Posted inଫୁରସତ

କ୍ଷୁଦ୍ରଗ୍ରହ ମାଡ଼ରେ ଡାଇନୋସର ବିଲୁପ୍ତ

ଓ୍ବାଶିଂଟନ୍‌

୬୬ ନିୟୁତ ବର୍ଷ ପୂର୍ବେ, ୧୦ କିଲୋମିଟରର ଏକ କ୍ଷୁଦ୍ରଗ୍ରହ ପୃଥିବୀ ସହ ପିଟି ହୋଇଥିଲା, ଯାହାଫଳରେ ଭୂକମ୍ପ ହେବା ସହ ମାସେ କାଳ ପୃଥିବୀ ଥରିଉଠିଥିଲା। ଚିକ୍ସୁଲବ୍‌ ଗର୍ତ୍ତ (ପୃଥିବୀରେ କ୍ଷୁଦ୍ର ଗ୍ରହ ମାଡ଼ ହେବା ଫଳରେ ମେକ୍ସିକୋର ୟୁକଟନ ପେନିନ୍‌ସୁଲାରେ ସୃଷ୍ଟ ଗର୍ତ୍ତ)ର ଅଧ୍ୟୟନରୁ ମିଳିଥିବା ପ୍ରମାଣ ଅନୁସାରେ ପୃଥିବୀ ପୃଷ୍ଠରେ ଏକ ବଡ଼ ଧରଣର ଭୂକମ୍ପ ହୋଇଥିଲା, ଯାହାର ତୀବ୍ରତା ଥିଲା ୧୦୨୩ ଜୋଲ୍ସ। ଏହାର ପ୍ରଭାବ ୨୦୦୪ ସୁମାତ୍ରା ଭୂକମ୍ପରେ ଅନୁଭୂତ ୯.୧ ମ୍ୟାଗ୍‌ନିଚ୍ୟୁଡ୍‌ର ୫୦ ହଜାର ଗୁଣା ଅଧିକ।
ଅକ୍ଟୋବର ୯ରେ ହେବାକୁ ଥିବା ଜେନେରାଲ ସର୍ଭିସ୍‌ ଆଡ୍‌ମିନିଷ୍ଟ୍ରେଶନ୍‌ କନେକ୍ସନ୍‌ (ଜିଏସ୍‌ଏ) ବୈଠକରେ ହରମାନ୍ନ ବେରମୁଡେଜ ଏହି ମେଗା- ଆର୍ଥକ୍ୱେକ୍‌ ବାବଦରେ ପ୍ରମାଣ ଉପସ୍ଥାପନା କରିବେ। ୨୦୧୪ରେ କଲମ୍ବୋର ଗୋରଗୋନିଲା ଦ୍ୱୀପରେ ଏ ନେଇ ଅଧ୍ୟୟନ କରୁଥିବାବେଳେ ଏକ କ୍ଷୁଦ୍ର ଗୋଲାକାର ସ୍ଥାନରେ ଛୋଟ କାଚ ଜମାଥିବା ବରମୁଡେଜ ଦେଖିବାକୁ ପାଇଥିଲେ। ଏହି କ୍ଷୁଦ୍ର କାଚକୁ ଟେକ୍‌ଟାଇଟ୍ସ ଏବଂ ମାଇକ୍ରୋ ଟେକ୍‌ଟାଇକ୍ସ ବୋଲି କୁହାଯାଇଥାଏ। କ୍ଷୁଦ୍ରଗ୍ରହ ପ୍ରଭାବରେ ବାୟୁ ମଣ୍ଡରେ ଏହା ଦେଖାଯାଏ। ଏ ପ୍ରକାର ସ୍ଥିତିରେ ମହାସଗରର ମାଟି, ବାଲି କାଦୁଅରେ ଜଳଚର ପ୍ରାଣୀମାନେ ଆଶ୍ରୟ ନେଇଥିବା କୁହାଯାଏ । କ୍ଷୁଦ୍ରଗ୍ରହ ପିଟି ହେବା ଫଳରେ ପୃଥିବୀ ପୃଷ୍ଠ ଗୋଟିଏ ସପ୍ତାହରୁ ୧ ମାସ କାଳ ଥରିବାକୁ ଲାଗିଥିଲା। ଡାଇନାରର ମୃତ୍ୟୁ ହୋଇଥିବା କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri