ଜନ୍ମଦିନରେ ଉର୍ବଶୀଙ୍କୁ ୩ କୋଟି ଟଙ୍କାର ‘ସୁନା’ କେକ୍ ଉପହାର ଦେଲେ ହନି ସିଂ

ମୁମ୍ବାଇ, ୨୫।୨: ବଲିଉଡ ସୁନ୍ଦରୀ ଉର୍ବଶୀ ରାଉତେଲା ରବିବାର ୩୦ ବର୍ଷରେ ପଦାର୍ପଣ କରିଛନ୍ତି। ଅଭିନେତ୍ରୀ ଏବେ ତାଙ୍କର ଆଗାମୀ ମ୍ୟୁଜିକ୍ ଭିଡିଓ ଲଭ୍ ଡୋଜ୍ ୨ ର ସୁଟିଂ କରୁଥିବରୁ ସେଟରେ ତାଙ୍କ ଜନ୍ମଦିନ ପାଳନ କରିଥିଲେ। ଜନ୍ମଦିନ ପାଳନ ସମୟରେ ଲୋକପ୍ରିୟ ଗାୟକ-ରାପର ୟୋ ୟୋ ହନି ସିଂ ବ୍ୟତୀତ ଅନ୍ୟ କେହି ନ ଥିଲେ। କେବଳ ସେତିକି ନୁହେଁ, ଶେଷରେ ଜନ୍ମଦିନର ଉର୍ବଶୀଙ୍କୁ ୩ କୋଟି ଟଙ୍କା ମୂଲ୍ୟର ଏକ ସୁନା କେକ୍ ଦେଇଥିଲେ ହନି ସିଂ।


ଉର୍ବଶୀଙ୍କୁ ତାଙ୍କ ଜନ୍ମଦିନରେ ୟୋ ୟୋ ହନି ସିଂ ୩ କୋଟି ଟଙ୍କା ମୂଲ୍ୟର ଦୁନିଆର ସବୁଠୁ ଦାମୀ କେକ୍ ଦେଇ ଅଭିନନ୍ଦନ ଜଣାଇଥିଲେ। କେକ୍ ସମ୍ପୂର୍ଣ୍ଣ ୨୪ କ୍ୟାରେଟ୍ ସୁନାରେ ତିଆରି ହୋଇଥିଲା ଏବଂ ଏହା ସହିତ ଅଭିନେତ୍ରୀଙ୍କ ଫଟୋ ଏବେ ଭାଇରାଲ୍ ହେବାକୁ ଯାଉଛି।

ଜନ୍ମଦିନରେ ଉର୍ବଶୀଙ୍କ ପାଇଁ ବିଶେଷ ଉପହାର ବିଷୟରେ ୟୋ ୟୋ ହନି ସିଂ କହିଛନ୍ତି, “ମୋ ଅନୁଯାୟୀ ଉର୍ବଶୀ ପ୍ରକୃତରେ ଦୁନିଆର ସବୁଠାରୁ ସୁନ୍ଦର ଝିଅ ଏବଂ ମୁଁ ଏହା ଅନେକ ଥର କହିଛି। ସେ ସବୁଠାରୁ ସୁନ୍ଦର ଝିଅ ଏବଂ ସେଥିପାଇଁ ମୁଁ ତାଙ୍କୁ ଏକ ବଡ ଉପହାର ଦେଇଥିଲା ଏବଂ ସେହି ଦିନଠାରୁ ପ୍ରଶଂସକମାନେ ଅଧିକ ଦାବି କରିଆସୁଥିଲେ। ମୁଁ ସେହି ସମୟରୁ ଜଣେ କଳାକାର ଭାବରେ ଉର୍ବଶୀଙ୍କ ଅଭିବୃଦ୍ଧି ଦେଖିଛି ଏବଂ ଆଜି ସେ ଜଣେ ବିଶ୍ୱ ସୁପରଷ୍ଟାର। ”

ସେ କହିଥଲେ ଯେ, “ମୋ ଅନୁଯାୟୀ, ତାଙ୍କ ପରି ଜଣେ ବିଶ୍ୱସ୍ତରୀୟ ସୁପରଷ୍ଟାର ରାଜକୀୟ ଅତିଥିର ଯୋଗ୍ୟ ଏବଂ ସେଥିପାଇଁ ମୁଁ ତାଙ୍କ ପାଇଁ ୩ କୋଟି ଟଙ୍କା ମୂଲ୍ୟର ଏହି ସ୍ୱତନ୍ତ୍ର କେକ୍ ଦେବାକୁ ସ୍ଥିର କଲି। ତେବେ ତାଙ୍କର ଜନ୍ମଦିନରେ ମୁଁ ତାଙ୍କୁ ବହୁତ ବଡ ସଫଳତା କାମନା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଦ୍ରକରେ ଭୟଙ୍କର ଦୁର୍ଘଟଣା; ଟ୍ରଲରକୁ ପିଟିଲା ପୋଲିସ ଗାଡ଼ି; ମୃୃତ୍ୟୁ ସଂଖ୍ୟା…

ବାସୁଦେବପୁର,୧୩।୧୧(ନାରାୟଣ ପ୍ରସାଦ ବାରିକ୍): ଭଦ୍ରକ ଜିଲାର ବାସୁଦେବପୁର, ଧାମରା ରାସ୍ତାର ବିରସ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଗୁରୁବାର ବିଲମ୍ବିତ ରାତିରେ ପୋଲିସ ଗାଡ଼ି…

କ’ଣ ହେଲା! ପ୍ରଥମେ ରୋହିତ ଶର୍ମା, ପରେ ଈଶାନ କିଷନ… କ୍ରମାଗତ ଦୁଇଟି ବଲରେ ଦୁଇଟି କ୍ୟାଚ ଛାଡ଼ିଦେଲେ,ଏଥିପାଇଁ ଦେବାକୁ ପଡ଼ିବ…

ନୂଆଦିଲ୍ଲୀ,୧୩।୧୧: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚତୁର୍ଥ ଦିନିକିଆ ମ୍ୟାଚ ‘ବେ ଓଭାଲ’ (Bay Oval) ଠାରେ ଖେଳାଯାଉଛି। ଟସ ହାରିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ…

ଖଣି ଅଞ୍ଚଳ: ଜଳବାୟୁ ପରିବର୍ତ୍ତନର ନୂଆ ହଟ୍‌ସ୍ପଟ୍‌

ଖଣିଜ ସମ୍ପଦରେ ଭରପୂର ଯାଜପୁର ଜିଲା ଏବେ ଜଳବାୟୁ ପରିବର୍ତ୍ତନର ନୂଆ ହଟ୍‌ସ୍ପଟ୍‌ ପାଲଟିଛି। ଖଣି ଖନନ, ଜଙ୍ଗଲ କ୍ଷୟ, ପାହାଡ଼ କଟା, ଶିଳ୍ପ ପ୍ରଦୂଷଣ ଓ…

ଟେରାକୋଟା ପ୍ରେମରେ ପୋଲାଣ୍ଡ ମହିଳା: ଶିଖୁଛନ୍ତି ଏହି କଳା

ନୀଳଗିରି,୧୩।୧୧(ପ୍ରଶାନ୍ତ ବିଶ୍ୱାଳ):ଓଡ଼ିଶାର ମାଟି କଳାର ଆକର୍ଷଣ ଟାଣି ଆଣିଛି ବିଦେଶିନୀଙ୍କୁ। ପୋଲାଣ୍ଡ ମହିଳା ମାଗଡାଲେନା କାମିନସ୍କା ଏହି କଳା ଶିକ୍ଷା କରିବାକୁ ଚାଲି ଆସିଛନ୍ତି ବାଲେଶ୍ୱର ଜିଲା…

ପଞ୍ଜାବ କିଙ୍ଗ୍ସକୁ ଯିବା ପରେ ପ୍ରଶ୍ନ ଉଠାଇଲେ ମହମ୍ମଦ କୈଫ୍, କହିଲେ ହାର୍ଦ୍ଦିକଙ୍କ ସବୁଠୁ ବଡ଼ ଭୁଲ….

ନୂଆଦିଲ୍ଲୀ,୧୩।୧୧: ଆଇପିଏଲ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦଳ ପରିବର୍ତ୍ତନକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି । ଗୁଜରାଟ ଟାଇଟନ୍ସ ଛାଡ଼ି ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିବା ହାର୍ଦ୍ଦିକଙ୍କ ପାଇଁ…

ଧର୍ମେନ୍ଦ୍ରଙ୍କ କାର୍ଯ୍ୟକ୍ରମରେ କୃଷ୍ଣଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା: ବଢୁଛି ମନାନ୍ତର

ଢେଙ୍କାନାଳ, ୧୩ା୧୧ (ରତନ ନାୟାର):ଢେଙ୍କାନାଳରେ ଗୁରୁବାର ଭାଜପା ପକ୍ଷରୁ ଅନୁଷ୍ଠିତ ‘ଲୋକତନ୍ତ୍ର ବଞ୍ଚାଅ-ଅରାଜକତା ହଟାଅ’ କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଏମ୍‌ପି ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ।…

ସ୍ତ୍ରୀଙ୍କୁ ଛାଡ଼ି ବିଦେଶ ନ ଯିବା ପାଇଁ ବିମାନ ହାଇଜାକ୍‌ ନାଟକ: କର୍କଟ ରୋଗୀଙ୍କୁ ବାନ୍ଧିଲା ପୋଲିସ

କୋଲକାତା,୧୩ା୧୧: ନିଜର ଅସୁସ୍ଥ ସ୍ତ୍ରୀଙ୍କୁ ଏକାକୀ ଛାଡ଼ି ବିଦେଶରେ ଚାକିରି କରିବାକୁ ଯିବା ପାଇଁ ଇଚ୍ଛା ନ ଥିବାରୁ ବିମାନର ଶୌଚାଳୟରେ ମିଥ୍ୟା ‘ହାଇଜାକ୍‌’ (ବିମାନ ଅପହରଣ)…

ଆର୍‌ବିଆଇର ସର୍ବୋଚ୍ଚ ସୀମା ବାହାରେ ଖୁଚୁରା ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ,୧୩ା୧୧(ପି.ଟି.): ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ, ସେପ୍ଟେମ୍ବରରେ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ଭିତ୍ତିକ ମୁଦ୍ରାସ୍ଫୀତି ୫.୫୪ ପ୍ରତିଶତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?