ସ୍ବପ୍ନରେ ଆପଣ ଏହି ୪ ଜିନିଷ ଦେଖୁଛନ୍ତି କି? ହୋଇପାରେ ଏଭଳି ଅଶୁଭ ସଙ୍କେତ, ଜାଣନ୍ତୁ କିଭଳି କରିବେ…

ସ୍ବପ୍ନ ଦୁଇ ପ୍ରକାରର। ସୁସ୍ବପ୍ନ ଆଉ ଦୁଃସ୍ବପ୍ନ। ସ୍ବପ୍ନ ଭଲ ହେଉ ଅବା ଖରାପ, ସେ ବିଷୟରେ ସଠିକ୍‌ ଜ୍ଞାନ ଥିଲେ ଜୀବନରେ ଆସୁଥିବା ବିପଦରୁ ନିଜକୁ ରକ୍ଷା କରି ହୁଏ। କାରଣ ସ୍ବପ୍ନ ମନୁଷ୍ୟର ସ୍ବାସ୍ଥ୍ୟ, ସମ୍ପଦ, ବ୍ୟାପାର, ଆଧ୍ୟାତ୍ମ୍ୟ, ଧନ ଏବଂ ସଫଳତା ଆଦି ସହ ଜଡ଼ିତ ଥାଏ। ଏଣୁ ସ୍ବପ୍ନ ଶାସ୍ତ୍ରରେ ଏଭଳି ୪ ପ୍ରକାର ସ୍ବପ୍ନ ବିଷୟରେ ବର୍ଣ୍ଣନା କରାଯାଇଛି, ଯାହାର ସିଧା ପ୍ରଭାବ ଧନହାନୀଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ଉପରେ ପଡ଼ିଥାଏ। ଆସନ୍ତୁ ଜାଣିବା…

-କବାଟ ବନ୍ଦ ହେବା: ଯଦି କେହି ସ୍ବପ୍ନରେ କବାଟ ବନ୍ଦ ହେବା ଦେଖୁଥାନ୍ତି ତେବେ ଏହା ଅଶୁଭ ସଙ୍କେତ। ସ୍ବପ୍ନ ଶାସ୍ତ୍ର ଅନୁଯାୟୀ, ଏଭଳି ସ୍ବପ୍ନ ଦେଖିବା ବ୍ୟକ୍ତିଙ୍କ କ୍ୟାରିୟରରେ କିଛି ଅଘଟଣ ଘଟିପାରେ। ଏଥିରୁ ରକ୍ଷା ପାଇବା ପାଇଁ ହନୁମାନଙ୍କୁ ଲାଲ୍‌ ସିନ୍ଦୁର ଅର୍ପଣ କରିବା ଉଚିତ।

ପୋଷାକରେ ଦାଗ ଲାଗିବା: ସ୍ବପ୍ନ ଶାସ୍ତ୍ର ଅନୁଯାୟୀ, ଯଦି କେହି ସ୍ବପ୍ନରେ ହଳଦିଆ ପୋଷାକରେ କିଛି ଦାଗ ଲାଗିବା ଦେଖୁଥାନ୍ତି ତେବେ ଏହାର ଅର୍ଥ ଧନହାନୀ। ଏଭଳି ସ୍ଥିତିରେ ମନୁଷ୍ୟକୁ ନିଦରୁ ଉଠିବା ପରେ ମା’ ଲକ୍ଷ୍ମୀଙ୍କୁ ଲାଲ୍‌ ରଙ୍ଗର ବସ୍ତ୍ର ଦାନ କରିବା ଉଚିତ।

ବହୁତ ଜୀବଜନ୍ତୁ: ଯଦି ଆପଣଙ୍କ ସ୍ବପ୍ନରେ ବହୁତ ଜୀବଜନ୍ତୁ ଆସୁଛନ୍ତି ତେବେ ଏହା ଅଶୁଭ। ଏହାର ଅର୍ଥ ଆପଣଙ୍କ ସ୍ବାସ୍ଥ୍ୟ ଖରାପ ହୋଇପାରେ। ଏଣୁ ନିଦରୁ ଉଠିବା ପରେ ଗରିବ ଲୋକଙ୍କୁ ଲାଲ୍‌ ରଙ୍ଗର ବସ୍ତ୍ର ଦାନ କରିବା ଉଚିତ।

କଳା ବିରାଡି: ଯଦି ସ୍ବପ୍ନରେ କେହି କଳା ବିରାଡି ଦେଖୁଥାନ୍ତି ତେବେ ଏହା ଅଶୁଭ ହୋଇପାରେ। ଏହାର ପ୍ରଭାବ ମସ୍ତିଷ୍କ ଉପରେ ପଡ଼ିପାରେ। ଏଣୁ ଉଠିବା ପରେ ଶିବଙ୍କଠାରେ ଜଳଲାଗି କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତରେ ଦେହ ବ୍ୟବସାୟ ଆଇନଗତ ହେବା ଉଚିତ,’ ପୁନମ ପାଣ୍ଡେ କୁହନ୍ତି, ମୋର କାମୁକ ଭିଡିଓ ଗୁଡ଼ିକ ଦେଶ ତଥା ବିଶ୍ୱକୁ…

ମୁମ୍ବାଇ,୬।୯: ପ୍ରସିଦ୍ଧ ମଡେଲ ଏବଂ ଅଭିନେତ୍ରୀ ପୁନମ ପାଣ୍ଡେ ତାଙ୍କ ଡ୍ରେସିଂ ସେନ୍ସ ଏବଂ ବୟାନ ପାଇଁ ପ୍ରାୟତଃ ଶିରୋନାମାରେ ରହିଥାନ୍ତି। ସମ୍ପ୍ରତି, ବେଶ୍ୟାବୃତ୍ତି ବା ଦେହ…

ସୁନିତା-କୋମଲ ବିବାଦ ଉପରେ ନୀରବତା ଭାଙ୍ଗିଛନ୍ତି ଗୋବିନ୍ଦା, ଇସାରାରେ କହିଲେ ଖୁବ ବଡ଼ କଥା

ମୁମ୍ବାଇ,୬।୯: ପତ୍ନୀ ସୁନିତା ଆହୁଜାଙ୍କ ସହ ସମ୍ପର୍କରେ ମତଭେଦ ଏବଂ ଅଭିନେତ୍ରୀ କୋମଲ ରାଣୀଙ୍କ ସହ ତଥା କଥିତ ସମ୍ପର୍କର ଗୁଜବ ସମ୍ପର୍କରେ ଖବର ଆସିବା ପରେ…

ବରଗଡ଼ରେ ନୂଆଖାଇ ଲଗ୍ନ ଧାର୍ଯ୍ୟ, ଏହି ମୁହୂର୍ତ୍ତରେ ଶୁଭବେଳା…

ବରଗଡ଼,୬ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମଦେବୀ ସମଲେଶ୍ୱରୀଙ୍କ ପୀଠରେ ରବିବାର ନୂଆଖାଇ ଲଗ୍ନ ନିରୂପଣ କରାଯାଇଛି। ବିଧି ଓ ପରମ୍ପରା ଅନୁଯାୟୀ ଆସନ୍ତା ୧୪ ତାରିଖ ନିଶାର୍ଦ୍ଧ…

ସ୍ତ୍ରୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ ସ୍ବାମୀ, ନିର୍ମମ ଭାବେ ହତ୍ୟା କରିବା ପରେ…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସେନ ପାର୍କ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଏକ ଅଭାବନୀୟ ତଥା ବର୍ବରୋଚିତ ହତ୍ୟାକାଣ୍ଡ ଘଟିଯାଇଛି। ଚରିତ୍ର ଉପରେ…

ଯେଉଁ କାମ ପାଇଁ ଦିନେ ଯୁବକଙ୍କୁ ପରିହାସ କରୁଥିଲେ ଲୋକେ, ଆଜି ବିଦେଶରୁ ଆସିଲା ଚାକିରି ଅଫର, ପୂରା କାହାଣୀ ଜାଣିଲେ…

ଭାରତରେ ନଦୀଗୁଡ଼ିକର ଦୁର୍ଦ୍ଦଶା କହିଲେ ନ ସରେ। ସରକାରୀ ପ୍ରୟାସ ସତ୍ତ୍ୱେ ନଦୀଗୁଡ଼ିକର ଅବସ୍ଥା ସୁଧାର ହୋଇନାହିଁ। ସମ୍ପ୍ରତି ମଧ୍ୟପ୍ରଦେଶର ରାଜଗଡ଼ ଜିଲାର ଜଣେ ୨୦ ବର୍ଷୀୟ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

୨୦୨୭ ଯାଏ ୩ ରାଶିଙ୍କୁ କଲବଲ କରିବେ ଶନି, ଛୋଟ ଛୋଟ ଭୁଲ ପଡିବ ଭାରି!

ବର୍ତ୍ତମାନ ସମୟରେ ଶନିଦେବ ମୀନ ରାଶିରେ ଅବସ୍ଥାନ କରୁଛନ୍ତି ଏବଂ ତାଙ୍କ ଗୋଚରର ପ୍ରଭାବ କିଛି ରାଶି ଉପରେ ବିଶେଷ ଭାବରେ ଦେଖିବାକୁ ମିଳୁଛି। ସାଢ଼େସାତୀ ଓ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri