ହାର୍ଟ ସୁସ୍ଥ ରହିବା ପାଇଁ…

ହୃତ୍‌ପିଣ୍ଡ ବା ହାର୍ଟ ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ। ହାର୍ଟର କାର୍ଯ୍ୟଧାରାରେ ଯଦି ବାଧା ସୃଷ୍ଟି ହୁଏ ତେବେ ତାହା ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରେ। ଏହାକୁ ସୁସ୍ଥ ରଖିବାର ସରଳ ତଥା ସହଜ ଉପାୟ ଆମର ହାତ ପାଆନ୍ତାରେ ରହିଛି। ଏକ ସଦ୍ୟତମ ସର୍ଭେରୁ ଜଣାପଡିଛି ଯେ, ଯଦି ଜଣେ ବ୍ୟକ୍ତି ନିଜର ମାନସିକତାକୁ ଅଧିକାଂଶ ସମୟ ସକାରାତ୍ମକ ରଖନ୍ତି, ତେବେ ହାର୍ଟ ଅନେକାଂଶରେ ସୁସ୍ଥ ରହିଥାଏ। ‘ସୁସ୍ଥ ମାନସିକତା ଏବଂ ହାର୍ଟ’ ଶୀର୍ଷକ ବିଷୟକୁ ନେଇ ଟୋକିଓ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଏକ ସର୍ଭେ କରିଥିଲେ। ତା’ସହ ନିୟମିତ ସମୟ ବ୍ୟବଧାନରେ ଏହାର ପ୍ରଭାବ ସେମାନଙ୍କର ହାର୍ଟ ଉପରେ କିପରି ପଡୁଛି ତାହାକୁ ଅନୁଧ୍ୟାନ କରି ସେମାନେ ଏକଥା ଜାଣିପାରିଥିଲେ। ଅଧିକାଂଶ ସମୟ ନିଜର ମାନସିକତାକୁ ସକରାତ୍ମକ ରଖିବା ଫଳରେ ସେମାନଙ୍କର ହାର୍ଟ ଅନେକାଂଶରେ ସୁସ୍ଥ ରହୁଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Mahashivratri ୨୦୨୫: ମହାଶିବରାତ୍ରିରେ ଦାନ କରନ୍ତୁ ଏସବୁ ଜିନିଷ, ଜୀବନରେ ରହିବ ନାହିଁ ଧନଧାନ୍ୟର ଅଭାବ !

ହିନ୍ଦୁ ଧର୍ମରେ ମହାଶିବରାତ୍ରିର ବିଶେଷ ମହତ୍ତ୍ୱ ରହିଛି। ପ୍ରତିବର୍ଷ ଫାଲ୍‌ଗୁନ ମାସର କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ମହାଶିବରାତ୍ରି ପର୍ବ ମହା ଆଡମ୍ବରରେ ପାଳିତ ହୁଏ।...

7 Famous beaches in INDIA: ଥରେ ଗଲେ ଭୁଲିଯିବେ ଗୋଆ, ପର୍ଯ୍ୟଟକଙ୍କୁ ବାନ୍ଧି ରଖୁଛି ଭାରତର ଏହି ୭ ସମୁଦ୍ରକୂଳ …

ଖରାଦିନେ ବୁଲିବାକୁ ଇଚ୍ଛା ହେଲେ ସମୁଦ୍ରକୂଳ ସମସ୍ତଙ୍କର ପସନ୍ଦର ସ୍ଥାନ ପାଲଟେ। ଭାରତରେ ସମୁଦ୍ରତଟ ଦେଖିବା ଲାଗି ୯ ସୁନ୍ଦର ସ୍ଥାନ ରହିଛି, ଯେଉଁଠିକୁ ଯିବାକୁ...

7 Mistakes after Marriage: ବିବାହ ପରେ ଭୁଲ୍‌ରେ ବି ପୁରୁଷମାନେ କରନ୍ତୁ ନାହିଁ ଏହି ୭ ଭୁଲ୍‌, ଭାଙ୍ଗିଯାଇପାରେ ସମ୍ପର୍କ…

ବିବାହ କେବଳ ଦୁଇଜଣ ବ୍ୟକ୍ତି ନୁହନ୍ତି ବରଂ ଦୁଇ ପରିବାର ମଧ୍ୟରେ ଏକ ଅତୁଟ ସମ୍ପର୍କ। ବିବାହ ପରେ ଦାୟିତ୍ୱ ବଢ଼ିଯାଇଥାଏ। ଏହାକୁ ସୂଚାରୁରୂପେ ତୁଲାଇବା...

ଏଭଳି ପୁଅ ବଞ୍ଚି ରହିବା ଅପେକ୍ଷା ମରିଯିବା…

ଆଚାର୍ଯ୍ୟ ଚାଣକ୍ୟଙ୍କ ଉପଦେଶକୁ ଅନେକ ମାନନ୍ତି। ଜଣେ ବୁଦ୍ଧିମାନ ବ୍ୟକ୍ତି, ତର୍କରେ ପ୍ରବୀଣ ଏବଂ ତାଙ୍କର ନୀତିଗତ ନିଷ୍ପତ୍ତି ନେଉଥିବା ବ୍ୟକ୍ତିଭାବେ ତାଙ୍କୁ ଗଣାଯାଏ। ସେ...

Egg vs Paneer: ଓଜନ ହ୍ରାସ ପାଇଁ କେଉଁ ପ୍ରୋଟିନ୍‌ ଅଧିକ ସ୍ବାସ୍ଥ୍ୟକର? ଜାଣନ୍ତୁ କ’ଣ କୁହନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ…

ପ୍ରୋଟିନ୍‌ ଆମ ଶରୀର ପାଇଁ ସବୁଠାରୁ ଆବଶ୍ୟକ ପୁଷ୍ଟିକର ପଦାର୍ଥ ମଧ୍ୟରୁ ଗୋଟିଏ। ଏହା ଆମିନୋ ଏସିଡରେ ଗଠିତ ଏକ ସୂକ୍ଷ୍ମ ପୋଷକ ତତ୍ତ୍ୱ। ଏହା...

ପିଲାଙ୍କୁ ଡାଏବେଟିସ୍‌ରୁ କେମିତି କରିବେ ରକ୍ଷା: ଏହି ୫ ଜିନିଷ ଉପରେ ଦିଅନ୍ତୁ ଧ୍ୟାନ

ଡାଏବେଟିସ୍‌ ଏବେ କେବଳ ବୟସ୍କଙ୍କୁ ନୁହେଁ, ଛୋଟ ପିଲାମାନଙ୍କୁ ମଧ୍ୟ ପ୍ରଭାବିତ କରୁଛି। ଭାରତରେ ପିଲାମାନଙ୍କ ମଧ୍ୟରେ ଏହି ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି।...

Maha Shivratri 2025 : ମହାଶିବରାତ୍ରିରେ ମହାସଂଯୋଗ, ଏହି ୩ ରାଶିର ଖୋଲିଯିବ ଭାଗ୍ୟ, ହେବ ଧନ ଲାଭ, ଚାକିରିରେ…

ପ୍ରତିବର୍ଷ ମହାଶିବରାତ୍ରି ପର୍ବର ବିଶେଷ ମହତ୍ତ୍ୱ ରହିଛି, କିନ୍ତୁ ଏଥର ୨୦୨୫ରେ ଏହି ଶିବରାତ୍ର ଆହୁରି ସ୍ବତନ୍ତ୍ର ହେବାକୁ ଯାଉଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି...

ଦିନକୁ ମାତ୍ର ୨୦ ମିନିଟ୍‌ କରନ୍ତୁ ଡ୍ୟାନ୍ସ: ମିଳିବ ଜବରଦସ୍ତ ଫାଇଦା

ଆଜିକାଲି ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଭିତରେ ଶରୀରର ସଠିକ ଯତ୍ନ ନେବା କାଠିକର ପାଠ ହୋଇଯାଇଛି। ସାରା ଦିନ ବସି କାମ କରିବା ଯୋଗୁ ଅଧିକାଂଶ ଲୋକଙ୍କଠାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri