ବିଭିନ୍ନ ଦାବି ନେଇ ରାସ୍ତାରେ ବସିଲେ ଚାଷୀ

ଛତ୍ରପୁର,୨୨ା୭(ଡି.ଏନ୍‌.ଏ.): ବିପୁଳିଙ୍ଗିଠାରୁ ସାହେବ ଜେନା ପଲ୍ଲୀ ପର୍ଯ୍ୟନ୍ତ ଜୟ ମଙ୍ଗଳ ନାଳ, ଭଳିଆପେଟା ମାଇନର କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବା, ଶଙ୍ଖ ବନ୍ଧର ପଙ୍କ ଓ ଅମରିଗଛ ପରିଷ୍କାର କରାଯିବା ଭଳି ବିଭିନ୍ନ ଦାବି ନେଇ ଚିକଲଖଣ୍ଡି ଗ୍ରାମର ବହୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ପୁରୁଣା ପାଟଣା ଗ୍ରାମ ଛକ ନିକଟରେ ଛତ୍ରପୁରରୁ ବିପୁଳିଙ୍ଗି ଯିବାକୁ ଥିବା ମୁଖ୍ୟ ରାସ୍ତା ଗୁରୁବାର ସକାଳୁ ଅବରୋଧ କରିବା ସହିତ ଧାରଣାରେ ବସି ରହିଥିଲେ। ଯାହାଫଳରେ ଯାତାୟାତ ଠପ୍‌ ହେବା ସହ ଉଭୟପାର୍ଶ୍ୱରେ ବିଭିନ୍ନ ଗାଡ଼ିମୋଟର ଅଟକି ରହିଥିଲା। ପରେ ଘଟଣାସ୍ଥଳରେ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ ପହଞ୍ଚି ଛତ୍ରପୁର ଥାନାଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ, ସବ ଇନ୍ସପେକ୍ଟର ସିଲୁ ଧଳଙ୍କ ଉପସ୍ଥିତରେ ଚାଷୀମାନଙ୍କ ସହ ଆଲୋଚନା କରିବା ସହ ଚାଷୀଙ୍କ ସମସ୍ୟା ଉପରେ ଛତ୍ରପୁର ତହସିଲ କାର୍ଯ୍ୟାଳୟ ପରିସରରେ ଜଳ ସେଚନ ବିଭାଗ ଅଧିକାରୀମାନଙ୍କୁ ନେଇ ବୈଠକ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ଆନ୍ଦୋଳନ ହଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ତେଇଶିପୁର, ସୁଆବରାଇରେ ଖୋଲିବ ମୁଗ ଓ ବିରି ମଣ୍ଡି

ପିପିଲି, ୨୪ା୪(ସ୍ବ.ପ୍ର/ଡି.ଏନ.ଏ): ବର୍ତ୍ତମାନ ମୁଗ, ବିରି ଆଦି ରବି ଫସଲ ବିକ୍ରି ପାଇଁ ଚାଷୀଙ୍କୁ ହଇରାଣ ହେବାକୁ ପଡ଼ିିବନି। ସେମାନେ ଅମଳ କରିଥିବା ଫସଲକୁ ସରକାର...

ମୋବାଇଲ ଟାଓ୍ବାର ବସାଇବା ନାଁରେ ୨ଲକ୍ଷରୁ ଊର୍ଦ୍ଧ୍ୱ ଠକେଇ

ବାସୁଦେବପୁର,୬।୩(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ଥାନା ଅଧୀନ ସମିଆ ଗ୍ରାମରେ ୩ଟି ମୋବାଇଲ ଟାୱାର ବସାଇବା ନାଁରେ ୨ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ହୋଇଥିବା ସାମ୍ନାକୁ ଆସିଛି।...

ପର୍ଯ୍ୟଟନ କେନ୍ଦ୍ରରେ ଜମା ହୋଇଛି ପଥରଗୁଣ୍ଡ

କେନ୍ଦୁଝର, ୩।୨(ସ୍ବ.ପ୍ର.)- କେନ୍ଦୁଝର ଜିଲାର ଗୁରୁତ୍ୱପୂର୍ଣ୍ଣ ଭୀମକୁଣ୍ଡ ପର୍ଯ୍ୟଟନ କେନ୍ଦ୍ରର ବିକାଶ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି ା ଫଳରେ ପର୍ଯ୍ୟଟକଙ୍କ ଆଗ୍ରହ...

ରାୟଗଡ଼ାରେ ୧୩ କରୋନା ପଜିଟିଭ ଚିହ୍ନଟ: ଅଛନ୍ତି ୩ ମହିଳା, ୧୦ ପୁରୁଷ

ରାୟଗଡ଼ା ଅଫିସ,୬।୭: ରାୟଗଡ଼ା ଜିଲାରୁ ସୋମବାର ପୁଣି ୧୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୩ ଜଣ ମହିଳା ଥିବାବେଳେ ୧୦ ପୁରୁଷ...

ଜରାଜୀର୍ଣ୍ଣ ଅବସ୍ଥାରେ ଶତାୟୁ ବିଦ୍ୟାଳୟ

ପାଲଲହଡ଼ା, ୨୫ା୮(ଡି.ଏନ.ଏ.) – ଜରାଜୀର୍ଣ୍ଣ ଅବସ୍ଥାରେ ଶ୍ରେଣୀ ଗୃହ। କେଉଁଠି କାନ୍ଥ ଫାଟି ଆଁ କରିଛି ତ କେଉଁଠି ବର୍ଷା ହେଲେ କୋଠରିରେ ପାଣି ଜମୁଛି।...

ପରିଚଏ ବଲି କିଛି ନାଇଁ: ବିଦେଶୀ ପାଲଟିଛନ୍‌ ଦିବ୍ୟାଙ୍ଗ ଦୁର୍ଜନ

ଗଣ୍ଡତୁରୁମ, ୧୨ା୧୨(ଡି.ଏନ୍‌.ଏ.)- ସମାଜରେ ବାସ କରୁଥିବାର ଭିନେ ଭିନେ ବରଗର ଲୁକ୍‌କର ବିକାଶ ଲାଗି ସବୁ ସ୍ତରରେ ବେବସ୍‌ତା ରହିଛେ। ସେନ୍‌ତା ଗଁାରେ ଜନପରତିନିଧି ହିସାବେ...

ଖରିଆରରୋଡରେ ଆବାସ ଯୋଜନା ବାଟବଣା: ହିତାଧିକାରୀ ଜିଲାପାଳଙ୍କ ଦ୍ୱାରସ୍ଥ; କାର୍ଯ୍ୟାଦେଶ ପରେ ବି ଟଙ୍କା ମିଳୁନି

ନୂଆପଡା ଅଫିସ,୧୧ା୯-ରାଜ୍ୟରେ ଜଣେ ହେଲେ କୁଡିଆ ଘରେ ରହିବେ ନାହିଁ। ୨୦୨୦ ସୁଦ୍ଧା ସମସ୍ତଙ୍କୁ ପକ୍କା ଘର ଯୋଗାଦେବାର ସଂକଳ୍ପ ନେଇଛନ୍ତି ସରକାର। ହେଲେ ବିଭାଗୀୟ...

ଗ୍ରାମାଞ୍ଚଳରେ ଲୋକେ ମାନୁନାହାନ୍ତି ଲକଡାଉନ୍‌ ନିୟମ

ଭବାନୀପାଟଣା,୬।୪(ସ୍ବ.ପ୍ର): କରୋନା ଭୂତାଣୁ ନିୟନ୍ତ୍ରଣ ପାଇଁ ସରକାର ଲକ୍‌ଡାଉନ ନିୟମ କଡାକଡି କରିଛନ୍ତି। ତେବେ ଏବେବି କଳାହାଣ୍ଡି ଜିଲାର ବିଭିନ୍ନ ଗ୍ରାମାଞ୍ଚଳରେ ଲୋକେ ଲକ୍‌ଡାଉନ ନିୟମ...

Advertisement


Archives

Model This Week