Posted inଜାତୀୟ

କଂଗ୍ରେସରେ ନେତୃତ୍ୱ ସଙ୍କଟ ନେଇ ହେଉଛି ମିଥ୍ୟା ଚର୍ଚ୍ଚା: ସଲମାନ୍‌ ଖୁର୍ଶିଦ୍‌

ନୂଆଦିଲ୍ଲୀ,୨୨।୧୧: କଂଗ୍ରେସରେ ନେତୃତ୍ୱ ସଙ୍କଟ ନେଇ କିଛି ନେତା ଚର୍ଚ୍ଚା କରୁଛନ୍ତି। ତେବେ ଏହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଦଳର ବରିଷ୍ଠ ସଦସ୍ୟ ସଲମାନ ଖୁର୍ଶିଦ୍‌ ରବିବାର ପ୍ରକାଶ କହିଛନ୍ତି। ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପ୍ରତି ସମସ୍ତଙ୍କର ସମର୍ଥନ ରହିଛି। ସେହିପରି ରାହୁଲ ଗାନ୍ଧୀଙ୍କ ପ୍ରତି ମଧ୍ୟ ସଭିଙ୍କର ସମ୍ମାନ ରହିଥିବା ସେ କହିଛନ୍ତି। ଜାଣିଶୁଣି ଏଭଳି ବିଭ୍ରାନ୍ତିକର ମନ୍ତବ୍ୟ ଦିଆ ଯାଉଥିବା ସେ କହିଛନ୍ତି। ଦଳର ସମସ୍ତ ସଦସ୍ୟ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ତେବେ ଦଳ ବିରୋଧରେ ବାହାରେ ମନ୍ତବ୍ୟ ଦେବାର କୌଣସି ଆବଶ୍ୟକତା ନାହିଁ। ସାଂଗଠନିକସ୍ତରରେ ସୁଧାର ଲାଗି ସମସ୍ତ ସଦସ୍ୟ ଏକଜୁଟ ହେବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଦଳରେ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ନିର୍ବାଚନ ଶୀଘ୍ର ସମ୍ପନ୍ନ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନରମିଲେ ରାଓ୍ବତ

ନୂଆଦିଲ୍ଲୀ,୨୩।୧୨: କଂଗ୍ରେସ ନେତା ହରିଶ ରାୱତ ବୁଧବାର ତାଙ୍କ ହାତ ଓ ପାଦ ବନ୍ଧା ଯାଇଥିବା ଟୁଇଟ୍‌ କରିବା ପରେ ଗୁରୁବାର ସ୍ବର ବଦଳାଇଛନ୍ତି। ସେ...

ପ୍ରକୃତ ତଥ୍ୟ ଦେଉନାହାନ୍ତି ରାଜ୍ୟ

ନୂଆଦିଲ୍ଲୀ, ୧୫।୬: ସାରା ଦେଶରେ ଗତ କିଛିଦିନ ହେବ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଭାରତ ଏବେ ସର୍ବାଧିକ ସଂକ୍ରମଣ...

ଘୁଞ୍ଚିଲା ଜେଇଇ, ନିଟ୍‌ ପରୀକ୍ଷା

ନୂଆଦିଲ୍ଲୀ ୩।୭- ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ଉନ୍ନତମାନର ଶିକ୍ଷା ପାଇଁ କେନ୍ଦ୍ର ସରକାର ଜେଇଇ ଓ ନିଟ୍‌ ପରୀକ୍ଷାକୁ ଘୁଞ୍ଚାଇ ଦେଇଛନ୍ତି। Keeping in mind...

କେଜିଏଫ୍‌ ଦେଖି ସିରିଏଲ କିଲର

ଭୋପାଳ, ୩ା୯: ମଧ୍ୟପ୍ରଦେଶରେ ସିକ୍ୟୁରିଟି ଗାର୍ଡଙ୍କୁ ଟାର୍ଗେଟ କରି ହତ୍ୟା କରୁଥିବା ସିରିଏଲ କିଲରଙ୍କୁ ଧରିବାରେ ପୋଲିସକୁ ବଡ଼ ସଫଳତା ମିଳିଛି। ଅଦ୍ୟାବଧି ୫ ଜଣଙ୍କ...

୬୧ ହଜାର କିଲୋମିଟର ଯାତ୍ରା କରି, ମଥାରେ ଲଗାଇଲେ ୪୦ ଶହୀଦ ଯବାନଙ୍କ ଘରର ମାଟି

ଶ୍ରୀନଗର,୧୪।୨: ଗତବର୍ଷ ପୁଲଓ୍ବାମାରେ ଶହୀଦ ହୋଇଥିବା ୪୦ ଯବାନଙ୍କୁ ଶୁକ୍ରବାର ଶ୍ରୀନଗରରେ ଥିବା ସିଆର୍‌ପିଏଫ୍‌ର ଲେଥପୋରା ଶହୀଦ ସ୍ମାରକରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ମହାରାଷ୍ଟ୍ରର ଉମେଶ...

ମୋ ଭାବମୂର୍ତ୍ତି ନଷ୍ଟ କରିବା ପାଇଁ ଭାଜପା କରୁଛି କୋଟି କୋଟି ଟଙ୍କା ଖର୍ଚ୍ଚ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୪।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାର ଏକ ଭିଡିଓ ପୋଷ୍ଟ କରିଛି। ରାହୁଲ ଗାନ୍ଧୀ ଭିଡିଓରେ କହିଛନ୍ତି, ଯେତେବେଳେ ମୁଁ ରାଜନୀତିରେ...

କରୋନାରୁ କେବେ ମିଳିବ ଆଶ୍ୱସ୍ତି: ବିଶେଷଜ୍ଞ ଦେଲେ ମତ

ନୂଆଦିଲ୍ଲୀ,୧୬।୪: କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବଢୁଥିବା ବେଳେ ପୁଣି ଏକ ଚକିତ କଲା ଭଳି ଖବର ଆସିଛି। କରୋନା ଉପରେ ନଜର ରଖିଥିବା...

ମୁମ୍ବାଇ ବିସ୍ଫୋରଣର ଅଭିଯୁକ୍ତ ଅବଦୁଲ ଗନି ମୃତ

ମୁମ୍ବାଇ,୨୫।୪: ୧୯୯୩ରେ ମୁମ୍ବାଇରେ ହୋଇଥିବା ସିରିଏଲ ବୋମା ବିସ୍ଫୋରଣର ଅଭିଯୁକ୍ତ ଅବଦୁଲ ଗନି ତୁର୍କଙ୍କ ମୃତ୍ୟୁ ହୋଇଛି। ଗୁରୁବାର ନାଗପୁରର ଜିଏମ୍‌ସି ହସ୍ପିଟାଲରେ ତାଙ୍କର ମୃତ୍ୟୁ...

Advertisement
Archives

Model This Week