ଦାମୀ ମାସ୍କ ପିନ୍ଧିଲେ ଦୀପିକା: ଦାମ୍‌ ଜାଣିଲେ…

ବଲିଉଡ୍‌ର ସୁପରହିଟ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ନିଜର ଅଭିନୟ ଏବଂ ଫ୍ୟାଶନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତେବେ ଏହା ବିମାନବନ୍ଦରର ଲୁକ୍‌ ହେଉ ଅବା ପାର୍ଟି ଲୁକ୍‌। ସେ ନିଜର ପ୍ରତ୍ୟେକ ଲୁକ୍‌ ସହ ଲୋକଙ୍କୁ ପାଗଳ କରିଥାନ୍ତି। ଏବେ ଦୀପିକାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ଅଭିନେତ୍ରୀଙ୍କୁ ମୁମ୍ବାଇର ଏକ ହୋଟେଲରୁ ବାହାରୁଥିବାର ଦେଖିବାକୁ ମିଳୁଛି। ଏହି ସମୟରେ ଦୀପିକା ତାଙ୍କର ଜଣେ ବନ୍ଧୁଙ୍କ ସହ ରାତ୍ରୀ ଭୋଜନ ପାଇଁ ଆସିଥିଲେ। ଏହି ବିଶେଷ ଅବସରରେ ସେ ଟପ୍‌ ଟୁ ବଟମ୍‌ କଳା ରଙ୍ଗର ପୋଷାକ ପିନ୍ଧିଥିଲେ। ଏଥିସହ କଳାରଙ୍ଗର ଏକ ମାସ୍କ ମଧ୍ୟ ସେ ଲଗାଇଥିଲେ। ତେବେ ଏହି ଫଟୋରେ ଦୀପିକାଙ୍କ ପୋଷାକ ଅପେକ୍ଷା ତାଙ୍କ ମାସ୍କର ବେଶି ଚର୍ଚ୍ଚା ହେଉଛି। ଏହି ମାସ୍କର ମୂଲ୍ୟ ୨୫ ହଜାର ଟଙ୍କା। ସେହିପରି ସେ ହାତରେ ଧରିଥିବା ବ୍ୟାଗ୍‌ର ମୂଲ୍ୟ ୨ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ମିସ୍‌ ଇଣ୍ଡିଆ ଏବେ ଲାଇମ୍‌ଲାଇଟ୍‌ରୁ ଦୂରରେ

ମୁମ୍ବାଇ: ୮୦ ଓ ୯୦ ଦଶକର ଏହି ଅଭିନେତ୍ରୀ ନିଜର ସୌନ୍ଦର୍ଯ୍ୟ ଓ ଅଭିନୟ ଜାଦୁରେ ସମସ୍ତଙ୍କ ମନ୍ତ୍ରମୁଗ୍ଧ କରିଥିଲେ। ନିଜର ସୌନ୍ଦର୍ଯ୍ୟ ପାଇଁ ମିସ୍‌...

ମିକାଙ୍କୁ ମିଳିଲା ଜୀବନସାଥୀ ! ଜାଣନ୍ତୁ କିଏ ସେ…

ବମ୍ବେ: ଆରମ୍ଭ ହେବା ପରଠାରୁ ଚର୍ଚ୍ଚାରେ ଗାୟକ ମିକା ସିଂହଙ୍କ ସ୍ବୟମ୍ବର ଶୋ’। ଏବେ ଏଥିରେ କେବଳ ଚାରିଜଣ ପ୍ରତିଯୋଗୀ ଅଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ...

ସୁଶାନ୍ତ ମାମଲା: ପୋଷ୍ଟମାର୍ଟମ ରିପୋର୍ଟକୁ ନେଇ ସନ୍ଦେହ ପ୍ରକାଶ କଲା ସିବିଆଇ

ମୁମ୍ବାଇ,୨୨।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଘଟଣାରେ ସିବିଆଇ ଜୋରସୋରରେ ତଦନ୍ତ ଚଳାଇଛି। ଶୁକ୍ରବାର ସୁଶାନ୍ତଙ୍କ ରୋଷେୟାଙ୍କୁ ସିବିଆଇ ୫ଘଣ୍ଟା ଧରି ଜେରା କରିଥିଲା।...

ଆଗାମୀ ଫିଲ୍ମର ନାମ ଘୋଷଣା କଲେ କରଣ

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ନିର୍ମାତା କରଣ ଜୋହର ତାଙ୍କର ଆଗାମୀ ଫିଲ୍ମର ନାମ ଘୋଷଣା କରିଛନ୍ତି। ତେବେ ଏହି ଫିଲ୍ମର ନାମ ହେଉଛି ଗେହରାଇୟାଁ। ଏଥିରେ...

ଟେଲି ପରଦାକୁ ଫେରୁଛନ୍ତି ଅରୁଣା-ଆଲୋକ ନାଥ

ବମ୍ବେ: ବଡ଼ ପରଦା ଭଳି ଛୋଟ ପରଦାର କ୍ରେଜ୍‌ କାହିଁରେ କେତେ। ଯେଉଁଭଳି ଶୁକ୍ରବାର ନୂଆ ଫିଲ୍ମ ରିଲିଜ ହୋଇଥାଏ, ଆଜିକାଲି ସେହିଭଳି ନୂଆ ଟେଲି...

ବିବାହରେ ଏହି ଡିଜାଇନରଙ୍କ ଦ୍ୱାରା ପ୍ରସ୍ତୁତ ଡ୍ରେସ୍‌ ପିନ୍ଧିବେ କାଟ୍ରିନା-ଭିକି

ମୁମ୍ବାଇ: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ କାଟ୍ରିନା କୈଫ୍‌ ଏବଂ ଭିକି କୌଶଲଙ୍କ ବିବାହକୁ ନେଇ ଚର୍ଚ୍ଚା ଥମୁ ନାହିଁ। ପ୍ରତିଦିନ ଏହି ଯୋଡ଼ିଙ୍କ ବିବାହକୁ ନେଇ...

ମନମୋହିଲା ପ୍ରଭୁଙ୍କ ଫାଷ୍ଟ ଲୁକ୍‌

ମୁମ୍ବାଇ: ସାଉଥ୍‌ ସହ ହିନ୍ଦୀ ଫିଲ୍ମରେ ପ୍ରଭୁଦେବାଙ୍କ ବହୁ ନାଁ ରହିଛି। ଡ୍ୟାନ୍ସରୁ କ୍ୟାରିୟର ଆରମ୍ଭ କରିଥିବା ପ୍ରଭୁ ସମୟକ୍ରମେ ଅଭିନୟ ଓ ନିର୍ଦ୍ଦେଶନାରେ ନିଜର...

କଷ୍ଟ୍ୟୁମ ଦାମ୍‌ ୧.୫କୋଟି

କରୀନା କପୁର ଥରେ ନିଜ କଷ୍ଟ୍ୟୁମ ପାଇଁ ଚର୍ଚ୍ଚାର ପରିସରକୁ ଆସିଥିଲେ। ମଧୁର ଭଣ୍ଡାରକରଙ୍କ ‘ହିରୋଇନ୍‌’ ଫିଲ୍ମରେ ସେ ଏକ କଷ୍ଟ୍ୟୁମ ପିନ୍ଧିଥିଲେ, ଯାହାର ଦାମ୍‌...

Advertisement
Archives

Model This Week