ପାଣିଓହଳା ପାହାଡ଼ ପାଦଦେଶରେ ନିଆଁ

ଢେଙ୍କାନାଳ ଅଫିସ,୭ା୩: ଢେଙ୍କାନାଳ ସହରସ୍ଥିତ ରାଜବାଟି ପଛ ପାଖରେ ଥିବା ପାଣିଓହଳା ପାହାଡ଼ ପାଦଦେଶ ଜଙ୍ଗଲରେ ସୋମବାର ଅପରାହ୍ନ ୫ଟାରେ ନିଆଁ ଲାଗି ଜଙ୍ଗଲ ଭିତରକୁ ବ୍ୟାପି ଯାଇଥିଲା। ନିଆଁ ଧାସରେ ଜଙ୍ଗଲ ନିକଟରେ ଥିବା ଜନବସତି ଅଞ୍ଚଳରେ ଧୂଆଁ ଓ ଗରମ ପବନ ଅଞ୍ଚଳବାସୀଙ୍କୁ ଅସ୍ତବ୍ୟସ୍ତ କରିପକାଇଥିଲା। ଖବରପାଇ ଅଗ୍ନିଶମ ସେବା ସଂସ୍ଥା କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ବହୁ କଷ୍ଟରେ ନିଆଁକୁ ଆୟତ୍ତ କରିଥିଲେ। ଖବର ପାଇବା ପରେ ମଧ୍ୟ ବନବିଭାଗ ପକ୍ଷରୁ ଘଟଣାସ୍ଥଳରେ କେହି ପହଞ୍ଚି ନ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ କଟକଣାକୁ ଫୁ, ହାଟରେ ଜମୁଛି ଭିଡ଼

ଚୌଦ୍ୱାର,୩୧ା୩(ଡି.ଏନ୍‌.ଏ)- କରୋନା ସଂକ୍ରମଣକୁ ରୋକିବା ଲାଗି ସରକାର କରିଥିବା ଲକ୍‌ଡାଉନ ଘୋଷଣାକୁ ମଙ୍ଗଳବାର ୭ଦିନ ହୋଇଯାଇଛି। ଇତି ମଧ୍ୟରେ ଗଣମାଧ୍ୟମଠାରୁ ଆରମ୍ଭ କରି ସରକାରୀସ୍ତରରେ ସଚେତନତା...

ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼

ଭଣ୍ଡାରିପୋଖରୀ,୮ା୧୦ (ଡି.ଏନ୍‌.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ନିର୍ଗୁଣ୍ଡି ପଞ୍ଚାୟତ ଅନ୍ତର୍ଗତ କୁଣ୍ଡସାହି ଦୁର୍ଗାମଣ୍ଡପରେ ଜଗଜ୍ଜନନୀ ମା ଦୁର୍ଗାଙ୍କ ଦଶହରା ପୂଜା ଅନୁଷ୍ଠିତ ହୋଇଛି। ଏଥିପାଇଁ...

ଗଞ୍ଜାମ ପ୍ରଶାସନର ଅଭିନବ ପଦକ୍ଷେପ: ‘କରୋନା ଯୋଦ୍ଧା ଆମର ହିରୋ’ ପେଣ୍ଟିଂ ପ୍ରତିଯୋଗିତା, ଭାଗନେଇ ଜିତିପାରିବେ ଆର୍ଥିକ ପୁରସ୍କାର

ଛତ୍ରପୁର, ୧୧।୪(ଡି.ଏନ୍‌.ଏ.)- କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଗଞ୍ଜାମରେ ଲକ୍‌ ଡାଉନ୍‌ ଓ ଆଂଶିକ ସଟ୍‌ ଡାଉନ୍‌ ଜାରି ରହିଛି। ଏହାକୁ ନେଇ...

ପାରାଦୀପ-ହରିଦାସପୁର ରେଳପଥ: ଗଡ଼ିଲା ମାଲବାହୀ ଟ୍ରେନ୍‌

ପାରାଦୀପ(ସ୍ବ.ପ୍ର.)/କେନ୍ଦ୍ରାପଡ଼ା ଅଫିସ/ମାର୍ଶାଘାଇ/ମହାକାଳପଡ଼ା (ଡି.ଏନ୍‌.ଏ),୧।୮: ଦୀର୍ଘ ୨୧ ବର୍ଷର ପ୍ରତୀକ୍ଷା ପରେ ଶୁକ୍ରବାର ପ୍ରଥମ କରି ପାରାଦୀପ-ହରିଦାସପୁର ରେଳପଥରେ ମାଲବାହୀ ଟ୍ରେନ୍‌ ଚଳାଚଳ ହୋଇଛି। ପାରାଦୀପରୁ ୫୨୮୨...

ଭୁବନେଶ୍ୱର ସ୍ଥାନାନ୍ତର ହେଲେ ଦୁଇ କରୋନା ସଂକ୍ରମିତ

ବଲାଙ୍ଗୀର ଅଫିସ, ୭ା୫- ବଲାଙ୍ଗୀର ଜିଲା ଲିଖିରିଆ ଗଁାର ଦୁଇଜଣ କରୋନା ସଂକ୍ରମିତ ଯୁବକଙ୍କୁ ଗୁରୁବାର ବଲାଙ୍ଗୀର କୋଭିଡ୍‌ ହସ୍ପିିଟାଲରୁ ଭୁବନେଶ୍ୱର କିମ୍ସ କୋଭିଡ୍‌ ହସ୍ପିଟାଲକୁ...

ଅନ୍‌ଲକ୍‌ ପାଇଁ ଫିଟୁଛି ବାଟ: ଗଞ୍ଜାମରେ ୫୦୦ ତଳେ କରୋନା ଆକ୍ଟିଭ କେସ୍‌

ଛତ୍ରପୁର,୧୨ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ସଂକ୍ରମଣ ଦିନକୁ ଦିନ କମ୍‌ ହେବାରେ ଲାଗିଛି। ଏବେ ଗଞ୍ଜାମ ଗ୍ରୀନ୍‌ ଜୋନ୍‌ରେ ରହିଛି। ଜିଲାରେ ଏବେ ୫୦୦ ତଳେ...

ଶାନ୍ତିଶୃଙ୍ଖଳାରେ ସରିଲା ପ୍ରଥମ ଦିବସର ପରୀକ୍ଷା

ମାଲକାନଗିରି,୧୯ା୨(ଡି.ଏନ.ଏ.): ରାଜ୍ୟରେ ବୁଧବାରଠାରୁ ଦଶମ ଶ୍ରେଣୀ ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ଦିବସର ପରୀକ୍ଷା ଜିଲାରେ ପ୍ରାୟ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିପାଇଁ ପ୍ରଶାସନ...

ବିଭିନ୍ନ ଦାବି ନେଇ ନାଲ୍‌କୋ ସିପିପି ଟ୍ରକଚାଳକଙ୍କ ଆନ୍ଦୋଳନ

ବଅଁରପାଳ,୧୭ା୫(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲ୍‌କୋ ସିପିପି ପ୍ଲାଣ୍ଟକୁ ପରିବହନ ପାଇଁ ଯାଉଥିବା ଟ୍ରକଚାଳକମାନେ ବିଭିନ୍ନ ଦାବି ନେଇ ରବିବାର ପ୍ଲାଣ୍ଟର ମୁଖ୍ୟ ଫାଟକ ସମ୍ମୁଖରେ ଆନ୍ଦୋଳନ...

Advertisement
Archives

Model This Week