Posted inVideo

କରୋନା କଟକଣାକୁ ଫୁ, ମାର୍କେଟରେ କି ଭିଡ!

Featured Video Play Icon

ଦିନକ ପରେ ସାରା ରାଜ୍ୟରେ ଲାଗୁହେବ ୧୪ ଦିନିଆ ଲକଡାଉନ୍। ଲକଡାଉନ ପୂର୍ବରୁ ସଉଦାପତ୍ର କିଣିବାକୁ ବଜାରରେ ଲାଗିଛି ପ୍ରବଳ ଭିଡ। ରାସନ ଦୋକାନ, ପରିବା ଦୋକାନ ଆଗରେ ଜମିଛି ଲୋକଙ୍କ ଗହଳି।

ଆସନ୍ତା ବୁଧବାର ଠାରୁ ସାରା ରାଜ୍ୟରେ ଲକଡାଉନ୍ ଲାଗୁ ହେଉଥିବାରୁ ଏଥିପାଇଁ ଲୋକମାନେ ସଉଦାପତ୍ର କିଣିବାକୁ ଭିଡ ଜମାଇଛନ୍ତି। ଲକଡାଉନ ଲାଗୁ ହେବା ପରେ ସଉଦା ପତ୍ରର ଅଭାବ ହୋଇପାରେ, ଦରଦାମ ମଧ୍ୟ ବଢିଯାଇପାରେ, ଏଭଳି ଆଶଙ୍କା କରି ଲୋକେ ଅଧିକ କିଣାକିଣି କରୁଛନ୍ତି । ଆଉ ବଜାରରେ ବହୁ ଲୋକଙ୍କ ଗହଳି ସଂକ୍ରମଣ ଆଶଙ୍କାକୁ ଆହୁରି ବଢାଇ ଦେଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

ନିଆଳି ଛେନା ବ୍ୟବସାୟୀଙ୍କ ନାମରେ ଏତଲା

ନିଆଳି ଛେନା ବ୍ୟବସାୟୀଙ୍କ ନାମରେ ଏତଲା । ନିଆଳି ଛେନା ଖାଦ୍ୟ ଅନୁପଯୋଗୀ ବୋଲି କହିଛନ୍ତି କେଏମସି ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ।

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?