ଘରେ କରନ୍ତୁ ହେୟାର ସ୍ପା

କେଶ ପାଇଁ ସ୍ପା ଅବଶ୍ୟ ଅନ୍ୟତମ ବ୍ୟୟବହୁଳ ଚିକିତ୍ସା। କିନ୍ତୁ ନିୟମିତ ବ୍ୟବଧାନରେ ସ୍ପା କରିବା ଫଳରେ କେଶର ଅନେକ ପ୍ରକାର ସମସ୍ୟା ଦୂର ହୋଇଥାଏ। ତେଣୁ ବିୟୁଟି ପାର୍ଲରରେ ବ୍ୟୟବହୁଳ ହେୟାର ସ୍ପା କରିବା ବଦଳରେ ଘରେ କିପରି କରିପାରିବେ ଜାଣି ରଖନ୍ତୁ…

ହେୟାର ସ୍ପା ଟ୍ରିଟ୍‌ମେଣ୍ଟରେ କେଶକୁ ମସାଜ, ଶାମ୍ପୁ, ହେୟାର ମାସ୍କ, ବାମ୍ଫ ଓ କଣ୍ଡିସନିଂ ଆଦି ଦିଆଯାଇଥାଏ। କେଶର ପ୍ରକାର ଅନୁସାରେ ହେୟାର ମାସ୍କ ଓ କ୍ରିମ୍‌ ଦିଆଯାଏ।
କେଶ ଅନୁସାରେ ଶାମ୍ପୁର ଚୟନକରି କେଶକୁ ସଫା କରନ୍ତୁ। ଏହାପରେ କେଶକୁ ହାଲ୍‌କା ଶୁଖାଇ କ୍ରିମ୍‌ ଲଗାନ୍ତୁ।
ନାଚୁରାଲ୍‌ କ୍ରିମ୍‌ ତିଆରି କରି ହେୟାର ସ୍ପା କରିବା ପାଇଁ ଅଧା କପ୍‌ କ୍ଷୀର, ୧ କପ୍‌ ଆଲୋଭେରା ଜେଲ୍‌, ୨ ଚାମଚ ନଡ଼ିଆତେଲ, ୨ ଚାମଚ ମହୁ ଓ ୧ଟି ଅଣ୍ଡା ନିଅନ୍ତୁ। ଏସବୁ ସାମଗ୍ରୀକୁ ମିଶାଇ କେଶରେ ଲଗାନ୍ତୁ। କେଶ ଶୁଖିବା ପାଇଁ ଅତି କମ୍‌ରେ ୪୦ ମିନିଟ୍‌ ପର୍ଯ୍ୟନ୍ତ କେଶ ମୂଳରେ ଏହାକୁ ଭଲଭାବେ ମସାଜ କରନ୍ତୁ।
ଲଗାଇବା ପରେ କେଶକୁ ଷ୍ଟିମ୍‌ ଦିଅନ୍ତୁ। ଗରମପାଣି ନେଇ ସେଥିରେ ଟାୱେଲ ବୁଡ଼ାଇ କେଶରେ ଷ୍ଟିମ୍‌ ଦିଅନ୍ତୁ। କିଛି ସମୟ ଷ୍ଟିମ୍‌ ଦେବା ପରେ କେଶ ଧୀରେ ଧୀରେ ଖୋଲା ଖୋଲା ହୋଇଯାଏ।
କେଶରେ କଣ୍ଡିସନର ଲଗାଇ କେଶ ଧୋଇ ଦିଅନ୍ତୁ।
ସ୍ପା ନିମନ୍ତେ ଘରେ ବିଭିନ୍ନ ଉପାୟରେ କ୍ରିମ୍‌ ପ୍ରସ୍ତୁତ କରିପାରିବେ। ତେଣୁ ହେୟାର ମାସ୍କ ପ୍ରସ୍ତୁତି ନେଇ ବିଭିନ୍ନ ଘରୋଇ ପ୍ରଣାଳୀ ସମ୍ପର୍କରେ ଜାଣିରଖନ୍ତୁ। ନିୟମିତ ବ୍ୟବଧାନରେ ଘରେ ପ୍ରସ୍ତୁତ କ୍ରିମ୍‌ ଲଗାଇ ହେୟାର ସ୍ପା କରନ୍ତୁ। ଫଳରେ କେଶ ଝଡ଼ିବା, ରୂପି ଆଦି ବିଭିନ୍ନ ସମସ୍ୟା ଧୀରେ ଧୀରେ ଦୂରହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

କେତୁଙ୍କ ବକ୍ରି ଚଳନ: ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରବଳ ଧନବର୍ଷାକୁ ବଡ଼ କମ୍ପାନୀରୁ ଅଫର୍‌

କେତୁ ଗ୍ରହ ସର୍ୱଦା ଓଲଟା ଚଳନ (ବକ୍ରୀ) କରନ୍ତି। ଆଜି କେତୁ ମଘା ନକ୍ଷତ୍ରର ଦ୍ୱିତୀୟ ପଦରୁ ପ୍ରଥମ ପଦକୁ ଚଳନ କରିବାକୁ ଯାଉଛନ୍ତି। କେତୁଙ୍କର ଏହି…

୬ରୁ ହବିଷିଆଳି ବ୍ରତ ପାଇଁ ଅନ୍‌ଲାଇନ ପଞ୍ଜୀକରଣ

ପୁରୀ,୩ା୧୦(ଅଜିତ୍‌ କୁମାର ମହାନ୍ତି) ଚଳିତ ବର୍ଷ ହବିଷିଆଳି ବ୍ରତ ବା ରାଈଦାମୋଦର ବ୍ରତ ଅକ୍ଟୋବର ୨୬ରୁ ଆରମ୍ଭ ହୋଇ ନଭେମ୍ବର ୨୪ରେ ଶେଷହେବ। କେବଳ ଅନ୍‌ଲାଇନ ମାଧ୍ୟମରେ…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

ଗଠନ ହେଲା ୩ ବଡ଼ ରାଜଯୋଗ: କେବଳ ଏହି ୩ ରାଶିଙ୍କର ଫାଇଦା ହିଁ ଫାଇଦା, ଭାଗ୍ୟରେ ଲାଗିଲା ଲଟେରୀ

ଅକ୍ଟୋବର ମାସ ଆରମ୍ଭ ହେବା ସହିତ ଗ୍ରହ-ନକ୍ଷତ୍ରଙ୍କ ଚଳନରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସମସ୍ତ ଗ୍ରହ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ରାଶି…

ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ: ୩ ରାଶି ପାଇଁ ଶୁଭ ସଙ୍କେତ, ପ୍ରବଳ ଧନ ଯୋଗ ସହ ବ୍ୟବସାୟରେ ହେବେ ମାଲାମାଲ

ଭୁବନେଶ୍ୱର: ଶାରଦୀୟ ନବରାତ୍ରି ଚାଲିଥିବା ସମୟରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ହେବାକୁ ଯାଉଛି। ଜ୍ୟୋତିଷ ଦୃଷ୍ଟିରୁ ଏହି ଗୋଚରକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ୧୭…

Baba Venga Prediction: ଆଗାମୀ ୧୫ ଦିନରେ ୫ ରାଶି ହେବେ ମାଲାମାଲ, ଘରକୁ ଆସିବ ଖୁସି ଖବର

ଜ୍ୟୋତିଷ ଏବଂ ଭବିଷ୍ୟବାଣୀରେ ରୁଚି ରଖୁଥିବା ଲୋକଙ୍କ ପାଇଁ ଆଗାମୀ ୧୫ ଦିନ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଲୋକପ୍ରିୟ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁସାରେ, ଏହି…

ବୁଧ-ଶନିଙ୍କ ଷଡାଷ୍ଟକ ଯୋଗରେ ୪ ରାଶିଙ୍କ ଉପରେ ଭାଙ୍ଗିପଡିବ ଦୁଃଖର ପାହାଡ଼, ଘଟିପାରେ ବଡ଼ ଦୁର୍ଘଟଣା, ରୁହନ୍ତୁ ସାବଧାନ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୯ ଅକ୍ଟୋବର ୨୦୨୬ରେ ବୁଧ ଓ ଶନି ପରସ୍ପରଠାରୁ ୧୫୦ ଡିଗ୍ରୀ କୋଣରେ ଅବସ୍ଥିତ ରହିବେ। ଏହା ଫଳରେ ଷଡାଷ୍ଟକ ଯୋଗ…

ଏହି ୩ ବଡ଼ ଗୁଣ ଥିବା ସ୍ତ୍ରୀ ମିଳିଗଲେ ଘର ହୋଇଯାଏ ସ୍ବର୍ଗ, ଚାଣକ୍ୟ କୁହନ୍ତି…

ପ୍ରାଚୀନ ଭାରତର ଆଚାର୍ଯ୍ୟ ଚାଣକ୍ୟ କେବଳ ଜଣେ କୂଟନୀତିଜ୍ଞ ନ ଥିଲେ, ବରଂ ମାନବ ସମାଜ ଓ ସଂସାରର ନିୟମ ସମ୍ପର୍କରେ ଗଭୀର ଜ୍ଞାନ ରଖୁଥିଲେ। ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?