ଆଜି ମନ୍ଦିର ପ୍ରବେଶ କରିବେ ଦେବ ଦମ୍ପତି

ସମ୍ବଲପୁର,୬ା୬(ବ୍ୟୁରୋ): ସମ୍ବଲପୁରର ବିଶ୍ୱ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ସୋମବାର ହେଉଛି ଶେଷ ଦିନ। ଦେବ ଦମ୍ପତିଙ୍କ ବିବାହ ପରେ ଆଜି ଚାଲିଛି ଯୁଗଳ ଦର୍ଶନ ଶୋଭାଯାତ୍ରା। ସନ୍ଧ୍ୟା ପର୍ଯ୍ୟନ୍ତ ଏହି ଶୋଭାଯାତ୍ରା ଚାଲିବ। ନବ ବିବାହିତ ଦେବ ଦମ୍ପତି ସୁସଜ୍ଜିତ ବିମାନରେ ଆଜି ନଗର ପରିକ୍ରମା କରୁଛନ୍ତି। ରାଜ୍ୟ ତଥା ରାଜ୍ୟ ବାହାରର ହଜାର ହଜାର ଲୋକ ଏହି ଯାତ୍ରାରେ ସାମିଲ ହୋଇଛନ୍ତି। ସନ୍ଧ୍ୟାରେ ଶିବ-ପାର୍ବତୀ ମନ୍ଦିର ପ୍ରବେଶ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗୀୟ ପର୍ଯ୍ୟଟକ ପଞ୍ଚଲିଙ୍ଗେଶ୍ୱର ଶୈବପୀଠରେ ନିଖୋଜ: ୨୦ଘଣ୍ଟା ପରେ ଅଭୟାରଣ୍ୟ ନିକଟରୁ ଉଦ୍ଧାର

ସଜନାଗଡ଼,୧୩।୨(ଡି.ଏନ୍‌.ଏ.)- ବାଲେଶ୍ୱର ଜିଲା ନୀଳଗିରିର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ୱରକୁ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରତିଦିନ ଭକ୍ତଙ୍କ ସୁଅ ଛୁଟିଥାଏ। ମଙ୍ଗଳବାର ଜଣେ ବଙ୍ଗୀୟ ପର୍ଯ୍ୟଟକ...

ସଚେତନତା ରୋକିପାରିବ କରୋନା ସଂକ୍ରମଣ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୪।୪(ବ୍ୟୁରୋ): କରୋନା ସଂକ୍ରମଣକୁ କେବଳ ସଚେତନତା ଦ୍ୱାରା ରୋକାଯାଇପାରିବା। କରୋନାକୁ ଡରିବାର ନାହିଁ। ଏଥିପ୍ରତି ଆମକୁ ସାବଧାନ ହେବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ...

ମୁମ୍ବାଇଠାରୁ ଭୁବନେଶ୍ୱର ବହୁତ ଭଲ: ଲାରା ଦତ୍ତ

ଭୁବନେଶ୍ୱର,୫ା୫(ବ୍ୟୁରୋ): ବଲିଉଡ୍‌ ଅଭିନେତ୍ରୀ ଲାରା ଦତ୍ତ ଭୁବନେଶ୍ୱର ଆସିଛନ୍ତି। ଜନତା ମଇଦାନରେ ଆୟୋଜିତ ମହିଳା ବ୍ୟବସାୟ ମେଳାରେ ସେ ଯୋଗ ଦେଇଛନ୍ତି। ଏହି ମେଳାକୁ ମୁଖ୍ୟମନ୍ତ୍ରୀ...

ରେଳଯାତ୍ରୀଙ୍କ ସୁରକ୍ଷା ନେଇ ଟୋଲ୍‌ ଫ୍ରି ନମ୍ବର ଜାରି

ବଅଁରପାଳ,୧୫।୬(ଡି.ଏନ୍‌.ଏ.): ଅନୁଗୋଳ ଜିଲା ରେଳଷ୍ଟେଶନଠାରେ ରେଳଯାତ୍ରୀଙ୍କୁ ସଚେତନତା କରାଇବା ପାଇଁ ଶନିବାର ପୋଲିସ ପକ୍ଷରୁ ଏକ ସଚେତନତା ବାର୍ତ୍ତା ଦିଆଯାଇଛି। ଏହା ସହ ଏକ ଟୋଲ୍‌...

ବଢ଼ିଲା ଶ୍ରମିକଙ୍କ ଦୈନିକ ମଜୁରି

ଭୁବନେଶ୍ୱର, ୨୨।୧୦(ବ୍ୟୁରୋ):ରାଜ୍ୟର ଶ୍ରମିକଗୋଷ୍ଠୀଙ୍କ ଦୈନିକ ମଜୁରି ବୃଦ୍ଧି ପାଇଛି। ରାଜ୍ୟ ସର୍ବନିମ୍ନ ମଜୁରି ଉପଦେଷ୍ଟା ବୋର୍ଡର ୫୨ତମ ବୈଠକରେ କରାଯାଇଥିବା ସୁପାରିସକ୍ରମେ ସରକାର ସମସ୍ତ ୮୯ଟି...

କେନ୍ଦୁଝରରେ ପେଡ୍‌ କ୍ୱାରାଣ୍ଟାଇନ ବ୍ୟବସ୍ଥା

କେନ୍ଦୁଝର, ୪ା୫(ସ୍ବ.ପ୍ର.)-ମହାମାରୀ କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମାକୁ କଡ଼ାକଡ଼ି ପାଳନ କରିବା ପାଇଁ ଜିଲାପାଳ ଆଶିଷ ଠାକ୍‌ରେ ନିର୍ଦ୍ଦେଶ ଦେଇଛନ୍ତି। ବାହାର ରାଜ୍ୟରୁ...

ସନ୍ଧ୍ୟା ସାଢ଼େ ୬ଟା ସୁଦ୍ଧା ଜିଲା ପରିଷଦ ନିର୍ବାଚନ ଫଳାଫଳ

କେନ୍ଦୁଝର,୨୬ା୨(ସ୍ବ.ପ୍ର.): କେନ୍ଦୁଝର ଜିଲାର ୩୭ ଜିଲା ପରିଷଦ ଜୋନ୍‌ ମଧ୍ୟରୁ ୩୬ଟିରେ ନିର୍ବାଚନ ପରେ ଆଜିଠାରୁ ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ଆରମ୍ଭ ହୋଇଛି। କଡ଼ା...

ସହରରେ ବଢ଼ିଚାଲିଛି ଅପରାଧ

ବାଲେଶ୍ୱର ଅଫିସ, ୮।୬ – ବାଲେଶ୍ୱର ସହରରେ ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି। ହତ୍ୟା, ଲୁଟ୍‌ତରାଜ ଭଳି ଅପରାଧ ଘଟିଚାଲିଥିଲେ ମଧ୍ୟ ପୋଲିସ ଏହାକୁ...

Advertisement
Archives

Model This Week