ଗଞ୍ଜାମରେ କରୋନା କଟକଣା କୋହଳ: ଜିଲାପାଳ

ଛତ୍ରପୁର,୨୪ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା କଟକଣା ସାମାନ୍ୟ କୋହଳ ହୋଇଛି। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍‌ କରି ସୂଚନା ଦେଇଛନ୍ତି ଯେ, ସୋମବାରଠାରୁ ଶୁକ୍ରବାର ଯାଏ ଦୋକାନ ବଜାର ସକାଳ ୫ଟାରୁ ରାତି ୮ଟା ଯାଏ ଖୋଲାରହିବ । ପୂର୍ବରୁ ବ୍ରହ୍ମପୁର ସହରରେ ଏହି ନୂଆ ସମୟ ଘୋଷଣା ହୋଇଥିଲା। ଜିଲାରେ ପୂର୍ବରୁ ଅପରାହ୍ନ ୪ଟା ଯାଏ ଦୋକାନବଜାର ଖୋଲା ରହୁଥିଲା। ତେବେ ପୂର୍ବଭଳି ଜିଲାରେ ଶନିବାର ଓ ରବିବାର ସପ୍ତାହନ୍ତ ଶଟ୍‌ଡାଉନ୍‌ ଜାରି ରହିବ। ଏଥିସହିତ ବ୍ରହ୍ମପୁର ସହର ଭିତରେ ପ୍ରବେଶ ଓ ବାହାରକୁ ଯିବା ଉପରେ ଥିବା କଟକଣା ମଧ୍ୟ ଉଠିଛି। ଅପରପକ୍ଷରେ ସମସ୍ତ ଦୋକାନ ସାମାଜିକ ଦୂରତା ଓ ପଞ୍ଚସୂତ୍ର ନିୟମ ମାନିବାକୁ ପଡ଼ିବ ମାସ୍କ ପିନ୍ଧିବା, ଅନ୍ୟଠାରୁ ୨ ମିଟର ଦୂରତା ଅବଲମ୍ବନ କରିବାକୁ ଜିଲାପାଳ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକଳ୍ପ ଭବିଷ୍ୟତ ଅନ୍ଧାରରେ : ୪ ବର୍ଷ ହେଲା ମତ୍ସ୍ୟ ଯାଅଁ।ଳ ଉତ୍ପାଦନ କେନ୍ଦ୍ର ବନ୍ଦ

କେନ୍ଦୁଝର, ୧।୬(ସ୍ବ.ପ୍ର.)-କେନ୍ଦୁଝର ଜିଲାରେ ମତ୍ସ୍ୟଚାଷର ବିକାଶ ଲାଗି ଭିତ୍ତିଭୂମି ଥିଲେ ମଧ୍ୟ ଏହାର ସଦୁପଯୋଗ କରାଯାଉ ନାହିଁ ା ଜିଲାରେ ଚାଷୀଙ୍କୁ ପ୍ରୋତ୍ସାହନ ଓ ସୁବିଧା...

୧୫୨ ନଂ. କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ପ୍ରକାଶ: ସାଙ୍ଗସାଥୀଙ୍କ ସହିତ ଖେଳିଛନ୍ତି ତାସ୍‌, କ୍ରିକେଟ୍‌

ରତ୍ନଗିରି,୩ା୫(ଡି.ଏନ୍‌.ଏ.): ଯାଜପୁର ଜିଲା ବରୀ ବ୍ଲକ ଅଧିନସ୍ଥ କଳାମାଟିଆ ପଞ୍ଚାୟତରେ ୧ ତାରିଖରେ ଚିହ୍ନଟ ହୋଇଥିବା ୧୫୨ ନଂ. କରୋନା ସଂକ୍ରମିତ ୨୮ ବର୍ଷୀୟ ଯୁବକଙ୍କ...

ଭିତରକନିକାରେ ୟୁଏନ୍‌ଡିପି, ଏକ୍ରିକ୍‌ ପ୍ରତିନିଧି ଦଳ

ରାଜନଗର, ୧୦।୮(ଡି.ଏନ.ଏ.):  ଓଡ଼ିଶାରେ ୨୫୮.୫୯ ବର୍ଗ କିମି ଲୁଣା ଜଙ୍ଗଲ ଥିବା ବେଳେ କେବଳ ଭିତରକନିକାରେ ୮୧ ପ୍ରତିଶତ ରହିଛି। ବ୍ରାହ୍ମଣୀ, ବୈତରଣୀ ଅବବାହିକାରେ ବିସ୍ତୁତ...

ଶରଧାପୁରରେ ଅଗ୍ନିକାଣ୍ଡ, ୧୪ ବଖରା ଜଳିଗଲା

ଧରାକୋଟ,୧୮।୬(ଡି.ଏନ.ଏ.)- ଧରାକୋଟ ବ୍ଲକ ଶରଧାପୁର ଗ୍ରାମ ମଝିସାହିରେ ମଙ୍ଗଳବାର ଅପରାହ୍ନ ପ୍ରାୟ ୨ଟାରେ ନିଆଁ ଲାଗି ୮ ପରିବାରର ୧୪ ବଖରା ପୋଡି ପାଉଁଶ ହୋଇଯାଇଛି।...

ଧୀରେନ ବିୱାଇଜେଡି ବାଲେଶ୍ୱର ଜୋନ୍‌ ଗଣମାଧ୍ୟମ ସାଧାରଣ ସମ୍ପାଦକ

ବାଲେଶ୍ୱର ଅଫିସ, ୧।୯: ବିଜୁ ଯୁବ ଜନତା ଦଳ (ବିୱାଇଜେଡି) ପକ୍ଷରୁ ବାଲେଶ୍ୱର ଜୋନ୍‌ର ବିଭିନ୍ନ ପଦପଦବୀ ପାଇଁ ସାଙ୍ଗଠନିକ ଭାବେ ଘୋଷଣା କରାଯାଇଛି। ଗଣମାଧ୍ୟମ...

ବିନା ଲିଜ୍‌ରେ ପଥର ଖାଦାନ, ବେଧଡ଼କ ପଥରଫଟା

ଦିଗପହଣ୍ଡି,୧୩ା୮(ଡି.ଏନ.ଏ.)- ଦିଗପହଣ୍ଡି ଓ କୁକୁଡ଼ାଖଣ୍ଡି ତହସିଲ ଇଲାକାରେ ଥିବା କେରାଣ୍ଡିମାଳ ପର୍ବତକୁ ଗତ ପ୍ରାୟ ୧୫ ବର୍ଷ ନିର୍ଦ୍ଦିଷ୍ଟ କେତେଜଣ ପଥର ମାଫିଆ ଲୁଟି ଚାଲିଛନ୍ତି।...

ଯୁବକ ଜୀବନ୍ତ ଜଳିଯିବା ଘଟଣା: ମୃତ୍ୟୁ ପାଇଁ ପ୍ରେମିକା ହିଁ ଦାୟୀ

ବାଲିକୁଦା,୧୦ା୧୦(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ବାଲିକୁଦା ଥାନା ଅଢ଼ଙ୍ଗା ଦେବଗ୍ରାମ ବିଦ୍ୟାଳୟର ଶିଡିଘର ଛାତରେ ଗତ ୫ ତାରିଖରେ ଜୀବନ୍ତ ଜଳିଯାଇ ମୃତ୍ୟୁବରଣ କରିଥିବା ଯୁବକଙ୍କ ପରିଚୟ...

ଅବ୍ୟବସ୍ଥାରେ ମଥୁରାପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ

ଚମ୍ପୁଆ, ୨୮।୮(ଡି.ଏନ.ଏ.): ୧୯୫୪ ମସିହାରେ ସ୍ଥାପିତ ମଥୁରାପୁର ସରକାରୀ ବିଦ୍ୟାଳୟର ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ...

Advertisement
Archives

Model This Week