ଦୀପିକାଙ୍କୁ ଜଣେ ୟୁଜର ଦେଲେ ଏପରି ଅଶ୍ଳୀଳ ମେସେଜ, ବୁଦ୍ଧି ଶିଖାଇଲେ ଅଭିନେତ୍ରୀ

ମୁମ୍ବାଇ: ଆଜିକାଲି କୌଣସି କାରଣକୁ ନେଇ ବଲିଉଡ୍‌ ଷ୍ଟାରମାନେ ଟ୍ରୋଲ ହେଉଛନ୍ତି। ମାତ୍ର କିଛି ଷ୍ଟାର ଟ୍ରୋଲର କଡ଼ା ଜବାବ ରଖି ୟୁଜରମାନଙ୍କୁ ଉଚିତ୍‌ ଶିକ୍ଷା ଦେଉଥିବା ନଜର ଆସୁଛି। ଏମିତି କିଛି ଘଟିଛି ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ କ୍ଷେତ୍ରରେ। ଦୀପିକା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଷ୍ଟୋରୀ ଶେୟାର କରିଥିଲେ। ଏହା ପରେ ଜଣେ ୟୁଜର ତାଙ୍କୁ ଅଶ୍ଳୀଳ ଭାଷାରେ ମେସେଜ କରିଥିଲେ। ଦୀପିକା ଏହାକୁ ଅଣଦେଖା ନ କରି ୟୁଜରଙ୍କୁ ଉଚିତ୍‌ ଶିକ୍ଷା ଦେଇଛନ୍ତି। ୟୁଜରଙ୍କ ମେସେଜର ସ୍କ୍ରିନ୍‌ଶର୍ଟକୁ ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରି ଏଥିରେ କ୍ୟାପଶନ ଲେଖିଛନ୍ତି, ଆପଣଙ୍କ ପରିବାର ଆପଣଙ୍କୁ ନେଇ ଖୁବ୍‌ ଗର୍ବ କରୁଥିବେ। ତେବେ ଦୀପିକାଙ୍କ ଏପରି ଉତ୍ତରକୁ ଅନ୍ୟ ୟୁଜରମାନେ ଖୁବ୍‌ ପସନ୍ଦ କରିବା ସହ ପ୍ରଶଂସା ମଧ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନ୍‌ ଗାଇଲେ‘ମାନିକେ ମାଗେ ହିତେ’

ମୁମ୍ବାଇ: ଇଣ୍ଟରନେଟ୍‌ ସେନ୍‌ସେସନ ପାଲଟିଛି ଗୀତ ‘ମାନିକେ ମାଗେ ହିତେ’। ବିଗ୍‌ ବସ୍‌ ୧୫’ର ପ୍ରଥମ ଓ୍ବିକେଣ୍ଡ୍‌ କା ବାର ଏପିସୋଡରେ ମାନିକେ ମାଗେ ହିତେ...

ପୁଣି ପ୍ରେମରେ ପଡିଛନ୍ତି କାର୍ତ୍ତିକ

ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଜଣେ ଆଗଧାଡିର କଳାକାର। ତାଙ୍କର ଅନେକ ମହିଳା ପ୍ରଶଂସକ ଅଛନ୍ତି। ସେ ବଲିଉଡର ଏପରି ଜଣେ ଅଭିନେତା, ଯିଏ ଖୁବ...

ଗୁରୁପୂର୍ଣ୍ଣିମାରେ ଭାବପ୍ରବଣ ପୋଷ୍ଟ ଲେଖିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଧକ୍‌ ଧକ୍‌ ଗର୍ଲ ମାଧୁରୀ ଦିକ୍ଷିତ ଓ କୋରିଅଗ୍ରାଫର ସରୋଜ ଖାଁଙ୍କ ଯୋଡି ସମସ୍ତ ପପୁଲାର ଯୋଡିଙ୍କ ମଧ୍ୟରୁ ଗୋଟିଏ। ଫିଲ୍ମ...

ହୋଲି ଖେଳରୁ ଦୂରେଇ ରୁହନ୍ତି କରୀନା, କାରଣ ଜାଣିଲେ…

ହୋଲିର ପର୍ବ ସମଗ୍ର ଦେଶରେ ଧୁମଧାମ୍‌ର ସହିତ ପାଳନ କରାଯାଏ। ବଲିଉଡରେ ବି ହୋଲିର ପର୍ବ ଧୁମଧାମରେ ପାଳନ କରାଯାଏ। ତେବେ ଇଣ୍ଡଷ୍ଟ୍ରିରେ ଏପରି ଜଣେ...

କରୋନାରୁ ବଞ୍ଚିବା ପାଇଁ ଏମିତି ଟିପ୍ସ ଦେଲେ ଏହି ଅଭିନେତ୍ରୀ

ପ୍ରତିବର୍ଷ ୭ ଏପ୍ରିଲରେ ବିଶ୍ୱ ସ୍ବାସ୍ଥ୍ୟ ଦିବସ ପାଳନ କରାଯାଉଛି। ଆଜିକାଲି ଲୋକେ ସୁସ୍ଥ ରହିବା ପାଇଁ ସଚେତନ ରହିବା ଜରୁରୀ ଅଟେ। ଏହି ପରିପ୍ରେକ୍ଷୀରେ...

ଜାତୀୟ ଜୁନିଅର ରେକର୍ଡ ଭାଙ୍ଗିଲେ ମାଧବନଙ୍କ ପୁଅ

ନୂଆଦିଲ୍ଲୀ,୧୭।୭: ଅଭିନେତା ଆର ମାଧବନଙ୍କ ପୁଅ ବେଦାନ୍ତ ପୁଣି ଏକ ରେକର୍ଡ ହାସଲ କରିଛନ୍ତି। ଜୁନିଅର ନ୍ୟାଶନାଲ ଆକ୍ୱାଟିକ୍ସର ୧୫୦୦ ମିଟର ଫ୍ରିଷ୍ଟାଇଲ ବିଭାଗରେ ବେଦାନ୍ତ...

ସାରାଙ୍କ ଡ୍ରେସ୍‌ ଦାମ୍‌ରେ ହୋଇଯିବ ହିଲ୍‌ଷ୍ଟେଶନ ଟ୍ରିପ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାଁ ଆଜିକାଲି ଇଣ୍ଡଷ୍ଟ୍ରିରେ ବେଶ୍‌ ଚର୍ଚ୍ଚାରେ ରହୁଛନ୍ତି। ସେ ଏବେ ଫିଲ୍ମ ‘ଲଭ୍‌ ଆଜକଲ୍‌’ ପ୍ରମୋଶନରେ ବ୍ୟସ୍ତ ଥିବା...

କଙ୍ଗନାଙ୍କ ୪୮ କୋଟି ଟଙ୍କାର ଅଫିସ ଭାଙ୍ଗିଲା ବିଏମ୍‌ସି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ଙ୍କ ୪୮ କୋଟି ଟଙ୍କାର ଅଫିସକୁ ଭାଙ୍ଗି ଦେଇଛି ବିଏମ୍‌ସି। ସୁରକ୍ଷାବାହିନୀ ବଳୟ ମଧ୍ୟରେ କଙ୍ଗନାଙ୍କ ମୁମ୍ବାଇସ୍ଥିତ ଅଫିସକୁ ବିଏମ୍‌ସି...

Advertisement
Archives

Model This Week