ତାମିଲନାଡୁରୁ ବ୍ରହ୍ମପୁର ସୁନା ଚାଲାଣ ଘଟଣା: ୨୩.୨୧ ଲକ୍ଷ ଟଙ୍କା ଜିଏସ୍‌ଟି ଆଦାୟ

ବ୍ରହ୍ମପୁର ଅଫିସ,୬ା୧୨ -ବ୍ରହ୍ମପୁର ଗୋଷାଣୀ ନୂଆଗଁା ପୋଲିସ ଶନିବାର ଅନ୍ଧପସରା ରୋଡ୍‌ରେ ଗାଡିମୋଟର ଯାଞ୍ଚବେଳେ ଏକ କାର୍‌ରୁ ୪କେଜି ସୁନା ଓ ୨୩୫ କେଜି ରୁପା ଅଳଙ୍କାର ଜବତ କରିଥିଲା। ଘଟଣାରେ ସମ୍ପୃକ୍ତ ୩ଜଣଙ୍କୁ ଅଟକ ରଖିବା ସହ କାର ଜବତ କରିଥିଲା। ଏ ନେଇ ପୋଲିସ ସେଲ୍‌ ଟ୍ୟାକ୍ସର ଜିଏସ୍‌ଟି ବିଭାଗକୁ ଖବର ଜଣାଇଥିଲା। ଗହଣା ଚାଲାଣକାରୀମାନେ କେତେ ଟଙ୍କାର ଟିକସ ଫାଙ୍କିଥିଲେ ତାହାର ତଦନ୍ତ ଜିଏସଟି ବିଭାଗ କରିଥିଲା। ହିସାବ ପରେ ୨୩ ଲକ୍ଷ ୨୧ହଜାର ୬୬୬ ଟଙ୍କାର ଟିକସ ଫାଙ୍କିଥିବା ଜଣାପଡିଥିଲା। ରବିବାର ସେମାନେ ଉକ୍ତ ଟିକସ ଟଙ୍କା ପୈଠ କରିଥିଲେ ବୋଲି ଗୋଷାଣୀ ନୂଆଗଁା ଥାନା ଅଧିକାରୀ ସୁମିତ ସୋରେନ ସୂଚନା ଦେଇଛନ୍ତି। ଟିକସ ପୈଠ ପରେ ସେମାନେ ଉକ୍ତ ସୁନା ଓ ରୁପା ସାମଗ୍ରୀ ନେଇଯାଇଥିବା ସୋରେନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୮ ଯାଏ ପ୍ରବଳ ବର୍ଷିବ

ଭୁବନେଶ୍ୱର, ୧୬।୧୦(ବ୍ୟୁରୋ): ରାଜ୍ୟରେ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ। ୧୭ରେ ଉପକୂଳ ଓଡ଼ିଶା, ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଅଞ୍ଚଳ ଏବଂ...

ଆସିକା-କଳିଙ୍ଗା ଜାତୀୟ ରାଜପଥ ମରଣଯନ୍ତା

ଭଞ୍ଜନଗର,୧୦।୧୨(ଡି.ଏନ୍‌.ଏ.) – ରାଞ୍ଚି-ବିଜୟୱାଡ଼ା କରିଡ଼ର ରାସ୍ତାର ଭଞ୍ଜନଗର ଠାରୁ କଳିଙ୍ଗା ଘାଟି ପର୍ଯ୍ୟନ୍ତ ଜାତୀୟ ରାଜପଥ ନଂ.୧୫୭ କାମ ବହୁଦିନ ହେବ ମନ୍ଥର ଗତିରେ ଚାଲିଛି।...

ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପିଲା

ଗଞ୍ଜାମ ଅଫିସ, ୨୪।୬: ଗଞ୍ଜାମ ଜିଲାରେ ବୁଧବାର ୭୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲାରେ ମୋଟ ପଜିଟିଭ ସଂଖ୍ୟା...

କାମ କର ନ ହେଲେ ଚାକିରି ଛାଡ଼

ପାତ୍ରପୁର,୨୭ା୯(ଡି.ଏନ୍‌.ଏ.)- ପାତ୍ରପୁର ବ୍ଲକ ତୁମ୍ବା ଉନ୍ନୟନ ସଂସ୍ଥା ପରିସରରେ ଗୁରୁବାର ତିତ୍‌ଲି ପରବର୍ତ୍ତୀ ସମୀକ୍ଷା କରିଛନ୍ତି ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ। ଅନୁଷ୍ଠିତ ବୈଠକରେ...

ଚାଇଲ୍ଡ ଲାଇନ୍‌ର ତଦନ୍ତ, ବାପାଙ୍କ ବିରୋଧରେ ଏତଲା

ଭୁବନେଶ୍ୱର,୯।୭(ବ୍ୟୁରୋ):୭ ବର୍ଷର ଝିଅ ପ୍ରତି ବାପା ଓ ସାବତ ମା’ର ଅକଥନୀୟ ନିର୍ଯାତନା ଘଟଣାରେ ଚାଇଲ୍ଡ ଲାଇନ୍‌ ହସ୍ତକ୍ଷେପ କରିଛି। ଗୁରୁବାର ଚାଇଲ୍ଡ ଲାଇନ ପକ୍ଷରୁ...

ପଟୁରେ ପୋତିହେଲାଣି ଆଉଁଳି

ଛେଣ୍ଡିପଦା, ୪ା୩(ସ୍ବ.ପ୍ର.) – ଅଣଜଳସେଚିତ ଜମିକୁ ଜଳସେଚିତ କରି ଚାଷୀଙ୍କ ମୁହଁରେ ହସ ଫୁଟାଇବାକୁ ଦୀର୍ଘ ୫୦ ବର୍ଷ ତଳେ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକରେ...

ଏନ୍‌ଇଇଟି: ସହଯୋଗ ଲୋଡ଼ିଲା ତାମିଲନାଡୁ

ଭୁବନେଶ୍ୱର,୧୪।୧୦(ବ୍ୟୁରୋ): ଡିଏମ୍‌କେ ସଂସଦୀୟ ଦଳର ଉପନେତା କାନିମୋଝି ବୁଧବାର ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ସେ ତାମିଲନାଡୁ ମୁଖ୍ୟମନ୍ତ୍ରୀ...

ନନ୍ଦନକାନନକୁ ୪ପ୍ରଜାତିର ୮ ପଶୁପକ୍ଷୀ ଆସିଲା

ବାରଙ୍ଗ, ୯।୧୦(ଡି.ଏନ୍‌.ଏ.): ନନ୍ଦନକାନନକୁ ଶୁକ୍ରବାର ରାତିରେ ପଶୁପକ୍ଷୀ ଅଦଳବଦଳ ପ୍ରକିୟାରେ ଜୟପୁର ନହରଗଡ଼ ଜୈବ ଉଦ୍ୟାନରୁ ୪ପ୍ରଜାତିର ୮ଟି ନୂଆ ଅତିଥି ଆସିଛନ୍ତି। ନୂଆ ଅତିଥି...

Advertisement
Archives

Model This Week