କର୍ପୋରେଟଗୁଡ଼ିକ ଲାଗି ଋଣ ପୁନର୍ଗଠନ ସୁବିଧା

ନୂଆଦିଲ୍ଲୀ,୭।୮: ବର୍ତ୍ତମାନ ସମୟରେ ଘରୋଇ ବଜାର ପ୍ରଭାବିତ ହୋଇ ରହିଛି। ବଜାରର ଦାବିକୁ ନଜରରେ ରଖି କର୍ପୋରେଟ ଏବଂ ବ୍ୟକ୍ତିଗତ ଋଣ ଗ୍ରହୀତାଙ୍କ ଲାଗି ରିଜର୍ଭ ବ୍ୟାଙ୍କ ଋଣ ପୁନର୍ଗଠନ ନେଇ ଅନୁମତି ପ୍ରଦାନ କରିଛି। ଏ ନେଇ ବ୍ୟାଙ୍କଗୁଡିକ ବ୍ୟବସ୍ଥା କରିବେ ବୋଲି ଜଣାପଡିଛି। ୨୦୧୯ ଜୁଲାଇ ୭ରେ ଆସିଥିବା ବ୍ୟବସ୍ଥା ମୁତାବକ ଏଭଳି ପଦକ୍ଷେପ ବ୍ୟାଙ୍କଗୁଡିକ ଗ୍ରହଣ କରିବେ ବୋଲି ଗଭର୍ନର ଶକ୍ତିକାନ୍ତ କହିଛନ୍ତି। ଋଣ ପୁନର୍ଗଠନ ସୁବିଧା ଯୋଗାଣ ଦିଗରେ କାର୍ଯ୍ୟକ୍ରମ ଜାରି ରହିଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ପୂର୍ବରୁ ସୂଚନା ଦେଇଥିଲେ। ଏମ୍‌ଏସ୍‌ଏମ୍‌ଇଗୁଡିକର ଆକାଉଣ୍ଟ କ୍ଲାସିଫାଏଡ ଷ୍ଟାଣ୍ଡାର୍ଡର ହୋଇଥିଲେ ଋଣ ପୁନର୍ଗଠନ ସବୁଧାର ଲାଭ ଉଠାଇ ପାରିବେ। ସୁନା ବନ୍ଧକ ରଖି ଋଣ ଗ୍ରହଣ କ୍ଷେତ୍ରରେ ଲୋନ ଟୁ ଭାଲ୍ୟୁ ବା ସୁନା ମୂଲ୍ୟ ତୁଳନାରେ ଋଣ ସୀମାକୁ ୭୫%ରୁ ୯୦% ବଢାଯାଇଛି। ଷ୍ଟାର୍ଟଅପ୍‌ଗୁଡିକୁ ଅଗ୍ରାଧିକାର ଋଣ ପ୍ରଦାନ ଷ୍ଟାଟସ ପ୍ରଦାନ କରାଯାଇଛି। ବର୍ତ୍ତମାନ ଏହି ୟୁନିଟଗୁଡିକୁ ବ୍ୟାଙ୍କଗୁଡିକ ଋଣ ଯୋଗାଣ ଦିଗରେ ସହାୟକ ହୋଇ ପାରିବ। ଋଣ ମୋରାଟୋରିୟ ଅବଧି ୩୧ରେ ଶେଷ ହେଉଥିବା ବେଳେ ଏହାର ଅବଧି ବଢିବ କି ନାହିଁ ସେ ନେଇ ଗଭର୍ନର କିଛି ସ୍ପଷ୍ଟ କରିନାହାନ୍ତି। କରୋନା ଯୋଗୁ ବର୍ତ୍ତମାନ ଲୋକମାନେ ହଇରାଣ ହେଉଥିବାରୁ ମାର୍ଚ୍ଚରେ ଘୋଷଣା ହୋଇଥିବା ଋଣ ମୋରାଟୋରିୟମକୁ ପୁଣି ୩ ମାସ ବଢାଯାଇଥିଲା। ମୋରାଟୋରିୟମ ଅବଧି ବଢିଲେ ଏହା ଲୋକଙ୍କ ଦ୍ୱାରା ଅପବ୍ୟବହାର ହେବ ବୋଲି ବ୍ୟାଙ୍କଗୁଡିକ ଆଶଙ୍କା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୬୧ ଟଙ୍କାରେ ଇନ୍‌ସୁରାନ୍ସ, ଫୋନ ଚୋରି ହୋଇଗଲେ ମିଳିବ ୨୫,୦୦୦ ଟଙ୍କା…

ଯଦି ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଏ ନଚେତ କେଉଁଠି ହଜି ଯାଏ, ତେବେ କ୍ଷତି ସହିବାକୁ ଏବେ ପଡ଼ିବ ନାହିଁ। VI ଭାରତରେ ପ୍ରଥମ ଥର...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

ଏଥର ଫେବୃଆରୀ ୧ରେ ଆସିବନି ବଜେଟ୍‌! ଭାରତ ସଂସଦୀୟ ଇତିହାସରେ ପ୍ରଥମ?

ନୂଆଦିଲ୍ଲୀ,୨୧।୧୨: ଆସନ୍ତା ବର୍ଷ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ କେଉଁ ତାରିଖରେ ବଜେଟ ଉପସ୍ଥାପନ କରିବେ ତାକୁ ନେଇ ସସପେନ୍ସ ଜାରି ରହିଛି। ୨୦୧୭ରୁ...

ଗ୍ରାହକଙ୍କୁ ଆଶ୍ୱସ୍ତି: ୧୨ ହଜାର କମିଲା ସୁନା ଦର

ନୂଆଦିଲ୍ଲୀ,୨୦।୧୨: ରେକର୍ଡ ବୃଦ୍ଧି ପରେ, ଭାରତରେ ୨୪-କ୍ୟାରେଟ, ୨୨-କ୍ୟାରେଟ ଏବଂ ୧୮-କ୍ୟାରେଟ ସୁନାର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଗୋଟିଏ ସପ୍ତାହରେ ୧୦ ଗ୍ରାମ ୨୪-କ୍ୟାରେଟ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଡିସେମ୍ୱର ୩୧ ସୁଦ୍ଧା ସାରି ନିଅନ୍ତୁ ଏସବୁ କାମ, ନ ହେଲେ ସହିବେ ବଡ଼ କ୍ଷତି!

ନୂଆଦିଲ୍ଲୀ,୧୯।୧୨: ୨୦୨୫ ମସିହାର ଶେଷ ମାସ ଡିସେମ୍ୱର ମାସ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଡିସେମ୍ୱର ୧୯ ତାରିଖ, ଅର୍ଥାତ ବର୍ଷ ଶେଷ ହେବାକୁ...

କେବେ ବୃଦ୍ଧି ହେବ ଦରମା ଆଉ କେତେ ବୃଦ୍ଧି ହେବ? ଅଷ୍ଟମ ବେତନ କମିଶନରକୁ ନେଇ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୯।୧୨: ସପ୍ତମ ବେତନ କମିଶନର କାର୍ଯ୍ୟକାଳ ଡିସେମ୍ବର ୩୧, ୨୦୨୫ରେ ଶେଷ ହେବାକୁ ଯାଉଛି, ଏବଂ ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ...

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି େଓ଼୍ବଟିଂ ଟିକେଟ୍‌ ବିନା କରିପାରିବେ ଯାତ୍ରା!

ନୂଆଦିଲ୍‌ଲୀ,୧୯।୧୨: ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ େଓ଼୍ବଟିଂ ତାଲିକା କିମ୍ୱା RAC ଟିକେଟ ବିଷୟରେ ଚିନ୍ତିତ ଅଛନ୍ତି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri