Posted inଜାତୀୟ

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ କରୋନା

ବେଙ୍ଗାଲୁରୁ,୩୧।୩: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବଗୌଡା କରୋନା ଆକ୍ରାନ୍ତ ହୋଇଛନ୍ତି। ବୁଧବାର ଟୁଇଟ୍‌ କରି ସେ ଏନେଇ ସୂଚନା ଦେଇଛନ୍ତି। ଦେବଗୌଡାଙ୍କ ଛଡା ତାଙ୍କ ସ୍ତ୍ରୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। ସେ ଟୁଇଟ୍‌ ଯୋଗେ କହିଛନ୍ତି, ମୁଁ ଏବଂ ମୋ ସ୍ତ୍ରୀ ଚେନ୍ନାମା କରୋନା ପଜିଟିଭ୍‌ ଚିହ୍ନଟ ହୋଇ ହୋମ ଆଇସୋଲେଶନରେ ଅଛୁ। ସୂଚନାଯୋଗ୍ୟ, ୮୭ ବର୍ଷୀୟ ଦେବଗୌଡା ଜୁନ ୧ ୧୯୯୬ରୁ ଏପ୍ରିଲ ୨୧ ୧୯୯୭ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏୟାର ଇଣ୍ଡିଆ ଉପରେ ଲାଗିଲା ୧୦ ଲକ୍ଷର ଜରିମାନା

ନୂଆଦିଲ୍ଲୀ,୧୪।୬: ଏୟାର ଇଣ୍ଡିଆ ଉପରେ ଲାଗୁ ହୋଇଛି ୧୦ ଲକ୍ଷ ଟଙ୍କାର ଜରିମାନା। ବୈଧ ଟିକେଟ ଥିବା ସତ୍ତ୍ୱେ ଯାତ୍ରୀଙ୍କୁ ବୋର୍ଡିଂକୁ ବାରଣ କରିବା ଏବଂ...

ଆଇପିଏସଙ୍କ ନିଷ୍ପତ୍ତିକୁ କରାଯାଉଛି ପ୍ରଶଂସା

ଗାନ୍ଧିନଗର,୨୯ ।୭: ଗୁଜରାଟରେ ବିଷାକ୍ତ ମଦ ପିଇ ଏବେ ପର୍ଯ୍ୟନ୍ତ ୪୨ ଜଣଙ୍କ ଜୀବନ ଯାଇଥିବା ଜଣାପଡିଛି । ଏହି ବିଷାକ୍ତ ମଦ କନୁଭାଇ ନାମକ...

ସ୍ବାମୀଙ୍କୁ ମାରିବା ପାଇଁ ସ୍ତ୍ରୀ ରଚିଲେ ଏମିତି ଷଡଯନ୍ତ୍ର, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଜୟପୁର,୨୬।୯: କୁହାଯାଏ ସ୍ତ୍ରୀ-ସ୍ବାମୀ ସମ୍ପର୍କ ଦୁନିଆର ସବୁଠୁ ପବିତ୍ର ହୋଇଥାଏ। କିନ୍ତୁ ସ୍ତ୍ରୀ ଯଦି ସ୍ବାମୀର ହତ୍ୟାକାରୀ ସାଜେ ତେବେ ଏହା ସବୁଠୁ ଆଶ୍ଚର୍ଯ୍ୟଜନକ କଥା...

ପଶ୍ଚିମବଙ୍ଗରେ ମୋଦିଙ୍କ ନିର୍ବାଚନୀ ଭାଷଣ

କୋଲକାତା,୧୩ା୧: କେନ୍ଦ୍ରରେ ଦ୍ୱିତୀୟ ଥର କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଆସିଛନ୍ତି। ଏହି ଅବସରରେ...

ମାନହାନି ମାମଲା: ଗୁଜରାଟ ହାଇକୋର୍ଟ ଗଲେ ରାହୁଲ

ନୂଆଦିଲ୍ଲୀ,୨୬ା୪ : ‘ସବୁ ଚୋରଙ୍କ ସାଙ୍ଗିଆ ମୋଦି କାହିଁକି’ ମନ୍ତବ୍ୟ ପାଇଁ ମାନହାନି ମାମଲାରେ ଦୋଷୀସାବ୍ୟସ୍ତ ହୋଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଉକ୍ତ ରାୟ...

ରାଜ୍ୟ ସଭା ପ୍ରାର୍ଥୀ ଚୟନ: ଭାଜପାର ଓବିସି-ଦଳିତ ସୂତ୍ର

ନୂଆଦିଲ୍ଲୀ,୧ା୬: ରାଜ୍ୟ ସଭା ନିର୍ବାଚନ ଲାଗି ଭାଜପା ପ୍ରାର୍ଥୀ ଚୟନରେ ଓବିସି-ଦଳିତ ସୂତ୍ର ଆପଣାଇଥବା କୁହାଯାଉଛି। ରବିବାର ଓ ସୋମବାର ଘୋଷଣା କରାଯାଇଥିବା ୨୨ ପ୍ରାର୍ଥୀଙ୍କ...

ଭାଜପାର ୩ନେତାଙ୍କୁ ଓ୍ବାଇ ପ୍ଲସ୍‌ ସୁରକ୍ଷା

ନୂଆଦିଲ୍ଲୀ,୬।୧: ଭାଜପାର ଆଉ ୩ଜଣ ନେତାଙ୍କୁ ଭିଆଇପି ସୁରକ୍ଷା ଦେବାକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଏହି ୩ଜଣ ନେତାଙ୍କୁ ଓ୍ବାଇ ପ୍ଲସ୍‌ କାଟାଗୋରୀ ସୁରକ୍ଷା...

୨୧୯ ଏୟାର ଲିଫ୍ଟ ଭାରତୀୟଙ୍କୁ ସ୍ବାଗତ…

ମୁମ୍ବାଇ, ୨୬।୨ : ରୋମାନିଆର ବୁକାରେଷ୍ଟରୁ ଏୟାରଲିଫ୍ଟ କରାଯାଇଥିବା ୨୧୯ ଭାରତୀୟ ଶନିବାର ସୁରକ୍ଷିତ ଭାରତ ପହଞ୍ଚିଛନ୍ତି। ମୁମ୍ବାଇର ବିମାନବନ୍ଦରରେ ପହଞ୍ଚିବା ପରେ ଏହି ଭାରତୀୟଙ୍କୁ...

Advertisement
Archives

Model This Week