Posted inଜାତୀୟ

ଡିଜିଟାଲ ଇଣ୍ଡିଆ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି: ମୋଦି

ନୂଆଦିଲ୍ଲୀ,୧୯।୧୧: ଦେଶର ବିକାଶରେ ପ୍ରାଦ୍ୟୋଗିକ ଜ୍ଞାନକୌଶଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଡିଜିଟାଲ ଇଣ୍ଡିଆ ଏବେ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଙ୍ଗାଲୁରୁ ପ୍ରାଦ୍ୟୋଗିକ ଶିଖର ସମ୍ମଳିନୀରେ ଭିଡ଼ିଓ କନଫରେନ୍ସିଂରେ ଯୋଗଦେଇ ଗୁରୁବାର ଏଭଳି କହିଛନ୍ତି। ଭାରତ ସରକାରଙ୍କ ଶାସନରେ ପ୍ରାଦ୍ୟୋଗିକ ଜ୍ଞାନକୌଶଳ ଭୂମିକା ବେଶ୍‌ ପ୍ରଭାବଶାଳୀ ରହିଥିବା ମୋଦି କହିଛନ୍ତି। ଏହି ଜ୍ଞାନକୌଶଳ ଯୋଗୁ ଦେଶର ଚାଷୀଙ୍କ ଖାତକୁ ଗୋଟିଏ କ୍ଲିକ୍‌ରେ ଆର୍ଥିକ ସହାୟତା ପହଞ୍ଚିପାରିଛି। ସେହିପରି କରୋନା ମହାମାରୀ ଯୋଗୁ ଜାରି ହୋଇଥିବା ଲକ୍‌ଡାଉନ୍‌ ସମୟରେ ଗରିବଙ୍କୁ ଆବଶ୍ୟକ ସହାୟତା ଠିକ ସମୟରେ ଯୋଗାଇ ଦିଆଯାଇଛି। ପ୍ରାଦ୍ୟୋଗିକ ଜ୍ଞାନକୌଶଳ କୋଟି କୋଟି ଭାରତୀୟଙ୍କ ଜୀବନରେ ଏକ ନୂଆ ପରିବର୍ତ୍ତନ ଆଣିପାରିଛି। ଗତ ୨୫ ବର୍ଷ ତଳେ ଇଣ୍ଟରନେଟ୍‌ ଭାରତକୁ ଆସିଥିଲା। ଏବେ ଦେଶର ୭୫୦ ନିୟୁତରୁ ଅଧିକ ଲୋକଙ୍କ ପାଖରେ ଇଣ୍ଟରନେଟ୍‌ ସୁବିଧା ରହିଛି। ଧୀରେଧୀରେ ଭାରତ ପ୍ରାଦ୍ୟୋଗିକ ଜ୍ଞାନକୌଶଳର ଶୀର୍ଷରେ ପହଞ୍ଚିବାର ପ୍ରୟାସ ଜାରି ରଖିଥିବା ମୋଦି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ହେବାକୁ ଯାଉଛି ୟେଦୁରପ୍ପାଙ୍କ ଯୁଗ

ବେଙ୍ଗାଲୁରୁ, ୨୨।୭: ବି.ଏସ୍‌. ୟେଦୁରପ୍ପାଙ୍କ ସରକାର ଜୁଲାଇ ୨୬ରେ ୨ ବର୍ଷ ପୂରିବ। ଏହା ପରେ ସେ କର୍ନାଟକ ମୁଖ୍ୟମନ୍ତ୍ରୀ ରହି ନ ପାରନ୍ତି ।...

ଆନ୍ଧ୍ର ପ୍ରଦେଶରେ ଭାଜପା ସହ ମେଣ୍ଟ ଘୋଷଣା କଲା ଜନସେନା ପାର୍ଟି

ଅମରାବତୀ,୧୭।୧: ଦକ୍ଷିଣ ଭାରତୀୟ ଅଭିନେତା ପଓ୍ବନ କଲ୍ୟାଣଙ୍କ ନେତୃତ୍ୱାଧୀନ ଜନସେନା ପାର୍ଟି ଆନ୍ଧ୍ର ପ୍ରଦେଶରେ ଭାଜପା ସହ ମେଣ୍ଟ କରିଛି। ଏନେଇ ପଓ୍ବନ କହିଛନ୍ତି, ରାଜ୍ୟବାସୀ...

ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ରାଜାଭିଷେକ ଉପରେ ରୋକ ଲଗାଇଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୫।୧୦ : ସୁପ୍ରିମକୋର୍ଟ ଉତ୍ତରପ୍ରଦେଶର ଜ୍ୟୋର୍ତିପୀଠର ନୂତନ ଶଙ୍କରାଚାର୍ଯ୍ୟ ଭାବରେ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀଙ୍କ ରାଜାଭିଷେକ ଉପରେ ରୋକ ଲଗାଇଛନ୍ତି। ଜଷ୍ଟିସ ବି.ଆର ଗାଭାଇ ଏବଂ...

ମୂଷା ମାରିଥିବା ବ୍ୟକ୍ତିଙ୍କ ବିରୋଧରେ ୩୦ ପୃଷ୍ଠାର ଚାର୍ଜଶିଟ୍‌ ଦାଖଲ: ହୋଇପାରେ ୫ ବର୍ଷ ଜେଲ ଦଣ୍ଡାଦେଶ…

ଲକ୍ଷ୍ନୌ,୧୧।୪ : ଉତ୍ତରପ୍ରଦେଶର ବାଦାଉନରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତିଙ୍କୁ ମୂଷା ମାରିବା ମହଙ୍ଗା ପଡ଼ିଛି। ହେଲା ବର୍ତ୍ତମାନ ତାଙ୍କୁ...

ସଂସ୍କୃତ କହିଲେ ହେବନାହିଁ ଡାଇବେଟିସ-କୋଲେଷ୍ଟରଲ: ଭାଜପା ନେତା

ନୂଆଦିଲ୍ଲୀ,୧୩।୧୨: ଭାରତୀୟ ଜନତା ପାର୍ଟି(ଭାଜପା) ଏମ୍‌ପି ଗଣେଶ ସିଂ ଏମିତି ଏକ ବୟାନ ଦେଇଛନ୍ତି ଯାହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ମଧ୍ୟ...

ଭାରତ-ବାଂଲାଦେଶ ସମ୍ପର୍କରେ ଫାଟ ଆଶଙ୍କା !

ନୂଆଦିଲ୍ଲୀ,୧।୩: ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ନେଇ ଭାରତ ବାଂଲାଦେଶ ସମ୍ପର୍କରେ ଫାଟ ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ବାଂଲାଦେଶର କୋକ୍ସ୍‌ ବଜାରରୁ ଫେବୃୟାରୀ ୧୧ରେ ୮୧ ଜଣ...

ଗାଜିପୁର ସୀମାରେ ଚାଷୀଙ୍କୁ ଅଟକାଇଲା ପୋଲିସ

ନୂଆଦିଲ୍ଲୀ,୨୨।୮: ଦେଶରେ ବେକାରି ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ଦରଦାମ ଆକାଶଛୁଆଁ ହୋଇଛି। ଏହାର ପ୍ରତିବାଦରେ ସୋମବାର ଦିଲ୍ଲୀର ଯନ୍ତରମନ୍ତରରେ ଭାରତୀୟ କିଷାନ ୟୁନିୟନ (ବିକେୟୁ)...

ଯୋଗ କରି ଗିନିଜ ରେକର୍ଡ

ଗାନ୍ଧୀନଗର,୨୧।୬: ଆଜି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପାଳନ ହେଉଛି। ଯୋଗ ଦିବସ। ବୁଧବାର ସବୁଠି ଯୋଗ ଦିବସ ପାଳନ କରାଯାଉଥିବାର ଦେଖିବାକୁ ମିଳିଥିଲା। ତେବେ...

Advertisement
Archives

Model This Week