ଓଡ଼ିଶା DRDOରେ ନିଯୁକ୍ତି ସୁଯୋଗ: ଶୀଘ୍ର କରନ୍ତୁ ଆବେଦନ, ଦରମା ରହିଛି…

ଭୁବନେଶ୍ୱର,୩।୯: ଡିଆରଡିଓ(DRDO) ITR ଖାଲି ପଦବୀ ପାଇଁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ତେଣୁ ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀମାନେ ସୁଯୋଗକୁ ହାତଛଡ଼ା କରନ୍ତୁ ନାହିଁ। ଶୀଘ୍ର ଆବେଦନ କରିନିଅନ୍ତୁ। ଆବେଦନ କରିବା ପୂର୍ବରୁ ଆପଣଙ୍କୁ ସରକାରୀ ବିଜ୍ଞପ୍ତି ଯାଞ୍ଚ କରିବାକୁ ପଡିବ ଏବଂ ପ୍ରକ୍ରିୟା ସଠିକ ଭାବରେ ପ୍ରୟୋଗ କରିବାକୁ ପଡିବ ତେବେ ଆପଣ DRDO ଓଡ଼ିଶା ନିଯୁକ୍ତି ୨୦୨୪ ପୋଷ୍ଟଗୁଡିକ ପାଇଁ ଆବେଦନ କରିପାରିବେ। ଏଥିରେ ଉଭୟ ମହିଳା ଏବଂ ପୁରୁଷ ଆବେଦନ କରିପାରିବେ। ଚୁକ୍ତିଭିତ୍ତିକ ଆଧାର ଆପଣଙ୍କୁ ବାଲେଶ୍ୱରରେ ପୋଷ୍ଟିଂ ମିଳିବ। ଉଭୟ ଅନଲାଇନ / ଅଫଲାଇନ ସମସ୍ତ ଓଡ଼ିଶା ପ୍ରାର୍ଥୀ ଆବେଦନ କରିପାରିବେ।
ଯୋଗ୍ୟ ପ୍ରାର୍ଥୀଙ୍କୁ ମାସିକ-୮୦୦୦ରୁ ୯୦୦୦ ଟଙ୍କା ମିଳିବ। ପ୍ରାର୍ଥୀମାନେ ଏକ ସ୍ବୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଅନୁଷ୍ଠାନରୁ ବି.କମ୍‌/ ବିବିଏ/ ବିଟେକ/ ଡିପ୍ଲୋମା /ଇସିଇ / ଇଇଇ/ ଆଇଟି ସମାପ୍ତ କରିଥିବା ଉଚିତ୍‌। ଆବେଦନ ପ୍ରକ୍ରିୟା ୨୮ ଅଗଷ୍ଟରୁ ଆରମ୍ଭ ହୋଇଯାଇଛି ଏବଂ ୭ ସେପ୍ଟେମ୍ବର ଶେଷ ତାରିଖ ରହିଛି।

ଚୟନ ପ୍ରକ୍ରିୟା-
୧. ଲିଖିତ ପରୀକ୍ଷା
୨ବ୍ୟକ୍ତିଗତ ସାକ୍ଷାତକାର
୩. ଡକ୍ୟୁମେଣ୍ଟ ଯାଞ୍ଚ

ଖାଲିଥିବା ପଦବୀ-
୧. ଗ୍ରାଜୁଏଟ୍‌ ଆପ୍ରେଣ୍ଟିସ- ୩୦ ଟି ପୋଷ୍ଟ
୨. ଟେକ୍ନିସିଆନ ଆପ୍ରେଣ୍ଟିସ – ୨୩ ଟି ପୋଷ୍ଟ
ସମୁଦାୟ ୫୪ଟି ପୋଷ୍ଟ ।

ବୟସ ସୀମା:
ସର୍ବନିମ୍ନ ବୟସ ସୀମା- ୨୧ ବର୍ଷ ଆଉ ସର୍ବାଧିକ ବୟସ ସୀମା- ୩୫ ବର୍ଷ ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?