିଭିନ୍ନ ପ୍ରକାରର ଜିନିଷ ବ୍ୟବହାର କରନ୍ତି। ଆଜିକାଲି ହେୟାର ଷ୍ଟ୍ରେଟନିଂ କରିବା ଏକ ଫ୍ୟାଶନରେ ପରିଣତ ହେଲାଣି। ହେୟାର...

ସଜାନ୍ତୁ ମେହେନ୍ଦୀରେ ହାତ

କୌଣସି ସ୍ପେଶାଲ ଅବସରରେ ମହିଳାମାନଙ୍କ ସୌନ୍ଦର୍ଯ୍ୟକୁ ଆହୁରି ବୃଦ୍ଧି କରିଥାଏ ମେହେନ୍ଦୀ। ଯଦି ଆପଣ ବି ନିଜ ହାତକୁ ମେହେନ୍ଦୀରେ ସଜାଇବାକୁ ଚାହୁଁଛନ୍ତି ତେବେ ଜାଣିରଖନ୍ତୁ...

ଭାରତର ମହାନ୍‌ ପରମାଣୁ ପରୀକ୍ଷଣ

ବିଗତ ୧୯୯୮ ମସିହା ମେ ୧୧ ତାରିଖ ଥିଲା ଭାରତୀୟ ବୈଜ୍ଞାନିକମାନଙ୍କ ପାଇଁ ଏକ ଗୌରବୋଜ୍ଜ୍ୱଳ ଦିବସ। ଏହି ଦିନ ଭାରତ ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ...

ଜୀବନରେ ଖରାପ ସମୟ ଚାଲିଛି କି.. ଆପଣାନ୍ତୁ ଚାଣକ୍ୟଙ୍କ ଏହି ୫ ଉପାୟ; ହେବେ ସଫଳ

ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ଖରାପ ସମୟ ଆସିଲେ ବ୍ୟକ୍ତିକୁ ପ୍ରଥମେ ନିଜର ଭୟକୁ ଦୂର କରିବାକୁ ପଡିବ। କାରଣ ଭୟ ଆମକୁ ଦୁର୍ବଳ କରିଦିଏ ଏବଂ...

ସିଙ୍ଗଲ ରହିବାର ୬ଟି ସୁବିଧା: ଜାଣିଲେ ଆପଣ ବି କହିବେ ସାରା ଜୀବନ ରହିଯିବି ଏକା

ଏହା ସତ୍ୟ ଯେ, କାହା ସହିତ ରହିବା ଜୀବନକୁ ଖୁସି ଦେଇଥାଏ। ମାତ୍ର ଏକାକୀ ମଧ୍ୟ ଏତେ ଖରାପ ନୁହେଁ। ଏକାକୀ ଆପଣଙ୍କୁ ନିଜ ବିଷୟରେ...

ଜନ୍ମରୁ ସମସ୍ତ ବ୍ୟକ୍ତିଙ୍କ ପାଖରେ ଥାଏ ଏହି ଗୁଣ, ଚାଣକ୍ୟ କହିଲେ ସଠିକ୍‌ ବ୍ୟବହାରରେ ମିଳିଥାଏ ସଫଳତା

ମହାନ ଅର୍ଥନୀତିଜ୍ଞ ତଥା ରାଜନେତା ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ,କିଛି ଗୁଣ ଏପରି ଥାଏ ଯାହା ମଣିଷକୁ କେହି ଶିଖାଇପାରିବ ନାହିଁ। କାରଣ ସେହି ଗୁଣ...

Advertisement
Archives

Model This Week