Advertisement
Posted inଜାତୀୟ

ପୁଣି ଆସାମରେ ଭୂକମ୍ପ ଝଟ୍‌କା

ଗୁଆହାଟି,୧୦।୫: ଆସାମରେ ପୁଣି ଥରେ ଭୂକମ୍ପ ଝଟ୍‌କା ଲାଗିଛି। ଏଥର ନାଗାଓଁରେ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୦ ରେକର୍ଡ କରାଯାଇଥିଲା। ଭୂକମ୍ପ ସମ୍ବନ୍ଧୀୟ ସୂଚନା ପାଇବା ମାତ୍ରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ଫଳରେ ସେମାନେ ନିଜ ଘରୁ ବାହାରକୁ ପଳାଇଆସିଥିଲେ। ସୂଚନାଯୋଗ୍ୟ, ଗତ ଏକ ସପ୍ତାହ ମଧ୍ୟରେ ଆସାମରେ ଲାଗାତାର ଭୂକମ୍ପ ଅନୁଭୂତ ହୋଇଛି। କିଛି ଦିନ ପୂର୍ବରୁ, ମାତ୍ର ୨୪ ଘଣ୍ଟା ମଧ୍ୟରେ ୧୦ରୁ ଅଧିକ ଥର ଭୂକମ୍ପ ଅନୁଭୂତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କରୋନାକୁ ହରାଇଲେ ୧୦୦ ବର୍ଷିୟା ମହିଳା: କହିଲେ…

ବାଙ୍ଗାଲୋର,୨୫।୭-ସାରା ଦେଶରେ କରୋନା କାୟା ବିସ୍ତାର କରିବାରେ ଲାଗିଛି। ପ୍ରତିଦିନ ହଜାର ହଜାର କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି। ତେବେ ଏପରିସ୍ଥିତିରେ କର୍ଣ୍ଣାଟକ ବେଲାରୀ ଜିଲାର...

ସଂସଦରେ ମୋଦିଙ୍କୁ ଭେଟିଲେ ଜଣେ ସ୍ବତନ୍ତ୍ର ବନ୍ଧୁ

ନୂଆଦିଲ୍ଲୀ,୨୩।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବହୁ ପ୍ରଶଂସକ ଥିବା ବେଳେ ମଙ୍ଗଳବାର କିନ୍ତୁ ମୋଦି ଜଣେ ସ୍ବତନ୍ତ୍ର ବନ୍ଧୁଙ୍କୁ ଭେଟିଛନ୍ତି। ସଂସଦରେ ଉପସ୍ଥିତ ଥିବା ବେଳେ...

ଟିକା ନେବା ପରେ ୭ ଜଣରେ ଜଣେ ହସ୍ପିଟାଲ କର୍ମଚାରୀ ହେଉଛନ୍ତି କରୋନାରେ ଆକ୍ରାନ୍ତ…

ନୂଆଦିଲ୍ଲୀ,୧୧।୫: ଦେଶରେ କରୋନା ମହାମାରୀ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ସାଧାରଣ ଲୋକଙ୍କ ସହିତ ହସ୍ପିଟାଲ କର୍ମଚାରୀମାନେ ମଧ୍ୟ କରୋନାରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି। ତେବେ...

ରାତି ୯ଟାରେ ଚତୁର୍ଥ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବରାଜ

ଭୋପାଳ,୨୩।୩: ପାଖାପାଖି ମାସେ ହେବ ମଧ୍ୟପ୍ରଦେଶ ରାଜନୀତିରେ ଦେଖାଦେଇଥିବା ହାଇଡ୍ରାମା ସୋମବାର ରାତି ୯ଟାରେ ଶେଷ ହେବାକୁ ଯାଉଛି। ଭାରତୀୟ ଜନତା ପାର୍ଟି(ଭାଜପା)ର ହାଇକମାଣ୍ଡ ମଧ୍ୟପ୍ରଦେଶ...

ଦେବଦୂତ ପାଲଟିଲେ ସେନା, ପାଣି କାଦୁଅରୁ ୫ ଜଣ ଜୀବନ୍ତ ଉଦ୍ଧାର

ଜମ୍ମୁ/ଶ୍ରୀନଗର,୧୦ ।୭: ଅମରନାଥ ଗୁମ୍ଫା ନିକଟରେ ବାଦଲ ଫଟା ବର୍ଷା ହେବା ଫଳରେ ପାହାଡରୁ ଅତଡା ଖସି ତୀର୍ଥ ଯାତ୍ରୀଙ୍କ ତମ୍ବୁକୁ ଭସାଇ ନେଇଥିଲା ।...

ପୃଥିବୀ କକ୍ଷରେ ଚନ୍ଦ୍ରୟାନ-୨; ଇତିହାସ ରଚିଲା ଇସ୍ରୋ

ଶ୍ରୀହରିକୋଟା,୨୩।୭: ଭାରତର ଚନ୍ଦ୍ର ମିଶନ ଅନ୍ତର୍ଗତ ଚନ୍ଦ୍ରୟାନ-୨ ସୋମବାର ଅପରାହ୍ନ ୨ଟା ୪୩ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ଇସ୍ରୋର ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ଉତ୍‌କ୍ଷେପଣ କରାଯାଇଛି।...

ଅବତରଣବେଳେ ବିଦ୍ୟୁତ୍‌ ଖୁଣ୍ଟ ସହ ଧକ୍କା ହେଲା ଏୟାର ଇଣ୍ଡିଆ ବିମାନ

ବିଜୟୱାଡା,୨୦।୨: ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡା ବିମାନ ବନ୍ଦରରେ ବିମାନ ଦୁର୍ଘଟଣା ହୋଇଛି। ୬୪ ଜଣ ଯାତ୍ରୀଙ୍କୁ ନେଇ ଏୟାର ଇଣ୍ଡିଆ ବିମାନ ବିଜୟୱାଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ...

୪୬ଘଣ୍ଟା ପରେ ଶେଷ ହେଲା ରେସକ୍ୟୁ ଅପରେଶନ୍‌

ଦେଓଘର,୧୨।୪: ଝାଡଖଣ୍ଡ ଦେଓଘରର ତ୍ରିକୁଟ ପାହାଡ଼ର ରୋପଓ୍ବେ ଦୁର୍ଘଟଣାର ପ୍ରାୟ ୪୬ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ରେସକ୍ୟୁ ଅପରେଶନ୍‌ ଶେଷ ହୋଇଛି। ମଙ୍ଗଳବାର ରୋପଓ୍ବେରେ ଫସିରହିଥିବା...

Advertisement
Archives

Model This Week